ଡିଟିଏଚ୍ କମ୍ପାନୀ ଟାଟା ସ୍କାଇ (Tata Sky) ଗ୍ରାହକଙ୍କୁ ଲାଭ ପହଞ୍ଚାଇବା ପାଇଁ ଖାସ୍ ଅଫର୍ ଜାରି କରିଛି। ଏହି ଶାନଦାର୍ ଅଫର୍ ଜରିଆରେ ଗ୍ରାହକଙ୍କୁ କିଛି ବଛା ବଛା ଚ୍ୟାନେଲ ସହ ମେଟ୍ରୋ ଚ୍ୟାନେଲ ପ୍ୟାକ୍ ପାଇଁ ପୂର୍ବ ତୁଳନାରେ ଏବେ କମ ଟଙ୍କା ଦେବାକୁ ପଡିବ। ଟଙ୍କା କମ ହେବାର କାରଣ ହେଉଛି ଜି, ସୋନୀ ଏବଂ ଷ୍ଟାର ଭଳି କମ୍ପାନୀ ୨୬ଟି ଚ୍ୟାନେଲର ମୂଲ୍ୟ କମ ହୋଇଛି। ଏହା ପୂର୍ବରୁ ଟାଟା ସ୍କାଇ ଦୀପାବଳି ସମୟରେ ମଧ୍ୟ ଚ୍ୟାନେଲ ମୂଲ୍ୟରେ କମ କରିଥିଲା। ତେବେ ବର୍ତ୍ତମାନ ଜାଣନ୍ତୁ ଟାଟା ସ୍କାଇର ଏହି ଶାନଦାର ଅଫର୍ ସହ କେଉଁ ଚ୍ୟାନେଲର ମୂଲ୍ୟ ହ୍ରାସ ପାଇଛି।
ରିପୋର୍ଟ ଅନୁଯାୟୀ କିଛି ଦିନ ପୂର୍ବରୁ ଟାଟା ସ୍କାଇ ରିଲାଏନ୍ସ ଜିଓ, ଏୟାରଟେଲ ଏବଂ ଡିସ୍ ଟିଭିକୁ ଟକ୍କର ଦେବା ପାଇଁ ଆଣ୍ଡ୍ରୋଏଡ୍ ଟିଭି ସପୋର୍ଟ କରୁଥିବା ସେଟ ଟପ୍ ବକ୍ସ ବଜାରକୁ ଆସିଥିଲା। ଏଥିସହ କମ୍ପାନୀ ଗ୍ରାହକଙ୍କୁ ଏହି ସେଟ୍ ଟପ ବକ୍ସରେ ଓଟିପି ଆପ୍ସର ଏକ୍ସେସ ଦେଇଥିଲା। କିନ୍ତୁ ଓଟିପି ଆପ୍ସ ବ୍ୟବହାର କରିବା ପାଇଁ ଇଣ୍ଟରନେଟ୍ କନେକ୍ସନ ଅନିବାର୍ଯ୍ୟ।
ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…
ଭୁବନେଶ୍ବର(କେନ୍ୟୁଜ୍): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…
ଭୁବନେଶ୍ବର(କେନ୍ୟୁଜ୍): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…
ମୟୂରଭଞ୍ଜ (କେନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…
ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…
ଭୁବନେଶ୍ୱର(କେନ୍ୟୁଜ୍): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…