Browsing Category

ରାଜ୍ୟ

ଗଛକୁ ପିଟିଲା କାର୍‌, ଚାଲିଗଲା ଗୋଟିଏ ପରିବାରର ୩ ଜୀବନ

ଧର୍ମଗଡ଼(କେନ୍ୟୁଜ୍‌) : ଗଛରେ କାର୍‌ ପିଟି ହେବାରୁ ଗୋଟିଏ ପରିବାରର ୩ ଜୀବନ ଅକାଳରେ ଚାଲିଯାଇଛି । ଦୁର୍ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କେସିଙ୍ଗା ଥାନା ଚାଞ୍ଚେର ନିକଟରେ । କାରରେ ଗୋଟିଏ ପରିବାରୁ ବାପା, ମା’ ଓ ଦୁଇଝିଅ ଯାଉଥିବା ବେଳେ କାରଟି ଭାସାମ୍ୟ ହରାଇ ଏକ ତାଳ ଗଛରେ ପିଟି…

ସୁନ୍ଦରଗଡ଼ : ବନ୍ଧୁକ ଦେଖାଇ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍‌ରୁ ଲୁଟି ନେଲେ ୨.୮୭ ଲକ୍ଷ ଟଙ୍କା

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରୁ ଦୁର୍ବୃତ୍ତମାନେ ଆଜି ବନ୍ଧୁକ ଦେଖାଇ ୨ ଲକ୍ଷ ୮୭ ହଜାର ଟଙ୍କା ଲୁଟି ନେଇଛନ୍ତି । ଏସ୍ପି ସାଗରିକା ନାଥଙ୍କ ନେତୃତ୍ୱରେ ପୁଲିସ ସିସିଟିଭ ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ କରୁଛି । ସୂଚନାନୁଯାୟୀ, ଆଜି ଅପରାହ୍ଣ ପ୍ରାୟ ୧ଟା ୪୫ରେ ୪ଜଣ…

ଜିଆଇ ୟୁନିଟ ସିଲ କଲା ଧର୍ମଶାଳା ପୋଲିସ ଓ ତହସିଲ ପ୍ରଶାସନ

ଯାଜପୁର (କେନ୍ୟୁଜ):  ଯାଜପୁର ଜିଲ୍ଲା ରଥିଆ ନିକଟରେ ଏକ ଜିଆଇ ୟୁନିଟ କାରଖାନାକୁ ସିଲ କଲା ଧର୍ମଶାଳା ପୋଲିସ ଓ ତହସିଲ ପ୍ରଶାସନ । ଧର୍ମଶାଳା ଥାନା ଅଧିକାରୀ ସରୋଜ ସାହୁ ଆଜି ସଦଳବଳେ ପହଁଚି ଏହି ୟୁନିଟ ଉପରେ ଅଚାନକ ଚଢ଼ାଉ କରିଥିଲେ। ଅମରେଶ ଇଂଣ୍ଡଷ୍ଟ୍ରି ନାମରେ ଚାଲିଥିବା ଏହି…

ମହିଳା କନେଷ୍ଟବଳ ପ୍ରେମରେ ପଡ଼ି ଯୁବକ ହତାଶ, ଆତ୍ମହତ୍ୟା ଉଦ୍ୟମ

ସମ୍ବଲପୁର : ପ୍ରେମ ପ୍ରତାରଣା ସହ ନପାରି ଜଣେ ଯୁବକ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ଯୁବକଙ୍କୁ ଉଦ୍ଧାର କରି ହସପିଟାଲ ରେ ଭର୍ତ୍ତି କରାଯାଇଛି । ଏପରି ଘଟଣା ଘଟିଛି ସମ୍ବଲପୁର ବଡ଼ ବଜାର ଅଞ୍ଚଳରେ । ସୂଚନାନୁଯାୟୀ, ସମ୍ବଲପୁର ବଡ଼ ବଜାର ଅଞ୍ଚଳର ନବୀନ ଶର୍ମା ଜଣେ ମହିଳା କନେଷ୍ଟବଳଙ୍କ…

ଲୋକେ ଜମା କରୁଛନ୍ତି କିନ୍ତୁ ଆପେ ଆପେ ଖାତାରୁ ଉଭାନ ହୋଇଯାଉଛି ଟଙ୍କା

ପିପିଲି (କେନ୍ୟୁଜ) : ବ୍ୟାଙ୍କରେ ଟଙ୍କା ଜମା ହେଉଛି କିନ୍ତୁ ମନକୁ ମନ ଉଭାନ ହେଇଯାଉଛି। ଆଉ ଅଭିଯୋଗ କଲେ ପୁଣି ଆସିଯାଉଛି ଉଭାନ ହୋଇଥିବା ଟଙ୍କା। ଭବିଷ୍ୟତକୁ ଆଖି ଆଗରେ ରଖି ଆମେମାନେ ସମସ୍ତେ ବ୍ୟାଙ୍କରେ ଟଙ୍କା ରଖିଥାଉା ଏଥିପାଇଁ ରଖିଥାଉ ଯେ ଅସୁବିଧା ସମୟରେ ସେହି ଟଙ୍କାକୁ ଉଠାଇ…

ବଦଳିଲା ନିଷ୍ପତ୍ତି, ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଐତିହାସିକ ଘୋଡା

ଭୁବନେଶ୍ୱର(କେ ନ୍ୟୁଜ): ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକରୁ ହଟିବନି ଘୋଡା ଓ ଯୋଦ୍ଧାଙ୍କ ପ୍ରତିମୂର୍ତ୍ତି । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏହାକୁ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀ ମହଲ । ସ୍ମାର୍ଟ ସିଟି ପ୍ରକଳ୍ପ କାରଣରୁ ଘୋଡା ପ୍ରତିମୂର୍ତ୍ତି ହଟିବା…

ହିଂସା ପରେ ଆକ୍ସନ ମୋଡରେ ପୋଲିସ, ଉଠା ଦୋକାନକୁ ହଟାଇଲା ପୋଲିସ

ଭୁବନେଶ୍ୱର (କେନ୍ଯୁଜ) : ଗତକାଲିର ହିଂସା ପରେ ଆକ୍ସନ ମୋଡରେ ପୋଲିସ । ମାଷ୍ଟରକ୍ୟାଣ୍ଟିନରେ କମିଶନରେଟ ପୋଲିସର ପଦକ୍ଷେପ । ବେଆଇନ ଦୋକାନ ଭାଙ୍ଗିବା କାର୍ଯ୍ୟ ଆରମ୍ଭ ହୋଇଛି । ଷ୍ଟେସନ ଛକ ଉପରେ ଗଣ୍ଡଗୋଳ କରିଥିବା ଲୋକଙ୍କ ଦୋକାନକୁ ହଟାଇଲା ପୋଲିସ । ଉଭୟଙ୍କ ଅସ୍ଥାୟୀ ଦୋକାନକୁ ହଟାଇଛି…

ଲୋକପ୍ରିୟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କୁ ଦରକାର ଆପଣଙ୍କ ସାହାଯ୍ୟ, ପ୍ରତ୍ୟାରୋପଣ କରାଯିବ ଲିଭର

ଢ଼େଙ୍କାନାଳ (କେନ୍ୟୁଜ) : ପ୍ରସିଦ୍ଧ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ଅସୁସ୍ଥ। ହାର୍ଟରେ ତିନିଟି ବ୍ଳକେଜ ଥିବା ବେଳେ ଲିଭର ପ୍ରତ୍ୟାରୋପଣ କରାଯିବା ପାଇଁ ଡାକ୍ତର ପରାମର୍ଶ ଦେଇଛନ୍ତି । ଗତ ଏକ ବର୍ଷ ଧରି ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେବା ପରେ ଶେଷରେ କିମ୍ସରେ ଚିକିତ୍ସିତ ହୋଇ ଏବେ ଘରେ…

ଘଟଗାଁ: ୮ ବର୍ଷର ପିଲା ଉପରେ ଗରମ ପାଣି ଢାଳିଦେଲେ ଭିଣୋଇ

ଘଟଗାଁ (କେନ୍ଯୁଜ): ପାରିବାରିକ କହଳରେ ବଳି ପଡିଲା ଶିଶୁ । ୮ ବର୍ଷର ପିଲା ଉପରେ ଗରମ ପାଣି ଢାଳିଦେଲେ ଭିଣୋଇ । ଘଟଣାଟି ଘଟିଛି ଘଟଗାଁ ଦୈତାରୀ ଥାନା ଖସାପଡା ଗାଁରେ । କୌଣସି କାରଣରୁ ସ୍ଥାନୀୟ ରବି ମେଲସାଣ୍ଡିଙ୍କ ଘରେ ଝଗଡା ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ତାଙ୍କ ୮ ବର୍ଷର ଶିଶୁ…

ପୁଣି ସାମ୍ନାକୁ ଆସିଲା ବିଦ୍ୟାଙ୍କ ହେଟ ଲେଟର-୪, ‘ଛିଃ ଛିଃ କେମିତି ଜୀବନ’ ବୋଲି ଉଲ୍ଲେଖ ରହିଛି

କେନ୍ଯୁଜ (ବ୍ଯୁରୋ) : ପୁଣି ସାମ୍ନାକୁ ଆସିଲା ବିଦ୍ୟାଙ୍କ ହେଟ ଲେଟର-୪। ପୂରା ଚିଠିରେ ନିରାଶା ହିଁ ନିରାଶା ରହିଥିବା ଦେଖିବାକୁ ମିଳିଛି । ନିଜ ଜୀବନ ପ୍ରତି ତାଙ୍କର ନିରାଶ ଭାବ ଆସିଥିବା ଚିଠିରେ ଉଲ୍ଲେଖ ରହିଛି। ତେବେ ତାଙ୍କ ଜୀବନରେ କେବେ ନା କେବେ ସୁଖ ଆସିବ ବୋଲି ଲେଖିଛନ୍ତି ମୃତ…

ବରଗଡ଼ ଜିଲ୍ଲା ପଦ୍ମପୁର ସହର ୧୨ ଘଣ୍ଟା ବନ୍ଦ ଡାକରା, ସକାଳ ୬ଠାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ବଜାର ବନ୍ଦ

ବରଗଡ଼ (କେନ୍ଯୁଜ): ବରଗଡ଼ ଜିଲ୍ଲା ପଦ୍ମପୁର ସହର ୧୨ ଘଣ୍ଟା ବନ୍ଦ । ମୋଟର ଚାଳକ ସଂଘ ପଦ୍ମପୁର ଶାଖା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି । ସକାଳ ୬ଠାରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ବଜାର ସହ ଯାନବାହାନ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ପାଇଁ ସଂଘ ଡାକରା ଦେଇଛି । ମୋଟର ଚାଳକଙ୍କ…

ବଡଗାଁ ଫରେଷ୍ଟ ରେଞ୍ଜର ରଙ୍ଗାପାଟି ଅଞ୍ଚଳରେ ମୟୂର ଚୋରା ଚାଲାଣ, ମାଂସ କିଲୋ ୬୦୦ ଟଙ୍କାରେ ହେଉଛି ବିକ୍ରି

କୁତ୍ରା(କେନ୍ଯୁଜ):  ମୟୂର ଚୋରା ଚାଲାଣ । ମୟୁର ଗୋଟାକୁ ୨ହଜାର ଟଙ୍କା । ମୟୂର ମାଂସ କିଲୋ ୬୦୦ ଟଙ୍କା । ଖୁଲମଖୁଲା ଚାଲିଛି ଏଭଳି କାରବାର । ଜଙ୍ଗଲରେ ମାତିଛନ୍ତି ଶିକାରୀ ଓ ଦଲାଲ । ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ମାତିଛନ୍ତି ମୟୂର ଶିକାର। ବିଭିନ୍ନ ଜଙ୍ଗଲରେ ଜାଲ ପକାଇ…