Below header
Browsing Category

ରାଜ୍ୟ

ବୈଜୟନ୍ତ ପଣ୍ଡାଙ୍କ ଗିରଫ ଦାବିରେ ବଲାଙ୍ଗୀର ଜିଲ୍ଲାର ଆଦିବାସୀ କଲ୍ୟାଣ ସଂଘର ବିକ୍ଷୋଭ

ଭୁବନେଶ୍ବର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଗିରଫ ଦାବିରେ ବଲାଙ୍ଗୀର ଜିଲ୍ଲାର ଆଦିବାସୀ କଲ୍ୟାଣ ସଂଘ, ତୁରେଇକେଲା ଶାଖା ପକ୍ଷରୁ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ । ସଂଘ ଅଭିଯୋଗ କରିଛି ଯେ କିଟ୍‌,କିସ୍‌ ବିରୋଧରେ ବୈଜୟନ୍ତ ପଣ୍ଡା ଷଡଯନ୍ତ୍ର କରୁଛନ୍ତି । ସେହିପରି…

ଭୁବନେଶ୍ୱରକୁ ନ୍ୟୁ ଷ୍ଟେସନ୍

ଭୁବନେଶ୍ୱର : ରଥଯାତ୍ରା ପୂର୍ବରୁ ଉଦ୍‌ଘାଟିତ ହୋଇଛି ଭୁବନେଶ୍ୱର ନ୍ୟୁ ରେଲେଓ୍ଵ ଷ୍ଟେସନ। ଭୁବନେଶ୍ୱର ଷ୍ଟେସନରୁ ୧୪ କିଲୋମିଟର ଦୂରରେ ରହିଛି ଏହି ଷ୍ଟେସନ । ୨୦୧୨ ମସିହାରେ ଏହି ଷ୍ଟେସନର ନିର୍ମାଣ କାଯ୍ୟର୍ ଆରମ୍ଭ କରାଯାଇଥିଲା। ପାଖାପାଖି ୨୮ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି।…

ଏଣିକି ବର୍ଷକୁ ୨ ଥର ହେବ NEET ଓ JEE ପରୀକ୍ଷା

ନୂଆଦିଲ୍ଲୀ : ଏଣିକି ବର୍ଷକୁ ୨ ଥର ହେବ ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ NEET ଓ ଜଏଣ୍ଟ ଏଣ୍ଟ୍ରାନ୍ସ ଏକ୍‌ଜାମିନେସନ JEE -ମେନ ପରୀକ୍ଷା । ପ୍ରତିବର୍ଷ ଜାନୁଆରୀ ଓ ଏପ୍ରିଲରେ JEE ମେନ ପରୀକ୍ଷା ହେବ । ସେହିପରି ଫେବ୍ରୁଆରୀ ଓ ମେ’ରେ ହେବ NEET ପରୀକ୍ଷା । ଉଭୟ ପରୀକ୍ଷା…

ସେବାୟତଙ୍କ ନିଯୁକ୍ତି ବଂଶାନୁକ୍ରମିକ ନୁହେଁ, ଯୋଗ୍ୟତା ଭିତ୍ତିରେ ହେଉ : ପୁରୀ ଜିଲ୍ଲା ଜଜ୍‌ଙ୍କ ପ୍ରସ୍ତାବ

ପୁରୀ : ଜୁନ୍‌ ୫ ରାୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଥିଲା, ପୁରୀ ଜିଲ୍ଲା ଜଜ୍‌ଙ୍କ ରିପୋର୍ଟ ୱେବ ସାଇଟ୍‌ରେ ଅପଲୋଡ୍‌ ହେଉ। ଏବେ ସୁପ୍ରିମକୋର୍ଟ ୱେବସାଇଟ୍‌ରେ ଆସିଛି ରିପୋର୍ଟ । ୪୦୫ ପୃଷ୍ଠାର ରିପୋର୍ଟ ଦେଇଛନ୍ତି ପୁରୀ ଜିଲ୍ଲା ଜଜ୍‌। ରିପୋର୍ଟରେ ସେବାୟତଙ୍କୁ ନିଯୁକ୍ତି…

ସ୍କୁଲରେ ପିଲାଙ୍କୁ ପାଠ ପଢାଇଲେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ

ପୁରୀ : ପୁଣି ଥରେ ଚର୍ଚ୍ଚାରେ ପୁରୀ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ । ସ୍କୁଲ ପରିଦର୍ଶନ ସହ ପିଲାଙ୍କୁ ପଢାଇଲେ ପାଠ । ସାକ୍ଷୀଗୋପଳ ସ୍ଥିତ ସତ୍ୟବାଦୀ ବନ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ସ୍ୱଛତା ରଖିବା ସହ ପାଠ ପଢାଇଥିଲେ । ଆଉ ବିଷୟ ବସ୍ତୁଥିଲା ରାମାୟଣ । ଏହା ପରେ ଆରମ୍ଭ କରିଥିଲେ…

ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଦାବି: କଳାବ୍ୟାଜ୍ ପିନ୍ଧି ପ୍ରତିବାଦ କରୁଛନ୍ତି ଆଇନଜୀବୀ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଜିଲ୍ଲା ଓକିଲ ସଂଘର ଆନ୍ଦୋଳନ। ଆନ୍ଦୋଳନ ବେଳେ ଓକିଲ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପୋଲିସ୍‌ କିଛି ଆନ୍ଦୋଳନରତ ଆଇନଜୀବୀଙ୍କୁ ଗିରଫ କରିଛି। ଆଜି ଆଇନଜୀବୀମାନେ କଳାବ୍ୟାଜ୍‌ ପିନ୍ଧି ପ୍ରତିବାଦ…

ଜନନୀ ଯାତନାର ଆଉ ଏକ ଚିତ୍ର : ଆମ୍ବୁଲାନ୍ସ ଆସିଲାନି, ଅଟୋରେ ପ୍ରସବ କଲେ ମହିଳା

ନବରଂଗପୁର : ନବରଂଗପୁରରୁ ଆସିଛି ଜନନୀ ଯାତନାର ଆଉ ଏକ ଚିତ୍ର । ଆମ୍ବୁଲାନ୍ସ ଆସିଲାନି, ଅଟୋରେ ପ୍ରସବ କଲେ ମହିଳା । ଘଟଣା ଘଟିଛି ନବରଂଗପୁର ଡାବୁଗାଁ ବ୍ଳକର ଘୋଡାଖୁଣ୍ଟା ଗାଁରେ । ରାତିରେ ମହିଳାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍‌ସକୁ ଫୋନ କରାଯାଇଥିଲା । ଗାଡି ଖରାପ ଅଛି…

ଅନୁଗୁଳରେ ପୁଣି ବ୍ୟାଙ୍କ ଡକାୟତି : ଲକରରୁ ସବୁ ସୁନା ଲୁଟିନେଲେ ଦୁର୍ବୃତ୍ତ

ଅନୁଗୁଳ : ଅନୁଗୁଳରେ ପୁଣି ବ୍ୟାଙ୍କ ଡକାୟତି । ଅନୁଗୁଳ ହରମଉରି ଛକ ନିକଟ ଇଣ୍ଡିଆନ୍‌ ବ୍ୟାଙ୍କ ଶାଖାରୁ ଡକାୟତି ହୋଇଛି । ୪ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ଡକାୟତି କରିଛନ୍ତି । ୪ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣେ ହେଲମେଟ୍‌ ପିନ୍ଧିଥିବାବେଳେ ଅନ୍ୟ ତିନି ଜଣ ମୁଖା ପିନ୍ଧିଥିଲେ । ବ୍ୟାଙ୍କ…

ଏସସିବିରୁ ଡିସଚାର୍ଜ ପରେ ଘରକୁ ଫେରିଲେ ପ୍ରଭାତ ବିଶ୍ୱାଳ : ଅଧିକ ଚିକିତ୍ସା ପାଇଁ ଆଜି ଯିବେ ଦିଲ୍ଲୀ

ଭୁବନେଶ୍ବର : ଘରକୁ ଫେରିଲେ ବିଧାୟକ ପ୍ରଭାତ ବିଶ୍ୱାଳ । ଏସ୍‌ସିବିରୁ ଡିସ୍‌ଚାର୍ଜ ପରେ ବିଧାୟକ ପ୍ରଭାତ ବିଶ୍ୱାଳ ଘରକୁ ଫେରିଛନ୍ତି । ଅଧିକ ଚିକିତ୍ସା ପାଇଁ ସେ ଆଜି ଦିଲ୍ଲୀ ଯିବେ । ରାଜ୍ୟ ବାହାରେ ଚିକିତ୍ସା ପାଇଁ ହାଇକୋର୍ଟ ପ୍ରଭାତ ବିଶ୍ୱାଳଙ୍କୁ ଅନୁମତି ପ୍ରଦାନ କରିଛନ୍ତି ।…

ସୁସ୍ଥ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି : ଆଜି ଶେଷ ହେବ ଓଷଲାଗି

ପୁରୀ : ଧୀରେଧୀରେ ସୁସ୍ଥ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଶ୍ରୀମନ୍ଦିରରେ ଅଣସରରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଫୁଲୁରୀ ତେଲ ଲାଗି ପରେ ପାରମ୍ପରିକ ଭାବେ ଓଷ ଲାଗି କରାଯାଉଛି । ଆଜି ଓଷ ଲାଗି ଶେଷ ହେବ । ଝୁଣା ଓ ରାଶିତେଲରେ ତିଆରି ଏକ ସ୍ୱତନ୍ତ୍ର ପ୍ରଲେପ ଶ୍ରୀବିଗ୍ରହରେ ଲାଗି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠି ମଧ୍ୟରେ ବୋମା ମାଡ

ଗଞ୍ଜାମ: ଗୋଳନୁରା ଥାନା ଅନ୍ତର୍ଗତ ତାତଡାପଲ୍ଲୀ ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ ହୋଇଥିବା ବେଳେ ଉଭୟ ଗୋଷ୍ଠି ପକ୍ଷରୁ ବୋମା ମାଡ ହୋଇଛି। ଆଜି ସକାଳେ ଗୋଟିଏ ଗୋଷ୍ଠିର ଲୋକେ ଆକ୍ରମଣ କରିବା ସହ ବୋମା ମାଡ କରିଥିଲେ। ଏଥିରେ ୧୦ରୁ ଅଥିକ ଆହତ…

ଅଳିଆ ଗଦାରେ ପଡ଼ିଥିବା ବେଳେ କୁକୁର ଖାଇଥିଲା ହାତ: ଏବେ ଆମେରିକାରେ କଟିବ ନୂଆ ଜୀବନ

ଭୁବନେଶ୍ବର: ଦିନେ ଅଳିଆ ଗଦାରେ ପଡ଼ିଥିବା ବେଳେ କୁକୁର ଖାଇଥିଲା ହାତ। ଏବେ ଆମେରିକାରେ କଟିବ ନୂଆ ଜୀବନ। ଭଦ୍ରକର ଅପରାଜିତାକୁ  ପୋଷ୍ୟ କନ୍ୟା ଭାବେ ଗ୍ରହଣ କରିଛନ୍ତି ଆମେରିକୀୟ ଦମ୍ପତ୍ତି। ଗତ ୨୦୧୨ ଫେବ୍ରୁଆରୀ ୧୮ ତାରିଖରେ ଭଦ୍ରକ ନୂଆ ବସ୍ଷ୍ଟାଣ୍ଡ ପାଖରେ ଏକ ଅଳିଆ ଆବର୍ଜନା ଗଦାରେ…