Below header
Browsing Category

ରାଜ୍ୟ

ପୁଣି ବିବାଦରେ ଧର୍ମେନ୍ଦ୍ର : ଗଜପତିଙ୍କ ଛେରାପହଁରାକୁ କହିଲେ ଝାଡୁ ମାରିବା

ଭୁବନେଶ୍ବର : ଶାନ୍ତିପୂର୍ଣ୍ଣ ଭାବେ ଶେଷ ହେଲା ଘୋଷଯାତ୍ରା । ବିଭିନ୍ନ ଗଣମାଧ୍ୟମରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମାନବୀୟ ଲୀଳା ସଂପର୍କରେ ଘଣ୍ଟାଘଣ୍ଟା ଧରି ଜଗନ୍ନାଥ ସଂସ୍କୃତି ଗବେଷକ ଓ ପଣ୍ଡିତମାନେ ଧାରା ବିବରଣୀ । ସେମାନଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ଯାଇ କେନ୍ଦ୍ର ଦକ୍ଷତା ବିକାଶ…

ବର୍ଷା ବିତ୍ପାତ : ଲଘୁଚାପ ଯୋଗୁଁ ଫୁଲିଲା ଦକ୍ଷିଣ ଓଡ଼ିଶାର ବିଭିନ୍ନ ନଦୀ

ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା । ଅଧିକାଂଶ ନଦୀ ଫୁଲିଛି । ୧୨ଟି ଜିଲ୍ଲାରେ ରେକର୍ଡ ହୋଇଛି ୫୦ ମିଲିମିଟରୁ ଅଧିକ ବର୍ଷା । କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୧୭୩ ମିଲିମିଟର ବର୍ଷା ହୋଇଛି । ଜିଲ୍ଲାର ଭବାନୀପାଟଣା ବ୍ଲକ୍‌ରେ ହୋଇଛି ୨୯୭ ମିଲମିଟର ବର୍ଷା। ହାତୀ ନଦୀରେ ଜଳସ୍ତର…

ସହରରେ ଲହଡ଼ି : ପ୍ରବଳ ବର୍ଷା ଯୋଗୁ ଭୁବନେଶ୍ୱର ଉବୁଟୁବୁ ,କଟକରେ ବି ହାଲ୍‌ ବେହାଲ୍‌

ଭୁବନେଶ୍ବର : ପାଣି.. ପାଣି.. ଆଉ ପାଣି । ଚାରିଆଡ଼ ଜଳାର୍ଣ୍ଣବ । କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଅଣ୍ଟାଏ । ଘରେ ବି ପଶିଛି । ବୁଡ଼ିଯାଇଛି ଆସବାବପତ୍ର । ଏଭଳି ଦୃଶ୍ୟ ଦେଖାବାକୁ ମିଳିଥିଲା ହାର୍ଟ ଅଫ୍‌ ରାଜଧାନୀ କୁହାଯାଉଥିବା ନୟାପଲ୍ଲୀର । ବର୍ଷାରେ ଦେଶର ଏକ ନମ୍ବର ସ୍ମାର୍ଟ ସିଟି…

ଅଗଷ୍ଟରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି

ଭୁବନେଶ୍ୱର : ଅଗଷ୍ଟରେ ଓଡ଼ିଶା ଆସିବେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି। ତୃଣମୂଳ ସ୍ତରରୁ ଛାମୁଆ ନେତାଙ୍କୁ ଭେଟିବେ ରାହୁଲ। ଦଳର ସାଂଗଠନିକ ସ୍ଥିତି ନେଇ ସମୀକ୍ଷା କରିବେ। ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ନବଗଠିତ ପିସିସି ସଭାପତି ସମନ୍ଵୟ କମିଟି ବୈଠକରେ ଏନେଇ ସୂଚନା ଦିଆଯାଇଛି। ଏହି…

ପୋଲାଭରମ ପ୍ରକଳ୍ପକୁ ମାଓ ସଂଗଠନର ବିରୋଧ

ମାଲକାନଗିରି : ଆନ୍ଧ୍ର ସରାକାରଙ୍କ ଦ୍ୱାରା ନିର୍ମାଣଧୀନ ପୋଲାଭରମ ପ୍ରକଳ୍ପକୁ ମାଓ ସଂଗଠନର ବିରୋଧ। ଆସନ୍ତା ୨୦ ତାରିଖରେ ମାଲକାନଗିରି ଜିଲ୍ଲା ବନ୍ଦ ଡାକରା ଦେଇଛି ମାଲକାନଗିରି, କୋରାପୁଟ ବିଶାଖା ସୀମାନ୍ତ ଡିଭିଜନ କମିଟି ବା ଏମକେଭିବି। ଗରିବ, ଅବହେଳିତ, ଆଦିବାସୀଙ୍କୁ ବିସ୍ଥାପିତ କରି…

ଚାନ୍ଦିପୁରରେ ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପରୀକ୍ଷଣ

ବାଲେଶ୍ବର: ବ୍ରହ୍ମୋସ୍ କ୍ଷେପଣାସ୍ତ୍ରର ପରୀକ୍ଷଣ। ସକାଳ ୧୦ଟା ୧୯ ମିନିଟରେ ଚାନ୍ଦିପୁର ୩ ନମ୍ବର ଲଞ୍ଚ ପ୍ୟାଡରୁ ପରୀକ୍ଷଣ କରାଯାଇଛି। ବ୍ରହ୍ମୋସର ଲକ୍ଷଭେଦ କ୍ଷମତା ରହିଛି ୪୫୦ରୁ ୬୦୦ କିଲୋମିଟର। କ୍ଷେପଣାସ୍ତ୍ରର ଲମ୍ବ ୮ ଦଶମିକ ୪ ମିଟର ଥିବା ବେଳେ ମୋଟେଇ ୦ ଦଶମିକ ୬ ମିଟର। ଏହା ଜଳ,…

ସୁପ୍ରିମକୋର୍ଟରେ ବଢ଼ିବ ଜଜ୍ ସଂଖ୍ୟା : ପଦୋନ୍ନତି ପାଇ ପାରନ୍ତି ୬ ଜଣ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ବଢ଼ିବ ଜଜ୍ ସଂଖ୍ୟା। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ବିନିତ ଶରଣଙ୍କ ସମେତ ମୋଟ୍ ୬ ଜଣ ସୁପ୍ରିମକୋର୍ଟ ବିଚାରପତି ଭାବେ ପଦୋନ୍ନତି ପାଇ ପାରନ୍ତି। ଚଳିତ ସପ୍ତାହରେ ବସିପାରେ ସୁପ୍ରିମକୋର୍ଟ କଲେଜିୟମ। ଏଥିରେ ଅତି କମରେ ସୁପ୍ରିମକୋର୍ଟ ଜଜ୍ ଭାବେ…

ଦିଲ୍ଲୀ ଏମ୍‌ସରୁ ଖୁବ୍‌ଶୀଘ୍ର ଘରକୁ ଫେରିବେ ଜଗା-ବଳିଆ

କନ୍ଧମାଳ: ଖୁବ୍ ଶୀଘ୍ର ଘରକୁ ଫେରିବେ ଜଗା-ବଳିଆ। ଏନେଇ ଆରମ୍ଭ ହୋଇଛି ଡିସଚାର୍ଜ ପ୍ରକ୍ରିୟା। ଦିଲ୍ଲୀ ଏମ୍‌ସରେ ଯୋଡା ମୁଣ୍ଡ ଅଲଗା ହେବା ପରେ ସୁସ୍ଥ ହେଉଛନ୍ତି ଦୁଇ ଭାଇ। ସେମାନଙ୍କ ମୁଣ୍ଡରୁ ଷ୍ଟିଚ୍ କଢାଯାଇଛି। ୩ଟି ପର୍ୟ୍ୟାୟରେ ଅପରେସନ କରାଯାଇ କନ୍ଧମାଳର ଯୋଡା ମୁଣ୍ଡ ଶିଶୁଙ୍କୁ ଅଲଗା…

ଲଗାଣ ବର୍ଷା ଯୋଗୁଁ କଟକରେ ସ୍କୁଲ ବନ୍ଦ

କଟକ: ଲଗାଣ ବର୍ଷାରେ ଉବୁଟୁବୁ ସିଲଭର ସିଟି। ଅନେକ ଅଞ୍ଚଳ ଏବେ ପାଣି ଘେରରେ। ବିଶେଷକରି ସହରର ତଳି ଅଞ୍ଚଳରେ ପାଣି ଜମି ରହିଛି। ଫଳରେ ଜାନବାହାନ ଚଳାଚଳ ପ୍ରଭାବିତ ହୋଇଛି। ଗତକାଲି ରାତିରୁ ମୂଷଳ ଧାରାରେ ବର୍ଷା ଲାଗି ରହିଛି। ସେପଟେ ପ୍ରବଳ ବର୍ଷାକୁ ଦେଖି ଦିନକ ପାଇଁ ପାଣି ଘେରରେ ଥିବା…

ଭୟଙ୍କର ବର୍ଷାରେ ବେହାଲ ସାରା ଭୁବନେଶ୍ୱର : ରାଜରାସ୍ତାରେ ଲହଡି ମାରୁଛି ପାଣି

ଭୁବନେଶ୍ୱର : ଭୟଙ୍କର ବର୍ଷା ,ଥମିବାର ନାଁ ନେଉନି। ବର୍ଷାରେ ବେହାଲ ସାରା ଭୁବନେଶ୍ୱର ପୂରା ରାଜଧାନୀ ଜଳାର୍ଣ୍ଣବ ହୋଇଛି। ରାଜରାସ୍ତାରେ ଲହଡି ମାରୁଛି ପାଣି। ବିଭିନ୍ନ ତଳି ଅଞ୍ଚଳରେ ପାଣି ପଶି ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ରାସ୍ତାରେ ଯାନବାହନ ଯିବା ମଧ୍ୟ ଅସମ୍ଭବ ହୋଇପଡ଼ିଛି। ଜଳମଗ୍ନ…

ପାରିବାରିକ କଳହର କରୁଣ ପରିଣତି : ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ

ବଲାଙ୍ଗିର: ପୁଣି ପାରିବାରିକ କଳହ ନେଲା ଜୀବନ। ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛି ସ୍ୱାମୀ। ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ପଖନମୁଣ୍ଡା ଗାଁରେ ନିର୍ଦ୍ଦୟୀ ସ୍ୱାମୀର ହାତରେ ଯାଇଛି ସ୍ତ୍ରୀ ଜୀବନ। ମୃତକ ଜଣକ ପ୍ରତିମା ନାଗ। କୌଣସି କଥାକୁ ନେଇ ପ୍ରତିମା ଓ ତାଙ୍କ ସ୍ୱାମୀ ହୃଦା ନାଗଙ୍କ…

ଆଜିଠାରୁ ଯାଞ୍ଚ ହେବ ପୁରୀ ଶ୍ରୀମନ୍ଦିର ଗର୍ଭଗୃହ

ପୁରୀ: ଆଜିଠାରୁ ଯାଞ୍ଚ ହେବ ପୁରୀ ଶ୍ରୀମନ୍ଦିର ଗର୍ଭଗୃହ। ୨୩ ତାରିଖ ପର୍ୟ୍ୟନ୍ତ ଗର୍ଭଗୃହ, ଜଗମୋହନ ଓ ନାଟମଣ୍ଡପ ଯାଞ୍ଚ ହେବ। ନାଟମଣ୍ଡପର ଗରୁଡ଼ ସ୍ତମ୍ଭଉପର ଭାଗ ବିମ୍ ଦୁର୍ବଳ ଅବସ୍ଥାରେ ରହିଛି। ଜଗମୋହନ-ନାଟମଣ୍ଡପର ସଂଯୋଗସ୍ଥଳ ସଙ୍ଗୀନ୍ ସ୍ଥିତିରେ ରହିଛି। ମହାପ୍ରଭୂ ବର୍ତ୍ତମାନ…