ଏଠାରେ ସାତ ପଇସାରେ ମିଳୁଛି ପେଟ୍ରୋଲ୍‌, ଭରପୂର ଲାଭ ଉଠାଉଛନ୍ତି ଲୋକେ

ଦେଶରେ ପେଟ୍ରୋଲ ଡିଜେଲ୍‌ ଦର ଆକାଶ ଛୁଆଁ । ଏହି ମହଙ୍ଗା ସମୟରେ ଲୋକେ ନିଜ ଗାଡିରେ ବାହାରକୁ ଯିବା ଆସିବାକୁ ଧିରେ ଧିରେ କମାଇ ଦେଲେଣି । କିନ୍ତୁ ଆଜି ଆମେ ଆପଣଙ୍କୁ ଦୁନିଆର ଏମିତି ଏକ ସ୍ଥାନ ବିଷୟରେ କହିବୁ ଯେଉଁଠାରେ ଆପଣଙ୍କୁ ଏକ ଲିଟର ପେଟ୍ରୋଲ ଏକ ପଇସାରୁ ବି କମ୍‌ ମୂଲ୍ୟରେ ମିଳିଯିବ ।

ଭାରତରେ ଯେଉଁଠାରେ ପେଟ୍ରୋଲ ଏବଂ ଡିଜେଲ୍‌ ଦର କମ୍‌ ହେବାର ନା ନେଉନାହିଁ, ଏଭଳି ସ୍ଥିତରେ ଦୁନିଆର ଏମିତି ଦେଶ ଯେଉଁଠାରେ ଆପଣଙ୍କୁ ସାତ ପଇସାରେ ଏକ ଲିଟର ପେଟ୍ରୋଲ ମିଳିଯିବ। ଆଜି ଆମେ ଆପଣଙ୍କୁ ସେହି ଦେଶ ବିଷୟରେ କହିବୁ ଯେଉଁଠାରେ ଶସ୍ତାରେ ପେଟ୍ରୋଲ ମିଳୁଛି ।

ବେନେଜୁଏଲାରେ ମିଳୁଛି ସବୁଠାରୁ ଶସ୍ତା ପେଟ୍ରୋଲ:

ବେନେଜୁଏଲା ଦକ୍ଷିଣ ଆମେରିକା ମହାଦ୍ୱୀପରେ ଅବସ୍ଥିତ ଏକ ଦେଶ । ଯାହାର ରାଜଧାନୀ କାରାକାସ । ବେନେଜୁଏଲାରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ମାତ୍ର ସାତ ପଇସା । ଏହା ଶତ ପ୍ରତିଶତ ସତ କଥା । ଏଠାରେ ଏକ ପଇସାରୁ କମ୍‌ ମୂଲ୍ୟରେ ବି ପେଟ୍ରୋଲ ମିଳୁଛି ।

ଇରାନରେ ୧୦ଟଙ୍କାରୁ କମ୍‌ ଦରରେ ମିଳୁଛି ଏକ ଲିଟର ପେଟ୍ରୋଲ:

ଇରାନ୍‌ ଏସିୟାର ଦକ୍ଷିଣ-ପଶ୍ଚିମ ଖଣ୍ଡରେ ଅବସ୍ଥିତ ଦେଶ । ଇରାନରେ ପେଟ୍ରୋଲ ମୂଲ୍ୟ ୮.୫୫ପଇସା ପ୍ରତି ଲିଟର । ସୂଚନା ଥାକି ଇରାନରେ କଞ୍ଚା ତେଲର ଉତ୍ପାଦନ ହୋଇଥାଏ । ଇରାନ ସମେତ ବିଭିନ୍ନ ଦେଶରେ କଞ୍ଚା ତେଲ ଉତ୍ପାଦନ ହୋଇଥାଏ ।

ସୁଡାନରେ ମଧ୍ୟ ବହୁତ ଶସ୍ତା ପେଟ୍ରୋଲ:

ଦୁନିଆର ସବୁଠାରୁ ଶସ୍ତା ପେଟ୍ରୋଲ ସୁଡାନରେ ହିଁ ମିଳିଥାଏ । ସୁଡାନ୍‌ ଉତ୍ତର-ପୂର୍ବ ଆଫ୍ରିକାରେ ଅବସ୍ଥିତ ଏକ ଭୂ-ପରିବେଷ୍ଟିତ ଦେଶ ଅଟେ । ସୁଡାନର ଲୋକେ ଏକ ଲିଟର ପେଟ୍ରୋଲକୁ ୧୨.୧୧ପଇସା ଦେଇଥାନ୍ତି ।

ଆଲଜେରିୟାରେ ବି ମିଳେ ଶସ୍ତାରେ ପେଟ୍ରୋଲ୍‌:

ସବୁଠାରୁ ଶସ୍ତା ପେଟ୍ରୋଲ ମାମଲାରେ ଚତୁର୍ଥ ସ୍ଥାନରେ ଆଲଜେରିୟାର ନାଁ ଆସିଥାଏ । ଆଲଜେରିୟାରେ ମଧ୍ୟ ସୁଡାନ୍‌ ଭଳି ଏକ ଲିଟର ପେଟ୍ରୋଲ ଦର ୧୨.୧୧ ପଇସାରେ ମିଳୁଛି ।

କୁଏତରେ ମଧ୍ୟ ପେଟ୍ରୋଲ ଦର ବହୁତ କମ୍‌:

କୁଏତରେ ଏକ ଲିଟର ପେଟ୍ରୋଲର ମୂଲ୍ୟ ୧୨.୧୧ ପଇସାରେ ବିକ୍ରି ହେଉଛି । କୁଏକରେ ମଧ୍ୟ କଞ୍ଚା ତେଲ ଉତ୍ପାଦନ କରାଯାଇଥାଏ। ଏଥିପାଇଁ କୁଏତରୁ ବହୁ ଦେଶ କଞ୍ଚା ତେଲ କିଣିଥାନ୍ତି ।

Sonalisa

Recent Posts

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

21 mins ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

28 mins ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

43 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

55 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

1 hour ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

2 hours ago