ବ୍ୟବସାୟ ଓ ଅର୍ଥନୀତି

SBIରେ ଘରେ ବସି ଖୋଲନ୍ତୁ ଏହି ଖାତା ! ଫ୍ରିରେ ମିଳିବ ଅନେକ ସୁବିଧା, ଜାଣନ୍ତୁ ଆପଣ କେମିତି ଉଠାଇବେ ଏହାର ଫାଇଦା

ଦେଶର ସବୁଠାରୁ ବଡ ସରକାରୀ ବ୍ୟାଙ୍କ sbi ଆପଣଙ୍କୁ ଅନେକ ସୁବିଧା ମାଗଣାରେ ଦେଇଛି କିନ୍ତୁ ସେହି ସବୁ ସୁବିଧା ବିଷୟରେ ବହୁତ କମ ଲୋକେ ଜାଣିଥିବେ। ଯଦି ଆପଣ ମଧ୍ୟ sbi ବ୍ୟାଙ୍କରେ ମାଗଣାରେ ମିଳୁଥିବା ସର୍ଭିସ ବିଷୟରେ ଜାଣି ନାହାନ୍ତି ତେବେ ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ sbiର ଆକାଉଣ୍ଟରେ ମିଳୁଥିବା କିଛି ଖାସ ଫେସିଲିଟି ବିଷୟରେ। sbiର BSBD ଆକାଉଣ୍ଟରେ ଆକାଉଣ୍ଟଧାରୀଙ୍କୁ ସେହି ସବୁ ସୁବିଧା ମିଳିବ ଯାହା ଅନ୍ୟ ସେଭିଂ ଆକାଉଣ୍ଟରେ ମିଳିନଥାଏ। ଏହି ଖାତାର ସବୁଠାରୁ ବଡ ଖାସିୟତ ହେଉଛି ଏଥିପାଇଁ ଆପଣଙ୍କୁ କୌଣସି ମିନିମମ କିମ୍ବା ମାକ୍ସିମମ ବାଲାନ୍ସ ରଖିବାର ଆବଶ୍ୟକ ନାହିଁ। ଏହି ଖାତାରେ ବର୍ଷକୁ ସେତିକି ସୁଧ ଦିଆଯାଉଛି ଯେତିକି ଷ୍ଟେଟ ବ୍ୟାଙ୍କର ଅନ୍ୟ ସଞ୍ଚୟ ଖାତାରେ ମିଳିଥାଏ।

Sbi ବିଏସବିଡ଼ି ଖାତାରେ ମାଗଣାରେ ରହିଛି ଏହି ବ୍ୟାକିଂ ସର୍ଭିସ

  • ବେସିକ ରୂପେ ଏଟିଏମ-କମ-ଡେବିଟ କାର୍ଡ ମାଗଣାରେ ଜାରି କରାଯାଇଥାଏ। ଏହାସହିତ କୌଣସି ବାର୍ଷିକ ଶୁଳ୍କ ବି ବସୁଲି କରାଯାଇନାହିଁ।
  • NEFT ଏବଂ RTGS ଭଳି ଇଲେକ୍ଟ୍ରୋନିକ୍ସ ପେମେଣ୍ଟ ଚ୍ୟାନେଲ ମାଧ୍ୟମରେ କିଛି ବି ପ୍ରକାର ଲେଣଦେଣରେ କୌଣସି ଶୁଳ୍କ ଦିଆଯାଇନାହିଁ।
  • କେନ୍ଦ୍ରୀୟ ଏବଂ ରାଜ୍ୟ ସରକାରଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଚେକ ଏବଂ ଜମା କରିବା ସମୟରେ କୌଣସି ଶୁଳ୍କ ଦିଆଯାଏନାହିଁ।
  • ଖାତା ବନ୍ଦ କରିବା ସମୟରେ ମଧ୍ୟ ଗ୍ରାହକଙ୍କ ଠାରୁ କୌଣସି ପ୍ରକାର ଶୁଳ୍କ ନିଆଯାଏନାହିଁ।
  • ଗ୍ରାହକଙ୍କୁ ଏହା ଜାଣିବା ଜରୁରୀ ଯେ ଏହି ସୁବିଧାର ଫାଇଦା ଉଠାଇବାକୁ ହେଲେ ଆପଣଙ୍କ ପାଖରେ ଏସବିଆଇ ବ୍ୟାଙ୍କର କୌଣସି ଅନ୍ୟ ଖାତା ରହିବ ଅନୁଚିତ। ଏହାବ୍ୟତୀତ ଗ୍ରାହକଙ୍କୁ ପ୍ରତି ମାସ ଚାରି ଥର ଟଙ୍କା ଉଠାଇବାର ସୁବିଧା ରହିଛି।

ଖାତା ଖୋଲିବାର ମୁଖ୍ୟ ସର୍ତ୍ତ

ଏହି ଖାତାକୁ ଖୋଲିବାକୁ ହେଲେ ସବୁଠାରୁ ବଡ ସର୍ତ୍ତ ହେଉଛି ଗ୍ରାହକଙ୍କ ପାଖରେ କୌଣସି ଅନ୍ୟ ସଞ୍ଚୟ ଖାତା ରହିବ ଅନୁଚିତ। ଯଦି କୌଣସି ସେଭିଂ କିମ୍ବା ବେସିକ ସେଭିଂ ଆକାଉଣ୍ଟ ରହିଥାଏ ତେବେ ଗ୍ରାହକଙ୍କୁ ତାହାକୁ ୪ ସପ୍ତାହ ଭିତରେ ବନ୍ଦ କରିବାକୁ ହେବ।

Pritiparna

Recent Posts

ଥାନାରେ ମାଳ ଅଦଳ ବଦଳ କରି ସିନ୍ଦୁର ପିନ୍ଧିଲେ ଯୁବତୀ, ପ୍ରେମିକ ହାତରେ କାଟିଲେ କେକ୍‌

ଲମତାପୁଟ : କେକରେ ଲେଖା ହୋଇଛି ରବି ଆଣ୍ଡ୍‌ ମଞ୍ଜୁ । ଆଉ ପାଖରେ ଫୁଲ ମାଳ ପିନ୍ଧି ଛିଡା…

12 mins ago

ଜଣକ ପରେ ଜଣକୁ ନିଜ କବ୍ଜାକୁ ନେଉଛି ଡିପଥେରିଆ, ଏବେ ଚିନ୍ତାରେ ସ୍ୱାସ୍ଥ୍ୟ ବିଭାଗ

ଲକ୍ଷ୍ମୀପୁର : ଏବେ ମୃତ୍ୟୁର ତାଣ୍ଡବ ଖେଳି ଚାଲିଛି ଡିଫଥେରିଆ । ଏହି ରୋଗ ଜଣକ ପରେ ଜଣକୁ ନିଜ…

16 mins ago

ବ୍ରିଜ ଉପରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଦକ୍ଷିଣ ପୂର୍ବ ରେଳପଥର ନୂଆଗାଁ ରୋଡ଼ ରେଳଷ୍ଟେସନ ମଧ୍ୟ ସ୍ଥଳ…

19 mins ago

ରଥଯାତ୍ରାରେ ଭକ୍ତଙ୍କୁ ଖାଦ୍ୟ ଯୋଗାଇବା ପାଇଁ ପ୍ରସ୍ତୁତ ଦୁଇ ଭଉଣୀ

କଟକ(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ସବୁଠି ଶଂଙ୍ଖ ଘଣ୍ଟ ହୁଳୁହୁଳି ଶଦ୍ଦରେ ପୂରି ଉଠୁଛି ପୂରା ପରିବେଶ…

25 mins ago

ବିବାହ ବନ୍ଧନରେ ବାନ୍ଧି ହେଲେ ସୋନାକ୍ଷୀ ଓ ଜାହିର, ଟ୍ରୋଲ କରୁଥିବା ଟ୍ରୋଲ୍‌ରଙ୍କୁ କଡ଼ା ଜବାବ ଦେଲେ ଶତ୍ରୁଘ୍ନ ସିହ୍ନା

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୁନ୍ ୨୩ ରେ ଜହିର ଇକବାଲଙ୍କ…

37 mins ago

ହାଇଦ୍ରାବାଦ ରେଷ୍ଟୁରାଣ୍ଟର ଚିକେନ୍‌ ବିରିୟାନୀରୁ ବାହାରିଲା ପୋକ, ସୋସିଆଲ ମିଡିଆରେ ଫଟୋ ସେୟାର କଲେ ଗ୍ରାହକ

ଗତ କିଛି ଦିନ ହେବ ଲଗାତାର ଭାବେ ଖାଦ୍ୟରୁ ମୂଷା, ଅସରପା, ବେଙ୍ଗ, ବ୍ଲେଡ୍‌ ଆଦି ବାହାରିବା ନେଇ ସୋସିଆଲ…

43 mins ago