Below header
Browsing Category

ରାଜ୍ୟ

ସୁପ୍ରିମକୋର୍ଟରେ ବଢ଼ିବ ଜଜ୍ ସଂଖ୍ୟା : ପଦୋନ୍ନତି ପାଇ ପାରନ୍ତି ୬ ଜଣ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବଢ଼ିବ ଜଜ୍ ସଂଖ୍ୟା। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନିତ ଶରଣଙ୍କ ସମେତ ମୋଟ୍ ୬ ଜଣ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇ ପାରନ୍ତି। ଚଳିତ ସପ୍ତାହରେ ବସିପାରେ ସୁପ୍ରିମକୋର୍ଟ କଲେଜିୟମ। ଏଥିରେ ଅତି କମରେ ସୁପ୍ରିମକୋର୍ଟ ଜଜ୍ ଭାବେ…

ଦିଲ୍ଲୀ ଏମ୍‌ସରୁ ଖୁବ୍‌ଶୀଘ୍ର ଘରକୁ ଫେରିବେ ଜଗା-ବଳିଆ

କନ୍ଧମାଳ: ଖୁବ୍ ଶୀଘ୍ର ଘରକୁ ଫେରିବେ ଜଗା-ବଳିଆ। ଏନେଇ ଆରମ୍ଭ ହୋଇଛି ଡିସଚାର୍ଜ ପ୍ରକ୍ରିୟା। ଦିଲ୍ଲୀ ଏମ୍‌ସରେ ଯୋଡା ମୁଣ୍ଡ ଅଲଗା ହେବା ପରେ ସୁସ୍ଥ ହେଉଛନ୍ତି ଦୁଇ ଭାଇ। ସେମାନଙ୍କ ମୁଣ୍ଡରୁ ଷ୍ଟିଚ୍ କଢାଯାଇଛି। ୩ଟି ପର୍ୟ୍ୟାୟରେ ଅପରେସନ କରାଯାଇ କନ୍ଧମାଳର ଯୋଡା ମୁଣ୍ଡ ଶିଶୁଙ୍କୁ ଅଲଗା…

ଲଗାଣ ବର୍ଷା ଯୋଗୁଁ କଟକରେ ସ୍କୁଲ ବନ୍ଦ

କଟକ: ଲଗାଣ ବର୍ଷାରେ ଉବୁଟୁବୁ ସିଲଭର ସିଟି। ଅନେକ ଅଞ୍ଚଳ ଏବେ ପାଣି ଘେରରେ। ବିଶେଷକରି ସହରର ତଳି ଅଞ୍ଚଳରେ ପାଣି ଜମି ରହିଛି। ଫଳରେ ଜାନବାହାନ ଚଳାଚଳ ପ୍ରଭାବିତ ହୋଇଛି। ଗତକାଲି ରାତିରୁ ମୂଷଳ ଧାରାରେ ବର୍ଷା ଲାଗି ରହିଛି। ସେପଟେ ପ୍ରବଳ ବର୍ଷାକୁ ଦେଖି ଦିନକ ପାଇଁ ପାଣି ଘେରରେ ଥିବା…

ଭୟଙ୍କର ବର୍ଷାରେ ବେହାଲ ସାରା ଭୁବନେଶ୍ୱର : ରାଜରାସ୍ତାରେ ଲହଡି ମାରୁଛି ପାଣି

ଭୁବନେଶ୍ୱର : ଭୟଙ୍କର ବର୍ଷା ,ଥମିବାର ନାଁ ନେଉନି। ବର୍ଷାରେ ବେହାଲ ସାରା ଭୁବନେଶ୍ୱର ପୂରା ରାଜଧାନୀ ଜଳାର୍ଣ୍ଣବ ହୋଇଛି। ରାଜରାସ୍ତାରେ ଲହଡି ମାରୁଛି ପାଣି। ବିଭିନ୍ନ ତଳି ଅଞ୍ଚଳରେ ପାଣି ପଶି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ରାସ୍ତାରେ ଯାନବାହନ ଯିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି। ଜଳମଗ୍ନ…

ପାରିବାରିକ କଳହର କରୁଣ ପରିଣତି : ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ବଲାଙ୍ଗିର: ପୁଣି ପାରିବାରିକ କଳହ ନେଲା ଜୀବନ। ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି ସ୍ୱାମୀ। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ପଖନମୁଣ୍ଡା ଗାଁରେ ନିର୍ଦ୍ଦୟୀ ସ୍ୱାମୀର ହାତରେ ଯାଇଛି ସ୍ତ୍ରୀ ଜୀବନ। ମୃତକ ଜଣକ ପ୍ରତିମା ନାଗ। କୌଣସି କଥାକୁ ନେଇ ପ୍ରତିମା ଓ ତାଙ୍କ ସ୍ୱାମୀ ହୃଦା ନାଗଙ୍କ…

ଆଜିଠାରୁ ଯାଞ୍ଚ ହେବ ପୁରୀ ଶ୍ରୀମନ୍ଦିର ଗର୍ଭଗୃହ

ପୁରୀ: ଆଜିଠାରୁ ଯାଞ୍ଚ ହେବ ପୁରୀ ଶ୍ରୀମନ୍ଦିର ଗର୍ଭଗୃହ। ୨୩ ତାରିଖ ପର୍ୟ୍ୟନ୍ତ ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ଯାଞ୍ଚ ହେବ। ନାଟମଣ୍ଡପର ଗରୁଡ଼ ସ୍ତମ୍ଭଉପର ଭାଗ ବିମ୍ ଦୁର୍ବଳ ଅବସ୍ଥାରେ ରହିଛି। ଜଗମୋହନ-ନାଟମଣ୍ଡପର ସଂଯୋଗସ୍ଥଳ ସଙ୍ଗୀନ୍ ସ୍ଥିତିରେ ରହିଛି। ମହାପ୍ରଭୂ ବର୍ତ୍ତମାନ…

ବିରୋଧୀଙ୍କ ରଣନୀତି: ଦିନକ ପରେ ସଂସଦର ମୌସୁମୀ ଅଧିବେଶନ

ଭୂୁବନେଶ୍ବର: ଦିନକ ପରେ ସଂସଦର ମୌସୁମୀ ଅଧିବେଶନ। ରଣନୀତି ପ୍ରସ୍ତୁତ ନେଇ ଆଜି ଏକାଠି ହେବେ ବିରୋଧୀ। ସଂଧ୍ୟାରେ ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କ ପାଲ୍ଲାମେଣ୍ଟ ସ୍ଥିତ କାର୍ୟ୍ୟାଳରେ ବୈଠକ ହେବ। କଂଗ୍ରେସ ସମେତ ବିରୋଧୀ ଦଳଙ୍କ ମେଳି ହେବ। ମୁଖ୍ୟ ଫୋକସ ରହିବ ରାଜ୍ୟସଭା…

ଟଙ୍କା ଦିଅ ରକ୍ତ ନିଅ : ଦଲାଲଙ୍କ ଜାଲରେ ଫସୁଛନ୍ତି ରୋଗୀ

ନବରଙ୍ଗପୁର : ଏମିତି କି ସମୟ ଆସିଲା ଶେଷକୁ ରକ୍ତ ଦେବାନେବାରେ ମଧ୍ୟ ଦଲାଲି ଆରମ୍ଭ ହୋଇଗଲା। ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀମାନେ ଏପରି ଅଭିଯୋଗ କରିଛନ୍ତି। ହସପିଟାଲର କିଛି ତଳିଆ କର୍ମଚାରୀ ଏବଂ ଦଲାଲ ମିଶି ଏହି ଏହି ନେଟୱାର୍କ ଚଳାଇଥିବା ଜଣାପଡିଛି।…

ରାଜଧାନୀରେ ଲୁଟେରାକୁ ପିଟି ପିଟି ସ୍ଥାନୀୟ ଲୋକ କଲେ ହତ୍ୟା!

ଭୁବନେଶ୍ବର : ଚେନ ଲୁଟ ଉଦ୍ୟମ ବେଳେ ଲୁଟେରାକୁ ପିଟି ପିଟି ହତ୍ୟା କଲେ ସ୍ଥାନୀୟ ଲୋକ। ଭୁବନେଶ୍ୱର ଖଣ୍ଡଗିରି ଥାନା ଏଭଳି ଅଭାବନୀୟ ଘଟଣା ଘଟିଛି। ଅଭିଯୋଗ ଅନୁସାରେ ବାହାବଲପୁର ଅଞ୍ଚଳର ମୀନତି ସାହୁ ରବିବାର ସଂଧ୍ୟାରେ ବଜାରକୁ ଆସୁଥିବା ବେଳେ ସରକନ୍ତରା ଅଞ୍ଚଳର ଜ୍ୟୋତି ରଞ୍ଜନ ବଳିଆର ସିଂ…

ଆଜି ଆଡପ ମଣ୍ଡପ ବିଜେ କରିବେ ମହାପ୍ରଭୁ

ପୁରୀ : ଶରଧାବାଲିରେ ତିନିରଥ ରହିଥିବା ବେଳେ ଆଜି ଆଡପ ମଣ୍ଡପ ବିଜେ କରିବେ ମହାପ୍ରଭୁ। ଶରାଧାବାଲିରେ ରଥ ଉପରେ ଦର୍ଶନ ଦେଉଥିବା ଶ୍ରୀଜିଉମାନେ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରେ ଥିବା ଜନ୍ମବେଦୀକୁ ପହଣ୍ଡି ହୋଇ ବିଜେ କରିବେ। ରଥ ଉପରେ ମହାପ୍ରଭୁଙ୍କ ସମସ୍ତ ରୀତିନୀତି ଅନୁଷ୍ଠିତ ହେବା ପରେ…

ଲଘୁଚାପର ଲଗାଣ ବର୍ଷାରେ ବେହାଲ୍ ରାଜ୍ୟ !

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି । ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ସେହିପରି ରାୟଗଡା, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, ନୂଆପଡ଼ା,…

କଟକରେ କାୟା ମେଲାଉଛି ଡେଙ୍ଗୁ : ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା

କଟକ : କଟକରେ ବଢୁଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । କଟକ ଏସ୍‌ସିବି ମେଡିକାଲରେ ବର୍ତ୍ତମାନ ୨୨ଜଣ ଡେଙ୍ଗୁ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଏମାନଙ୍କ ମଧ୍ୟରୁ ୨୦ଜଣ ଡେଙ୍ଗୁ ଓ୍ଵାର୍ଡରେ ଥିବା ବେଳେ ଆଉ ଦୁଇଜଣ ଆଇସିୟୁରେ ଅଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ଥିବା ମେଡିକାଲ…