ପୂଜା ପୁର୍ବରୁ SBI ଦେଲା ଜୋରଦାର ଝଟକା, ଏଟିଏମରୁ ଟଙ୍କା ଉଠାଣ ଉପରେ ଲାଗିଲା ପ୍ରତିବନ୍ଧକ

ପୂଜା ପୂର୍ବରୁ ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଲା ଏସବିଆଇ । ଟଙ୍କା ଉଠାଣ ଉପରେ ଲାଗିଲା ପ୍ରତିବନ୍ଧକ  । ଏଣିକି ଗୋଟିଏ ଦିନରେ ମାତ୍ର ୨୦ହଜାର ଟଙ୍କା ଉଠାଇ ପାରିବେ ଗ୍ରାହକ । ଏହି ନୂଆ ନିୟମ ୩୧ ଅକ୍ଟୋବରରୁ ଲାଗୁ ହେବ । ତେବେ ବର୍ତ୍ତମାନ ଗୋଟିଏ ଦିନରେ ଏଟିଏମରୁ ୪୦ହଜାର ଟଙ୍କା ଉଠାଇପାରୁଛନ୍ତି ଗ୍ରାହକ । କିନ୍ତୁ ୩୧ ଅକ୍ଟୋବରଠୁ ଏହା ୨୦ ହଜାର ହୋଇଯିବ ।

ଏହା ସହ ପଢନ୍ତୁ SBI ନେଲା ବଡ଼ ନିଷ୍ପତ୍ତି : ଏଣିକି ଆକାଉଂଟରେ କରିପାରିବେ ନାହିଁ ଟଙ୍କା ଡିପୋଜିଟ୍

ଡିଜିଟାଲ୍ ଟ୍ରାଞ୍ଜାକ୍ସନକୁ ବଢାଇବା ପାଇଁ ଟଙ୍କା ଉଠାଇବା ପରିମାଣ କମ୍ କରିବା ନିଷ୍ପତ୍ତି ନେଇଛି ଏସବିଆଇ । ଏହା ସହ ଏଟିଏମ୍ ଟ୍ରାଞ୍ଜାକକ୍ସନ୍ ସମୟରେ ହେଉଥିବା ଠକେଇକୁ ଆଖି ନିଜ ଶାଖା ଗୁଡିକୁ ଏହି ନିର୍ଦ୍ଦେଶ ଦେଇଛି ଏସବିଆଇ । ତେବେ ଯେଉଁମାନେ ଅଧିକ ଟଙ୍କା ଉଠାଇବାକୁ ଚାହିଁବେ ସେମାନେ ଉଚ୍ଚ ଭାରିଏଣ୍ଟ୍ ବାଲା କାର୍ଡ ବ୍ୟବହାର କରିପାରିବେ । ଏହି କାର୍ଡ ସେହିମାନଙ୍କୁ ଦିଆଯାଏ ଯେଉଁମାନେ ନିଜ ବ୍ୟାଙ୍କ୍ ଖାତାରେ ମିନିମମ୍ ବାଲାନ୍ସ ଠାରୁ ଅଧିକ ଟଙ୍କା ରଖିଥାନ୍ତି ।

KNews Bureau

Recent Posts

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

8 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

10 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

16 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

25 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

25 mins ago

ସୁନ୍ଦରଗଡ଼ ଜିଲ୍ଲା କୁଢେଇକଳା ବିଟର ବନଲତା ଗାଁରୁ ବଜ୍ରକାପ୍ତା ଉଦ୍ଧାର

ସୁନ୍ଦରଗଡ଼ : ବଜ୍ରକାପ୍ତା ଉଦ୍ଧାର । ସୁନ୍ଦରଗଡ଼ ଜିଲ୍ଲା କୁଳିପୋଷ ରେଞ୍ଜର କୁଢେଇକଳା ବିଟର ବନଲତା ଗାଁରୁ ଉଦ୍ଧାର କରାଯାଇଛି…

43 mins ago