Below header
Browsing Category

ରାଜ୍ୟ

ବର୍ଷାରେ ମାୟାନଗରୀ ବେହାଲ

ମୁମ୍ବାଇ: ସହର ଭିତରେ ଲହଡ଼ି ମାରୁଛି ବର୍ଷାପାଣି। କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଅଣ୍ଟାଏରୁ ଅଧିକ ପାଣି ପ୍ରବାହିତ ହୋଇଛି। ବୁଡ଼ି ଯାଇଥିଲା ରାସ୍ତା ଉପରେ ରହିଥିବା ଗାଡ଼ିମୋଟର। ସହରର ବିଭିନ୍ନ ରାସ୍ତାରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଟ୍ରାଫିକ ସମସ୍ୟା ଗୁରୁତର ହୋଇଥିଲା। ଯିବା ଆସିବା…

ଉତ୍ତର-ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ  : ରାଜ୍ୟରେ ଆହୁରି ବର୍ଷିବ ବର୍ଷା

ଭୁବନେଶ୍ବର : ଆହୁରି ବର୍ଷିବ ବର୍ଷା। ଉତ୍ତର-ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଭ୍ୟନ୍ତରୀଣ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ମଧ୍ୟ ବର୍ଷିବ। ୧୨ ତାରିଖ ବେଳକୁ…

ତେଲ ଦରରେ ନିଆଁ : ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର !

ଭୁବନେଶ୍ବର : ଲଗାତାର ୫ ଦିନ ହେଲା ତେଲ ଦର ବଢିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୭୪ ଟଙ୍କା ୯୮ ପଇସା ଓ ଡିଜଲ ୭୨ ଟଙ୍କା ୭୭ ପଇସା ରହିଛି । ଗତ ଚାରି ତାରିଖରେ ପେଟୋଲ ୭୪ ଟଙ୍କା ୩୮ ଓ ଡିଜେଲ ୭୨ ଟଙ୍କା ୨୨ ପଇସା ଥିଲା । ସେପଟେ ମୁମ୍ବାଇରେ ପେଟ୍ରୋଲ ୮୩ ଟଙ୍କା ୭୫ ପଇସା ଓ ଡିଜେଲ ଦର ୭୯…

ଉତ୍ତରପ୍ରଦେଶ ଜେଲରେ ଘଟିଲା ଅଘଟଣ: କୁଖ୍ଯାତ ଅପରାଧୀଙ୍କୁ ଗୁଳି କରି ହତ୍ଯା

ଉତ୍ତରପ୍ରଦେଶ: ଯୋଗୀ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା। ଉତ୍ତରପ୍ରଦେଶର କୁଖ୍ୟାତ ମାଫିଆ ଡନ୍‌ ପ୍ରେମ୍‌ ପ୍ରକାଶ ସିଂହ ଓରଫ ମୁନ୍ନା ବଜରଙ୍ଗୀଙ୍କୁ ବାଗପତ୍‌ ଜିଲ୍ଲା ଜେଲ ଭିତରେ ଗୁଳି କରି ହତ୍ୟା। ପୂର୍ବତନ ବହୁଜନ ସମାଜ ପାର୍ଟି ବିଧାୟକ ଲୋକେଶ ଦୀକ୍ଷିତଙ୍କୁ ଦାଦା ବଟି ମାଗିବା ମାମଲାରେ…

ଘଟଗାଁ ହରିଚନ୍ଦନପୁର: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

କେନ୍ଦୁଝର: ଘଟଗାଁ ହରିଚନ୍ଦନପୁର ଖରବା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଘରୋଇ କଳିକୁ କେନ୍ଦ୍ର କରି ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ମୃତକଙ୍କ ନାମ କାଙ୍କଡ ମହ୍ଲାର ଥିବାବେଳେ,ଅଭିଯୁକ୍ତ ସ୍ବାମୀ ଫେରାର ଅଛନ୍ତି।

କେନ୍ଦୁଝର: ବିଶାକ୍ତ ସାପ କାମୁଡାରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

କେନ୍ଦୁଝର: ପଣ୍ଡାପଡା ଥାନା ଅନ୍ତର୍ଗତ ଭଗାମୁଣ୍ଡା ଗାଁରେ ଅଘଟଣ ବିଶାକ୍ତ ସାପ କାମୁଡାରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି। ଗତକାଲି ରାତି ୩ ଟା ସମୟରେ ଶୋଇଥିବା ବେଳେ ରଙ୍ଗାଧର ବାରିକ ଓ ପୁରୁଡି ବାରିକଙ୍କୁ ଏକ ବିସାକ୍ତ ସାପକାମୁଡି ପକାଇଥିଲା। ସେମାନେ…

ରେଢାଖୋଲରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌

ସମ୍ବଲପୁର: ଭାରସାମ୍ୟ ହରାଇ ଓଲଟିଲା ବସ୍‌। ରେଢାଖୋଲ ଲୁହାପଙ୍କରେ ବସ୍‌ ଦୁର୍ଘଟଣାରେ ୯ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ନାଇଟ୍‌ କୋଚ୍‌ ବସ୍‌ଟି ଭୁବନେଶ୍ୱରରୁ ବେଲପାହାଡ ଯାଉଥିବା ସମୟରେ ଭାରସାମ୍ୟ…

ରକ୍ତଦାନ କରି ଜନ୍ମଦିନ ପାଳିଲେ ଡାକ୍ତର

ନବରଙ୍ଗପୁର: ରକ୍ତଦାନ କରି ମେଡିକାଲରେ ନିଜର ଜନ୍ମଦିନ ପାଳିଲେ ଡାକ୍ତର। ନିଜେ ରକ୍ତଦାନ କରିବା ସହ ଶୁଭେଛୁମାନଙ୍କୁ ରକ୍ତଦାନ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ରୋଗୀଙ୍କ ପାଇଁ ସଂଗ୍ରହ କଲେ ୨୫ ୟୁନିଟ୍ ରକ୍ତ। ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟର ଡାକ୍ତର ଦେବବ୍ରତ ଡାକୁଆ ଏଭଳି ଏକ ନିଆରା…

ନିର୍ଭୟା ଗଣଦୁଷ୍କର୍ମ ମାମଲା ଆଜି ଆସିବ ରିଭ୍ୟୁ ପିଟିସନର ରାୟ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶ ପାଇଥିବା ଦୋଷୀଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଆର୍ ଭାନୁମତୀ ଓ ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଅପରାହ୍ନରେ ୩ ଜଣଙ୍କ ପକ୍ଷରୁ ହୋଇଥିବା ରିଭ୍ୟୁ ପିଟିସନର…

ବାଲେଶ୍ୱର ଜାଇକା ଇଣ୍ଟରନ୍ୟାସନାଲ ହୋଟେଲରେ ଗୁଳିମାଡ଼

ବାଲେଶ୍ୱର: ସଦର ଥାନା ଓଟି ରୋଡ ସ୍ଥିତ ଜାଇକା ଇଣ୍ଟରନ୍ୟାସନାଲ ହୋଟେଲ ଉପରେ ଗୁଳିମାଡ଼ ହୋଇଛି। ୩ ଜଣ ଯୁବକ ବାଇକରେ ଆସି ୩ ରାଉଣ୍ଡ ଗୁଳିମାଡ଼ କରି ଫେରାର ହୋଇଯାଇଛନ୍ତି। ତେବେ ଗୁଳିମାଡରେ ହୋଟେଲ ସାମ୍ନା କାଚ ନଷ୍ଟ ହୋଇଯାଇଥିବାବେଳେ କେହି ଆହତ ହୋଇନାହାଁନ୍ତି। ଗୁଳିମାଡର କାରଣ…

ରାଜଧାନୀରେ ଲକ୍ଷାଧିକ ଟଙ୍କାର ଜାଲ୍ ନୋଟ୍ ଜବତ

ଭୁବନେଶ୍ବର: ଲକ୍ଷାଧିକ ଟଙ୍କାର ଜାଲ୍ ନୋଟ୍ ଜବତ। ମୋଟ୍ ୪ ଲକ୍ଷ ୬୫ ହଜାର ଟଙ୍କାର ଜାଲ୍ ନୋଟ୍। ଭୁବନେଶ୍ୱର ଉପକଣ୍ଠ ତମାଣ୍ଡୋ ଥାନା ଅଞ୍ଚଳରୁ କମିଶନରେଟ୍ ପୋଲିସର କୁଇକ୍ ଆକସନ୍ ଟିମ୍ ଏହି ଜାଲ୍ ନୋଟ୍ ସହ ନୋଟ୍ ଛାପିବାର ସରଞ୍ଜାମ ଜବତ କରିଛି। ୧୬ ନମ୍ବର ଜାତୀୟ ରାଜପଥ ନିକଟ ମହୁରା ବଜାର ଛକ…

ଶେଷ ପର୍ୟ୍ୟାୟରେ ପହଞ୍ଚିଛି ତିନି ରଥ ନିର୍ମାଣ : ଘୋଷଯାତ୍ରା ପାଇଁ ଶ୍ରୀକ୍ଷେତ୍ର ସଜବାଜ

ପୁରୀ : ଘୋଷଯାତ୍ରା ପୂର୍ବରୁ ଶ୍ରୀକ୍ଷେତ୍ରରେ ତିନି ରଥର ନିର୍ମାଣ କାର୍ୟ୍ୟ ମଧ୍ୟ ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଏବେ ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ବିଶ୍ୱକର୍ମା ମହରଣା, ଚିତ୍ରକର, ରୂପକାର ଓ ଦରଜି ସେବାୟତ। ରଥର ସିଂହାସନ କାମ ଶେଷ ହୋଇଥିବା ବେଳେ ହଂସପଟା ଓ ଠେକରା ବାଡିଆ କାମ ଚାଲିଛି।…