ରାଜ୍ୟ

ସ୍କୁଲ ପରେ ଅଙ୍ଗନବାଡ଼ି ନେଉଛି ନୂଆ ରୂପ, ପିଲା ଓ ଅଭିଭାବକ ସମସ୍ତେ ଖୁସ୍‌

କରୋନା ମହାମାରୀର ପ୍ରକୋପ କମିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ସୋମବାରଠାରୁ ଖୋଲିଛି। ଦୀର୍ଘ ଦିନ ପରେ ପୁଣି ଅଙ୍ଗନବାଡ଼ି କେନ୍ଦ୍ରକୁ ସାନ ସାନ…

2 years ago

ଦିନ ଦ୍ବିପହରରେ ଦୁଇ ଭାଲୁ ଛୁଆଙ୍କୁ ପିଠିରେ ବସାଇ ବୁଲୁଛି ମା’ ଭାଲୁ !

ନବରଙ୍ଗପୁର (କେନ୍ୟୁଜ): ଦିନ ଦ୍ବୀପହରରେ ଦୁଇ ଭାଲୁ ଛୁଆଙ୍କୁ ପିଠିରେ ବସାଇ ରାସ୍ତା କଡରେ ବୁଲୁଛି ମା’ ଭାଲୁ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଳକର ସିନ୍ଧିଗୁଡା…

2 years ago

ଜଳୁଛି ଦୁର୍ଗାପୁର ପାହାଡ଼; ପାଉଁଶ ଏବଂ ଧୂଆଁରେ ଆଚ୍ଛାଦିତ ରାଉରକେଲା ସହର

ରାଉରକେଲା (କେନ୍ୟୁଜ): ଜଳୁଛି ଦୁର୍ଗାପୁର ପାହାଡ଼। ଯାହାକୁ ନେଇ ପାଉଁଶ ଏବଂ ଧୂଆଁରେ ଆଚ୍ଛାଦିତ ରାଉରକେଲା ସହର । ଘରଦ୍ୱାର ଯୁଆଡେ ଦେଖିବ ଖାଲି ଧୂଆଁ ଓ…

2 years ago

ଭିଜିଲାନ୍ସ ଜାଲରେ ସହକାରୀ ନିର୍ବାହୀ ଯନ୍ତ୍ରୀ: ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ

ତାଳଚେର (କେନ୍ୟୁଜ): ୫୦ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡିଲେ ସହକାରୀ ନିର୍ବାହୀ ଯନ୍ତ୍ରୀ । ତାଳଚେର RWSS ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ସାହୁ…

2 years ago

କାଲିଠୁ ବଢିବ ତାପମାତ୍ରା: ପାଣିପାଗ ବିଭାଗ ପକ୍ଷରୁ ୫ଟି ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): କାଲିଠୁ ବଢିବ ପାରଦ । ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ଅନୁଭୂତ ହେବ ଅସହ୍ୟ ଗ୍ରୀଷ୍ମଲହରୀ । ୨ ରୁ ୩ ଡିଗ୍ରୀ ଯାଏ…

2 years ago

ଚୈତ୍ର ମାସର ଦ୍ୱିତୀୟ ମଙ୍ଗଳବାରରେ ମା ମଙ୍ଗଳାଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ମାନସିକ ପୂର୍ଣ୍ଣ ପାଇଁ ଆସିଛନ୍ତି ଅନେକ ଭକ୍ତ

କାକଟପୁରର ଅଧିଷ୍ଠାତ୍ରୀ ଦେବୀ ହେଉଛନ୍ତି ମା' ମଙ୍ଗଳା | ସବୁ ପର୍ବ ମାନଙ୍କ ମଧ୍ୟରୁ ଚୈତ୍ର ମାସର ଝାମୁଜାତ୍ରା ହେଉଛି ମା' ମଙ୍ଗଳାଙ୍କ ପ୍ରସିଦ୍ଧ ଯାତ୍ରା |…

2 years ago

ଗ୍ରାମାଞ୍ଚଳରେ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ଲକ୍ଷ୍ୟ : ୨୦୨୪ ସୁଦ୍ଧା ସବୁ ଘରକୁ ପାଣି

ଭୁବନେଶ୍ୱର (କେନ୍ୟୁଜ): ୨୦୨୪ ସୁଦ୍ଧା ରାଜ୍ୟର ଗ୍ରାମାଞ୍ଚଳରେ ସବୁ ଘରକୁ ପାଇପ ଯୋଗେ ପାଣି ଯୋଗାଇ ଦେବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ଚଳିତ ବର୍ଷ…

2 years ago

ଗରିବ କାହ୍ନଙ୍କୁ ଡାକ୍ତରୀ ପଢ଼ିବା ପାଇଁ ସହାୟତା କଲେ ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ୍‌) : ଏଣିକି ଆଉ କାହ୍ନଙ୍କୁ ଡାକ୍ତରୀ ପଢ଼ିବା ପାଇଁ ଆର୍ଥିକ ଚିନ୍ତା କରିବାକୁ ପଡ଼ିବ ନାହିଁ। କାରଣଡାକ୍ତରୀ ପଢିବା ପାଇଁ କାହ୍ନଙ୍କୁ ସହାୟତାର ହାତ…

2 years ago

ଆସିଲା ୨୦୨୧-୨୨ ଅର୍ଥନୈତିକ ସର୍ଭେ ରିପୋର୍ଟ ; ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି, ମୋଟ ଘରୋଇ ଉତ୍ପାଦ ୧୦.୧% ରହିବା ଅନୁମାନ

ଭୁବନେଶ୍ୱର (କେନ୍ୟୁଜ): ଚଳିତ ଆର୍ଥିକ ବର୍ଷରେ ରାଜ୍ୟରେ ଦ୍ରୁତ ଅଭିବୃଦ୍ଧି। ୨୦୨୧-୨୨ ଆର୍ଥିକ ବର୍ଷରେ ରାଜ୍ୟ ମୋଟ ଘରୋଇ ଉତ୍ପାଦ ୧୦.୧ ପ୍ରତିଶତ ରହିବା ନେଇ ଅର୍ଥନୈତିକ…

2 years ago

ନାବାଳିକା ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ: ୨୦ ବର୍ଷ ଜେଲ ଦଣ୍ଡ ସହ ୫ ଲକ୍ଷ ଟଙ୍କା ଜୋରିମାନା

କଟକ (କେନ୍ୟୁଜ): କଟକ ସହରରେ ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ ଜେଲଦଣ୍ଡ ରେ ଦଣ୍ଡିତ କରିଛନ୍ତି କଟକ ପୋକ୍ସ…

2 years ago