ବ୍ୟବସାୟ ଓ ଅର୍ଥନୀତି

ସ୍ପୋଟର୍ସ ଅଥରିଟିରେ ଚାକିରି ସୁଯୋଗ, ଦରମା ମାସକୁ ୨.୨ ଲକ୍ଷ ଟଙ୍କା

ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ (SAI) ରେ କୋଚ୍‌, ସିନିଅର କୋଚ, ମୁଖ୍ୟ କୋଚ ସମତେ ୧୫୨ଟି ଅଲଗା ଅଲଗା ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ମାର୍ଚ୍ଚ ୩, ୨୦୨୩ ପୂର୍ବରୁ କରିପାରିବେ ଆବେଦନ । ଯୁବ ବ୍ୟାପର ଏବଂ ଖେଳ ମନ୍ତ୍ରଣାଳୟ ତରଫରୁ ଏହାକୁ ଜାରି କରାଯାଇଛି ।

ପଦବୀ ବିବରଣୀ : ୧୫୨

କୋଚ୍‌ : ୪୪

ସିନିଅର କୋଚ : ୩୪

ମୁଖ୍ୟକୋଚ୍‌ : ୪୯

ଅନ୍ୟାନ୍ୟ: ୨୫

ଜରୁରୀ ତାରିଖ : ଇଚ୍ଛୁକ ପ୍ରାର୍ଥୀ ୩ ମାର୍ଚ୍ଚ ୨୦୨୩ ପୂର୍ବରୁ କରିପାରିବେ ଆବେଦନ ।

ବୟସ ସୀମା : ଭିନ୍ନ ଭିନ୍ନ ପଦବୀ ଅନୁଯାୟୀ ବୟସ ସୀମା ଅଲଗାଅଲଗା ନିର୍ଦ୍ଧାରଣ କରାଯାଇଛି। ତେବେ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୪୫ ବର୍ଷ ଏବଂ ସର୍ବାଧିକ ବୟସ ୬୦ ବର୍ଷ ହୋଇଥିବା ଜରୁରୀ ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀଙ୍କ ପାଖରେ ଅଲମ୍ପିକ/ଓ୍ଵାଲର୍ଡ ଚାମ୍ପିଅନସିପ, ଏନଏସ ଏନଆଇଏସ୍‌/ କୋଚିଂରେ ଡିପ୍ଲୋମା କରିଥିବା ଜରୁରୀ ।

କେମିତି କରିବେ ଆବେଦନ : ଇଚ୍ଛୁକ ପ୍ରାର୍ଥୀ ପ୍ରଥମେ ଅଫିସିଆଲ େଓ୍ଵବସାଇଟ୍‌sportsauthorityofindia.gov.in କୁ ଯିବାକୁ ହେବ ।

ଏହା ପରେ ପ୍ରାର୍ଥୀ‘ NOTICE INVITING APPLICATIONS FROM ELIGIBLE CANDIDATES FOR APPOINTMENT IN VARIOUS GRADES OF COACHING CADRE ON A CONTRACT / DEPUTATION (INCLUDING SHORT TERM CONTRACT) BASIS’ ଉପରେ କ୍ଲିକ୍‌ କରନ୍ତୁ ।

ଏହାପରେ ଏକ ପିଡିଏଫ ଫାଇଲ ଖୋଲିବ । ତା’ ପରେ ଯାଇ ଆପଣ ନୋଟିଫିକେସନ ପଢିପାରିବେ ।

ଏହାକୁ ଡାଉନଲୋଡ କରିଦିଅନ୍ତୁ। ଏହାର ଏକ ପ୍ରିଣ୍ଟ ଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://sportsauthorityofindia.gov.in/sai/public/assets/jobs/1675859922_Advt_Contract_Deputation_SAI_Coachand_HPC.pdf

Swagatika

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

23 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

28 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago