ବ୍ୟବସାୟ ଓ ଅର୍ଥନୀତି

PPF ଆକାଉଣ୍ଟରେ ପ୍ରତିଦିନ ଜମା କରନ୍ତୁ ୧୦୦ ଟଙ୍କା, ମିଳିବ ୫୪.୪୭ ଲକ୍ଷ

ଅନେକ ଲୋକ ଏମିତି ଅଛନ୍ତି ବହୁତ ବର୍ଷ ଧରି ଚାକିରୀ କରନ୍ତି ଏବଂ ରିଟାୟରମେଣ୍ଟ ପରେ ମଧ୍ୟ ତାଙ୍କ ପାଖରେ ସେତେ ଅଧିକ ଟଙ୍କା ଜମା କରିପାରନ୍ତି ନାହିଁ। ଏମିତି ଏଥିପାଇଁ ହୋଇଥାଏ କାରଣ ଚାକିରୀ ସମୟରେ ସଞ୍ଚୟ କରିପାରିନଥାନ୍ତି କିମ୍ବା କୌଣସି ସ୍କିମରେ ନିବେଶ କରନ୍ତି। ଏହାପରେ ଚାକିରୀ ପରେ ନିଜ ଭାଗ୍ୟକୁ ନିନ୍ଦା କରି ରହିବା ଛଡା ଆଉ କିଛି ହୋଇପାରିନଥାଏ। ସେଥିପାଇଁ ଚାକିରୀ କରୁଥିବା ଲୋକେ ନିଜ ସକ୍ଷମ ଅନୁଯାଇ ଅଲଗା ଅଲଗା ସ୍କିମରେ ନିବେଶ କରନ୍ତି କିନ୍ତୁ ପବ୍ଲିକ ପ୍ରାଇଭେଟ ଫଣ୍ଡ ଅର୍ଥାତ PPF ସ୍କିମରେ ଯଦି ଆପଣ ନିବେଶ କରନ୍ତି ତେବେ ଆପଣଙ୍କୁ ଅନେକ ଲାଭ ମିଳିଥାଏ।

ଏହି ସ୍କିମରେ ଯଦି କୌଣସି ବ୍ୟକ୍ତି ପ୍ରତିଦିନ ୧୦୦ ଟଙ୍କା ନିବେଶ କରନ୍ତି ତେବେ ସେ ୫୪.୪୭ ଲକ୍ଷ ଟଙ୍କା ହାସଲ କରିପାରିବେ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ପ୍ରତିଦିନ ୧୦୦ ଟଙ୍କା ଜମା କଲେ କେମିତି ଏତେ ଟଙ୍କା ମିଳିପାରିବ ଏବଂ ଏହାର ଗ୍ୟାରେଣ୍ଟି କଣ। ତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ବର୍ତ୍ତମାନ ସମୟରେ ପିପିଏଫ ଖାତାଧାରକଙ୍କୁ ୭.୧ ପ୍ରତିଶତ ଗ୍ୟାରେଣ୍ଟି ରିଟର୍ଣ୍ଣ ଆସୁଛି।

ସ୍କିମର ମାଚ୍ୟୁରିଟି ସମୟ ସୀମା ୧୫ ବର୍ଷ ହୋଇଥାଏ। ଧରାଯାଉ କୌଣସି ବ୍ୟକ୍ତି ୨୫ ବର୍ଷ ବୟସରେ ସ୍କିମରେ ନିବେଶ କରିବା ଆରମ୍ଭ କଲେ। ତେବେ ସେ ୩୫ ବର୍ଷ (ରିଟାୟରମେଣ୍ଟର ବୟସ ୬୦ ବର୍ଷ) ପର୍ଯ୍ୟନ୍ତ ଏହି ସ୍କିମରେ ପ୍ରତିଦିନ ୧୦୦ ଟଙ୍କା ଏବଂ ପ୍ରତି ମାସ ୩୦୦୦ ଟଙ୍କା ପ୍ରିମୀୟମ ଜମା କଲେ, ତେବେ ୭.୧ ସୁଧ ହାରରେ ତାଙ୍କୁ ଏହି ନିବେଶରେ ୫୪.୪୭ ଲକ୍ଷ ଟଙ୍କା ହାସଲ ହେବ। ଖାସ କଥା ହେଉଛି ଯେ ନିବେଶକଙ୍କୁ ଏହି ସ୍କିମରେ ଆୟକରରେ ମଧ୍ୟ ରିହାତି ମିଳିବ। ଏଥିରେ ନିବେଶ କରି ନିବେଶକ ପ୍ରତି ମାସ ୧.୫ ଲକ୍ଷ ଟଙ୍କାର ଆୟକର ମଧ୍ୟ ସଞ୍ଚୟ କରିପାରିବେ।

Pritiparna

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

1 hour ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

2 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

2 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

2 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

2 hours ago