Categories: ସ୍ପେଶାଲ

ସୁକାନ୍ତଙ୍କ ଡବଲ ହ୍ଵିପ୍ ଡ୍ରେସର ସ୍ୱତନ୍ତ୍ର ଚାହିଦା, ସମ୍ବଲପୁରୀ ପୋଷାକର ନୂଆ ଡିଜାଇନ୍ ପାଇଁ ପରିଚୟ ପାଇଛି ମହଲାକଟା ଗାଁ

ବରଗଡ(କେନ୍ଯୁଜ୍) : ସମ୍ବଲପୁର ବସ୍ତ୍ରର ମାନ୍ୟତା ସାରା ବିଶ୍ୱରେ ରହିଛି । ନିଜସ୍ୱ ଡିଜାଇନ୍‌ ଓ ରଙ୍ଗ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି । ବସ୍ତ୍ରର ଉଭୟ ପାର୍ଶ୍ୱରେ ଭିନ୍ନ ଡିଜାଇନ୍‌ ତିଆରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି, ବରଗଡ ଜିଲ୍ଲା ମହଲାକଟା ଗାଁର ସୁକାନ୍ତ ମେହେର ।

‘ଡବଲ୍‌ ହ୍ଵିପ୍‌’ ବସ୍ତ୍ର ପାଇଁ ଫେମସ୍‌ ବରଗଡ଼ ଜିଲ୍ଲା ଭେଡେନ ବ୍ଳକ୍‌ ମହଲାକଟା ଗାଁ । ଆଉ ଗାଁକୁ ପରିଚିତ କରାଇବାର ଶ୍ରେୟ ଯାଏ ସୁକାନ୍ତ ମେହେରଙ୍କୁ । ଡବଲ ହ୍ଵିପ୍‌ ବସ୍ତ୍ର ତିଆରି କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ସୁକାନ୍ତ । ବସ୍ତ୍ରର ଉଭୟ ପାର୍ଶ୍ୱକୁ ଭିନ୍ନ ଡିଜାଇନ୍‌ ଓ ଭିନ୍ନ ରଙ୍ଗରେ ପ୍ରସ୍ତୁତ କରୁଛନ୍ତି ।

ଖାଲି ଶାଢ଼ୀ ନୁହେଁ, ସ୍କାର୍ଫ, ଓଢଣୀ, ଡୋରସ୍କ୍ରିନ ଆଦି ମଧ୍ୟ ପ୍ରସ୍ତୁତ କରୁଛନ୍ତି । ଆଉ ଏଥିରେ ତାଙ୍କ ସାଥ୍‌ ଦିଅନ୍ତି ତାଙ୍କ ପରିବାର ଲୋକେ ।  ନିଜ କଳା ପାଇଁ ସୁକାନ୍ତ ବାନ୍ଧକଳାରେ ରାଜ୍ୟ ହସ୍ତତନ୍ତ ପୁରସ୍କାର ପାଇଛନ୍ତି । ଏହାସହ ତାଙ୍କ ପରିବାରର ଅନ୍ୟ ୪ଜଣ ମଧ୍ୟ ପୁରସ୍କୃତ ହୋଇଛନ୍ତି । ଏହି କଳାକୁ ଆଗକୁ ନେବା ପାଇଁ ଅନେକ ମହିଳାଙ୍କୁ ତାଲିମ୍‌ ଦେଉଛନ୍ତି ସୁକାନ୍ତ । ଯାହାକୁ ନେଇ ସାରା ଗାଁ ତାଙ୍କ ପାଇଁ ଆଜି ଗର୍ବିତ ।

 

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

5 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

9 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

9 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

9 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

10 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

10 hours ago