ଯଦି ଆପଣଙ୍କ ପାଖରେ ଅଛି ବିଜନେସ୍ ଆଇଡିଆ,ତେବେ Whatsapp ଦେବ ୧.୮ କୋଟି ଟଙ୍କା

ହ୍ବାଟସୱାପ୍ ଭାରତରେ ଛୋଟ ବ୍ୟବସାୟକୁ ପ୍ରତ୍ସୋହିତ କରିବା ପାଇଁ ସ୍ଟାର୍ଟଅପ୍ ଇଣ୍ଡିଆ ଗ୍ରାଣ୍ଡ ଚ୍ୟାଲେଞ୍ଜର ଘୋଷଣା କରିଛି। ଏହି ଚ୍ୟାଲେଞ୍ଜ ପାଇଁ ଭାରତର ଟପ୍ ୫ ସ୍ଟାର୍ଟଅପକୁ କମ୍ପାନୀ ୨୫୦.୦୦୦ ଡଲାର (୧.୮ କୋଟି) ଟଙ୍କା ଦେବ। କମ୍ପାନୀ ଏକ ବୟାନରେ ଏହାର ସୂଚନା ଦେଇଛନ୍ତି।

ଏହା ସହ ପଢ଼ନ୍ତୁ : ରୋଜଗାରର ସହଜ ଉପାୟ : ଆପ୍ ଜରିଆରେ ଘରେ ବସି କମାନ୍ତୁ ଟଙ୍କା

କମ୍ପାନୀ ନିଜର ପ୍ରତିକ୍ରୀୟା ରଖି କହିଛି, ‘ନିଜର ବୁଦ୍ଧି ଏବଂ ବ୍ୟବସାୟରେ ସାମାଜିକ ଏବଂ ଆର୍ଥିକ ସ୍ତରରେ ପ୍ରତିଦିନର ସମସ୍ୟାକୁ ଦୂର କରିବା ପାଇଁ ଷ୍ଟାର୍ଟକୁ ଏହି ଚ୍ୟାଲେଞ୍ଜ ପାଇଁ ଆମନ୍ତ୍ରିତ କରାଯାଇଛି। ଏହି ଚ୍ୟାଲେଞ୍ଜରେ ମାର୍ଚ୍ଚ ୧୦ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ।’ ଜଣାଇବାକୁ ଚାହିଁବୁ ଯେ ପୂରା ଦୁନିଆରେ ହ୍ବାଟ୍ସଅପ୍ ୟୁଜର୍ସଙ୍କ ସଂଖ୍ୟା ୧.୩ ଆରବ ଅଟେ।

ଯେଉଁଥିରେ ୨୦ କୋଟି ୟୁଜର୍ସ କେବଳ ଭାରତୀୟ ଅଟନ୍ତି। ଏଥିପାଇଁ କମ୍ପାନୀ ଭାରତରେ ନିଜର ବ୍ୟବସାୟକୁ ବଢ଼ାଇବାକୁ ପାଇଁ ନିଷ୍ପତ୍ତି ନେଇଛନ୍ତି। ଭାରତରେ ହ୍ବାଟ୍ସଅପର ଲୋକପ୍ରିୟତା ଏହି କଥାରେ ଅନୁମାନ କରାଯାଇପାରିବ ଯେ ଗୋଟିଏ ବର୍ଷରୁ କମ ସମୟ ମଧ୍ୟରେ ହ୍ବାଟ୍ସଅପ ବିଜନେସ୍ ଆପକୁ ୫୦ ଲକ୍ଷରୁ ବି ଅଧିକ ଥର ଡାଉନଲୋଡ କରାଯାଇସାରିଛି।

ସେହିଭଳି ଭାରତରେ ୮୪ ପ୍ରତିଶତ ଛୋଟ ଏବଂ ମଧ୍ୟମ ଧରଣର ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କ ଧାରଣା ଯେ ହ୍ବାଟ୍ସଅପ୍ ବ୍ୟବସାୟକୁ ଆଗକୁ ବଢ଼ାଇବାରେ ସେମାନଙ୍କୁ ସାହାଯ୍ୟ କରିବ। ଯଦି ଆପଣ ହ୍ବାଟ୍ସଅପ୍ ଇଣ୍ଡିଆ ଚ୍ୟାଲେଞ୍ଜରେ ଭାଗ ନେବାକୁ ଚାହୁଁଛନ୍ତି ତେବେ ଆପଣ ଏହି ଲିଙ୍କ୍ ଉପରେ କ୍ଲିକ ଉପରେ କ୍ଳିକ୍ କରି ରେଜିଷ୍ଟ୍ରେସନ କରିପାରିବେ।

Pritiparna

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

13 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

46 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

48 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

54 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago