ଖୁବ ଶୀଘ୍ର ଆସିବ ହାଇଡ୍ରୋଜେନ ଇନ୍ଧନରେ ଉଡୁଥିବା ବିଶ୍ବର ପ୍ରଥମ ଏୟାର କ୍ରାଫ୍ଟ, ଜାଣନ୍ତୁ ଏହାର ବିଶେଷତ୍ବ

ଆମେରିକା : ଟେକ୍ନୋଲଜି ଫାର୍ମ ଆଲକା ଆଇ ଟେକ୍ନୋଲଜି ହାଇଡ୍ରୋଜେନ ଇନ୍ଧନରେ ଚାଲୁଥିବା ମଲଟି ରୋଟର ଏୟାର କ୍ରାଫ୍ଟର ମଡେଲ ପ୍ରଦର୍ଶନ କରିଛି । ଯେଉଁଥିରେ ଏକାସାଙ୍ଗରେ ୫ ଲୋକ ବସି ପାରିବେ । କମ୍ପାନୀ ଏହାକୁ ଆମେରିକାର ଲସ ଏଞ୍ଜଲସ ସହରରେ ଥିବା ନ୍ୟୁବେରି ପାର୍କରେ ବିଏମ ଡବ୍ଲୁୟ ଗ୍ରୁପର ଡିଜାଇନ ୱାର୍କ ଷ୍ଟୁଡିଓରେ ପ୍ରଦର୍ଶିତ କରିଛି । କମ୍ପାନୀ ଦାବି କରିଛି ଯେ,ଏହା ଜିରୋ ଇମିସିୟନରେ ତିଆରି କରାଯାଇଥିବା ବ୍ୟକ୍ତିଗତ ଉଡାଯାହାଜ ଅଟେ । ଏହି ବିମାନ ସେହି ସବୁ କ୍ଷେତ୍ର ପାଇଁ ବିଶେଷ ଫାଇଦା ହୋଇଥାଏ ଯେଉଁଠାରେ କୁହୁଡି ଲାଗି ଯାତାୟତ ଠପ ହୋଇଯାଇଥାଏ । କମ୍ପାନୀ ଏହାକୁ ଦୂନିଆର ପ୍ରଥମ ହାଇଡ୍ରୋଜେନ ସେଲ ଫୁଏଲ ସେଲ ବିମାନ ବୋଲି କହିଛି ଓ ୨୦୨୧ ସୁଦ୍ଧା ଏହାର ପ୍ରଥମ ମଡେଲ ବିକ୍ରୟ ପାଇଁ ଆସିବ ବୋଲି କମ୍ପାନୀ ତରଫରୁ ସୂଚନା ମିଳିଛି । 

Sasmita

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

3 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

4 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

45 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

59 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago