Below header
Browsing Category

ରାଜ୍ୟ

ହଜାରେ ତଳକୁ ଖସିଲା ସଂକ୍ରମଣ: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୬୮ ପଜିଟିଭ୍‌ ଚିହ୍ନଟ, ୬୬ମୃତ

ଭୁବନେଶ୍ବର(କେନ୍ଯୁଜ୍): ୧ ହଜାର ତଳକୁ ଖସିଲା ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟାରେ ୮ଶହ ୬୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୧.୩୯ ପ୍ରତିଶତ। ଯାହାକି ଗତକାଲି ଥିଲା ୧.୫୩ ପ୍ରତିଶତ । ୨୪ ଘଣ୍ଟାରେ ୬୨ ହଜାର…

ଡାକ୍ତର ହେବ ତ ଏମିତି: ଯିଏ ଗରିବ ଲୋକଙ୍କ ପାଇଁ ପଦ୍ମପୁର ସହରରେ ଆରମ୍ଭ କଲେ ଏକ ଟଙ୍କିଆ କ୍ଳିନିକ୍

ପଦ୍ମପୁର(କେନ୍ଯୁଜ୍): ଟଙ୍କାଟିଏରେ ରୋଗୀ ଚିକିତ୍ସା । ବର୍ତ୍ତମାନର ମହଙ୍ଗା ଯୁଗରେ ରୋଗୀଙ୍କ ସେବା ପ୍ରତି ଡାକ୍ତରଙ୍କ ଉଦ୍ୟମ ବେସ୍‌ ପ୍ରଂଶାସ ସାଉଁଟିଛି । ପଦ୍ମପୁର ଉପଖଣ୍ଡ ଭଳି ଉପାନ୍ତ ଅଞ୍ଚଳର ଲୋକେ ଚିକିତ୍ସା ପାଇଁ ବୁର୍ଲା, କଟକ ଯାଇ ବହୁ ଖର୍ଚ୍ଚାନ୍ତ ହେଉଛନ୍ତି । ଏହାକୁ ଦେଖି…

ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ଆଜିଠୁ ଆରମ୍ଭ କ୍ଲାସ ରୁମ୍‌ ପାଠପଢା

ଭୁବନେଶ୍ବର(କେନ୍ଯୁଜ୍): ଉଚ୍ଚଶିକ୍ଷା ଅଧିନରେ ଥିବା ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ଆଜିଠୁ ଆରମ୍ଭ ହେଉଛି କ୍ଲାସ ରୁମ୍‌ ପାଠପଢା । ୟୁଜିର ଦ୍ଵିତୀୟ ବର୍ଷ ଓ ପିଜିର ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଆସିବେ । ଯୁକ୍ତ ୩ ଦ୍ଵିତୀୟ ବର୍ଷ ଏବଂ ପିଜି ପ୍ରଥମ ବର୍ଷ…

ଗଞ୍ଜାମ ଗସ୍ତର ଆଜି ଦ୍ୱିତୀୟ ଦିନରେ ସେରଗଡ଼ ବ୍ଲକର ବିଭିନ୍ନ ବିଦ୍ୟାଳୟ ବୁଲିଲେ 5T ସଚିବ

ଗଞ୍ଜାମ(କେନ୍ଯୁଜ୍): ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା 5T ସଚିବ ଭି.କେ ପାଣ୍ଡିଆନ୍‌ ଆଜି ଦ୍ୱିତୀୟ ଦିନରେ ସେରଗଡ଼ ବ୍ଲକର ବିଭିନ୍ନ ବିଦ୍ୟାଳୟ ବୁଲିଛନ୍ତି। ଲକ୍‌ଡାଉନ୍‌ ସମୟରେ କିଭଳି ସ୍ମାର୍ଟ କ୍ଲାସ ଚାଲିଛି ସେନେଇ ତଦାରଖ କରିଛନ୍ତି। ପ୍ରଥମ ଦିନରେ ହିଞ୍ଜିଳି ବ୍ଲକର ବିଭିନ୍ନ ସ୍କୁଲ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ୧୦୪୩ କରୋନା ଆକ୍ରାନ୍ତ, ଖୋର୍ଦ୍ଦା ଜିଲ୍ଲାରୁ ସର୍ବାଧିକ ୪୧୬

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ରାଜ୍ୟରେ କରୋନା ଭାଇରସ ସଂକ୍ରମଣରୁ ୧୦୪୩ ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଅଛନ୍ତି ୪୧୬ ଜଣ । ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ସଂଖ୍ୟା୯ ଲକ୍ଷ ୭୮ ହଜାର ୨୪୦ ରେ ପହଞ୍ଚିଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ…

କେନ୍ଦୁଝର : ରଶି ଲଗାଇ ଆତ୍ମହତ୍ୟା କଲେ ଯୁବ ସାମ୍ବାଦିକ

କେନ୍ଦୁଝର(କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଲା ଘଟଗାଁର ଯୁବ ସାମ୍ବାଦିକ ଦିଲ୍ଲୀପ ମିଶ୍ର ଆତ୍ମହତ୍ୟା କରିଥିବା ଜଣାଯାଇଛି । ଉପରଡିହା ସ୍ଥିତ ନିଜ ଘରେ ସେ ବିଳମ୍ବିତ ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ ନୋଟ ଜବତ କରିଛି । କିଛି ଦିନ ହେଲା ମାନସିକ…

ଗୋପାଳପୁର ସମୁଦ୍ରରେ ବୁଡ଼ିଯାଉଥିବା ଯୁବକଙ୍କୁ ଉଦ୍ଧାର କଲେ ହୋମ ଗାର୍ଡ

ଭୁବନେଶ୍ୱର (କେନ୍ୟୁଜ୍‌) :  ସ୍ୱାଧୀନତା ଦିବସରେ ସାହସିକତା ପାଇଁ ପୋଲିସ ମେଡାଲ ପ୍ରଦାନ କରାଯାଉଥିବା ବେଳେ ଜଣେ ହୋମଗାର୍ଡ଼ ଆଜି ନିଜର ସାହସିକତା ଦେଖାଇଛନ୍ତି । ଗୋପାଳପୁର ସମୁଦ୍ରରେ ବୁଡ଼ିଯାଉଥିବା ଜଣେ ଯୁବକଙ୍କୁ ଉଦ୍ଧାର କରିଛନ୍ତି ସେ । ଯୁବକ ଜଣକ ଗୋପାଳପୁର ସମୁଦ୍ରରେ ଗାଧୋଉଥିବା…

ବିଷମକଟକ ସଡ଼କ ଦୁର୍ଘଟଣାରେ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ପରିବାର ପାଇଁ ଘୋଷଣା କଲେ ଅନୁକମ୍ପା ରାଶି

ଭୁବନେଶ୍ୱର : ଗତ ୧୩ ତାରିଖରେ ରାୟଗଡ଼ା-ଭବାନୀପାଟଣା ରାଜ୍ୟ ରାଜପଥର ବିଷମକଟକ ବ୍ଲକ ଅନ୍ତର୍ଗତ ମଞ୍ଜୁରକୁପା ନିକଟରେ ଘଟିଥିବା ସଡ଼କ ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାର ପାଇଁ ୨-୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଘୋଷଣା…

୧୭ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ, ପୁଣି ଫେରିବ ମୌସୁମୀ

ଭୁବନେଶ୍ୱର(କେନ୍ୟୁଜ୍‌) :  ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସାଇକ୍ଲୋନିକ ସର୍କୁଲେସନ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଆସନ୍ତା ୧୭ ତାରିଖ ସୁଦ୍ଧା ଏହା ଏକ ଲଘୁଚାପରେ ରୁପାନ୍ତରିତ ହୋଇପାରେ ବୋଲି ଉଭୟ ଭାରତୀୟ ପାଣିପାଗ ବିଭାଗ ଓ ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍ ପୂର୍ବାନୁମାନ…

ଆସନ୍ତା ୨୪ ଘଣ୍ଟାରେ କାଳବୈଶାଖୀ ସମ୍ଭାବନା, ୧୯ ଜିଲ୍ଳାରେ ୟେଲୋ ଓ୍ଵାର୍ଣ୍ଣି ଜାରି

ଭୁବନେଶ୍ୱର(କେନ୍ୟୁଜ୍‌) :  ଆଗାମୀ ୨୪ ଘଣ୍ଟାରେ ରାଜ୍ୟର ୧୯ ଜିଲ୍ଳାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ନୟାଗଡ଼,ଗଞ୍ଜାମ, ଗଜପତି, କନ୍ଧମାଳ,ଢ଼େଙ୍କାନାଳ, ମୟୁରଭଞ୍ଜ,…

ସ୍ୱାଧୀନତା ଦିବସ ଅବସରରେ ପୋଲିସ ମେଡାଲ ପ୍ରଦାନ କଲେ ଡିଜି

ଭୁବନେଶ୍ୱର(କେନ୍ୟୁଜ୍‌) : ସ୍ୱାଧୀନତା ଦିବସ ଅବସରରେ ପୋଲିସ ମେଡାଲ ପ୍ରଦାନ କରାଯାଇଛି । ବିଭିନ୍ନ କ୍ଷେତ୍ରର ସାହସିକତା ପାଇଁ ଭୁବନେଶ୍ୱର ପୋଲିସ ଭବନ ଠାରେ ପୋଲିସ ଡିଜି ଅଭୟ ଏହି ପୁରସ୍କାର ପ୍ରଦାନ କରିଛନ୍ତି । ମୋଟ ୧୦୦ ଜଣଙ୍କୁ ଏହି ମେଡାଲ ପ୍ରଦାନ କରାଯାଇଛି । ୬୬ ଜଣଙ୍କୁ…

ବ୍ରହ୍ମପୁରରେ ଲୁଟେରାଙ୍କ ଆତଙ୍କରାଜ୍, ମାଡ଼ ମାରି ଯୁବକଙ୍କଠାରୁ ଲୁଟିଲେ ସୁନା ଚେନ,ମୋବାଇଲ ଓ ଟଙ୍କା 

ବ୍ରହ୍ମପୁର(କେନ୍ୟୁଜ୍): ଯୁବକଙ୍କୁ ଆକ୍ରମଣ କରି ଲୁଟିନେଲେ ଲୁଟେରା। ଘଟଣା ଘଟିଛି ବ୍ରହ୍ମପୁର ଉପକଣ୍ଠ ସଦର ଥାନା ଅନ୍ତର୍ଗତ ଲୋଡାପଡ଼ାସ୍ଥିତ ପାଣି ମହାପୁରୁ ନିକଟରେ।  ଗତ କାଲି ରାତିରେ ଏହି ଘଟଣା ଘଟିଛି।   ଲୁଟେରାଙ୍କ ଶୀକାର  ହୋଇଥିବା ଯୁବକଙ୍କ ନାମ  ବି. ସୁନିଲ କୁମାର ପାତ୍ର  । ଗତ…