Below header
Browsing Category

ରାଜ୍ୟ

ଭଦ୍ରକ: ବଜ୍ରାଘାତରେ ଜଣେ ମୃତ

ଭଦ୍ରକ (କେନ୍ୟୁଜ): ଆକାଶରୁ ଖସିଲା ମୃତ୍ୟୁ । ହଠାତ ମାଡି ଆସିଲା କଳା ହାଣ୍ଡିଆ ମେଘ । କିଛି ବୁଝିବା ଆଗରୁ ଅଚାନକ ମୃତ୍ୟୁର ମରୀଚିକା ସବୁକିଛି ସାରିଦେଇଥିଲା । ଗତକାଲି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କେନ୍ଦୁଆପଦା ବରୁଡ଼େଶ୍ୱର ଗ୍ରାମର ରାକେଶ ଦାସ ନାମକ ଜଣେ ଚାଷୀର ବଜ୍ରାଘାତରେ…

ଗିନିଜ୍ ବୁକ୍ ରେକର୍ଡ ନିଶା: ଆଙ୍ଗୁଠି ଉପରେ ୩ ଘଣ୍ଟା ୩୫ ମିନିଟ ହକି ଷ୍ଟିକ୍ ବ୍ୟାଲାନ୍ସ କଲେ ଯୁବକ

କଣ୍ଟାବାଞ୍ଝି(କେନ୍ଯୁଜ୍): ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଜାମୁଟଝୁଲା ଗାଁର ରାଜଗୋପାଳ ଭୋଇ। ଯିଏ ଆଙ୍ଗୁଠି ଉପରେ ୩ ଘଣ୍ଟା ୩୫ ମିନିଟ ହକି ଷ୍ଟିକ ବାଲାନ୍ସ କରି ଗିନିଜ ରେକର୍ଡ ପାଇଁ ପ୍ରୟାସ କରିଛନ୍ତି । ତେବେ ପୂର୍ବରୁ ୨ ଘଣ୍ଟା ୨୨ ମିନିଟ ୨୨ ସେକଣ୍ଡ ହକି ଷ୍ଟିକ୍‌ ରଖି ଗିନିଜ…

ବିଏମ୍‌ସିର ଆଉ ଏକ ମାଇଲଖୁଣ୍ଟ: ଭୁବନେଶ୍ୱରରେ ପୂରଣ ହେଲା ୨୦ଲକ୍ଷ ଟିକାକାରଣର ଟାର୍ଗେଟ

ଭୁବନେଶ୍ୱର(କେନ୍ଯୁଜ୍): ଟିକାକରଣରେ ବିଏମ୍‌ସିର ଆଉ ଏକ ମାଇଲଖୁଣ୍ଟ। ଭୁବନେଶ୍ୱରରେ ୨୦ଲକ୍ଷ ଟିକାକାରଣ ଟାର୍ଗେଟ ପୂରଣ ହୋଇଛି। ଗତକାଲି ସୁଦ୍ଧା ମୋଟ ୨୦ଲକ୍ଷ ୪ହଜାର ୬୨୮ ଡୋଜ୍‌ ଟିକା ଦିଆଯାଇଛି। ସେଥିମଧ୍ୟରୁ ୧୧ଲକ୍ଷ ୧୯ହଜାର ୬୨୮ ଜଣ ପ୍ରଥମ ଡୋଜ୍‌ ଓ ୮ଲକ୍ଷ ୮୪ହଜାର ୯୬୪ଜଣ ବିଭିନ୍ନ…

ଚଳିତ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ବର(କେନ୍ଯୁଜ୍): ଚଳିତ ସପ୍ତାହରେ ବାହାରିବ ଯୁକ୍ତ ଦୁଇ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବ । ଚଳିତ ବର୍ଷ କଳା ଓ ଧନ୍ଦାମୂଳକରେ ୨ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । ଜୁଲାଇ ୩୧ ତାରିଖରେ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୧୯୩ ପଜିଟିଭ୍‌ ଚିହ୍ନଟ, ୬୦ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧ ହଜାର ୧୯୩ ପଜିଟିଭ୍‌ ଚିହ୍ନଟ । ଆଉ ୬୦ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭ୍‌ ରେଟ୍‌ ରହିଛି ୧.୬୭ ପ୍ରତିଶତ । ଯାହାକି ଗତକାଲି ଥିଲା ୧.୭୦ ପ୍ରତିଶତ । ୨୪ ଘଣ୍ଟାରେ ୭୧ ହଜାର ୧୯୭ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ…

ପାଣି ପାଇଁ ମହାଭାରତ: ପୋଲିସ-ଜନତା ଖଣ୍ଡଯୁଦ୍ଧ, ରାତିଅଧରେ ୨୫ରୁ ଉର୍ଦ୍ଧ୍ୱ ଆନ୍ଦୋଳନକାରୀ ଗିରଫ

ଆଳି(କେନ୍ଯୁଜ୍): ପାଣି ପାଇଁ ମହାଭାରତ । କେନ୍ଦ୍ରାପଡ଼ା ଜିଲ୍ଲା ବାଳକାଟି-ଭାରିଗଦା ନିକଟ ଖରସ୍ରୋତା ନଦୀରେ ପାନୀୟଜଳ ପ୍ରକଳ୍ପ ବିରୋଧୀ ଆନ୍ଦୋଳନ ନେଇଛି ଉଗ୍ର ରୂପ । ପୋଲିସ-ଜନତା ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା । ନିର୍ମାଣ କ୍ଷେତ୍ରରେ ଲଙ୍କାକାଣ୍ଡ କରିଥିଲେ ଆନ୍ଦୋଳନକାରୀ । ପ୍ରକଳ୍ପ…

ଦିନକ ପରେ ଦେଶ ପାଳିବ ୭୫ ତମ ସ୍ୱାଧୀନତା ଦିବସ, ରାଜଧାନୀରେ ସକାଳ ୬ରୁ ରାମମନ୍ଦିର-ହାଉସିଂବୋର୍ଡ ଛକ ରାସ୍ତା ବନ୍ଦ

ଭୁବନେଶ୍ୱର(କେନ୍ଯୁଜ୍): ଦିନକ ପରେ ଦେଶ ପାଳିବ ସ୍ୱାଧୀନତା ଦିବସ। ଚଳିତ ବର୍ଷ ମଧ୍ୟ କରୋନା କଟକଣା ଭିତରେ ପାଳିତ ହେବ ୭୫ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ। ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ ଉତ୍ସବ। ଏଥର ଅତିଥି ସଂଖ୍ୟା ୫୦ଜଣ ଭିତରେ ସୀମିତ ରହିବ। କରୋନା ପାଇଁ ଚଳିତ ବର୍ଷ…

ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ, ୧୦ ଜଣ ସଦସ୍ୟଙ୍କୁ ମନୋନୀତ କଲା ଆଇନ ବିଭାଗ

ପୁରୀ(କେନ୍ଯୁଜ୍): ଶ୍ରୀମନ୍ଦିର ପରିଚାଳନା କମିଟି ପୁନର୍ଗଠିତ । ୧୦ ଜଣ ସଦସ୍ୟଙ୍କୁ ମନୋନୀତ କଲା ଆଇନ ବିଭାଗ। ମୁକ୍ତିମଣ୍ଡପ ପ୍ରତିନିଧିତ୍ୱ କରିବେ ଆଇନଜୀବୀ ଅଶୋକ ମହାପାତ୍ର। ପୂଜାମଣ୍ଡପ ନିଯୋଗ ପାଇଁ ପ୍ରତିନିଧିତ୍ୱ କରିବେ ମାଧବ ଚନ୍ଦ୍ର ପୂଜାପଣ୍ଡା। ସୁଆର ମହାସୁଆର ନିଯୋଗ…

ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୫୫ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର(କେନ୍ଯୁଜ୍):ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ଟିହ୍ନଟ ହୋଇଛନ୍ତି ମୋଟ ୫୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧ହଜାର ୧୧୩କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୭୯୩ ଜଣ ସୁସ୍ଥ ହୋଇଛନ୍ତି। ଆକ୍ଟିଭ କେସ୍‌ ରହିଛି ୩୨୦ ।…

ଦିଗପହଣ୍ଡିରେ ତୁଳା ଜିନିଙ୍ଗ ମିଲ୍‌ ଓ ବସ୍‌ ଟର୍ମିନାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରେ ତୁଳା ଜିନିଙ୍ଗ ମିଲ୍‌ ଓ ବସ୍‌ ଟର୍ମିନାଲ ଉଦ୍‌ଘାଟିତ । ଭିଡିଓ କନଫରେନ୍‌ସିଂରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏହାର ଉଦଘାଟନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଛୋଟ ଛୋଟ ସହରର ବିକାଶ ଉପରେ ଦିଆଯାଉଛି ଅଧିକ…

ଚୋରା ମଦ ବେପାରୀଙ୍କ ସହ ପୋଲିସ ବାବୁଙ୍କ ଗୁପ୍ତାଳାପ, ବେଫିକର ବେପାର କରିବା ପାଇଁ ମାଗୁଛନ୍ତି ଲାଞ୍ଚ

ଜଳେଶ୍ବର(କେନ୍ୟୁଜ୍):ଟଙ୍କା ଦିଅ ବେଫିକର ଚୋରା ମଦ ବ୍ୟବସାୟ କର । ଚୋରା ମଦ ବ୍ୟବସାୟୀଙ୍କଠାରୁ ପୁଣି ପୋଲିସ କର୍ମଚାରି ଟଙ୍କା ଲାଞ୍ଚ ନେଇଥିବାର  ଅଡିଓ ଏବେ ମୋବାଇଲ ରୁ ମୋବାଇଲ  ଭାଇରାଲ ହେବାର ଲାଗିଛି । ସୂଚନା ମୁତାବକ ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ  ରାଇବଣିଆ ଥାନା ର କନେଷ୍ଟବଳ ଧନଞ୍ଜୟ…