Browsing Category

ରାଜ୍ୟ

ଧର୍ମେନ୍ଦ୍ର ପ୍ରଧାନ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ : ପ୍ରତାପ ଦେବ

ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ । ବିଜେଡି ସାଂସଦ ତଥା ମୁଖପାତ୍ର ପ୍ରତାପ ଦେବ ଏହି ଦାବି କରିଛନ୍ତି । କ୍ରାଇମ୍‌ ସିଣ୍ଡିକେଟ୍‌ ସହ ଧର୍ମେନ୍ଦ୍ରଙ୍କ ସମ୍ପୃକ୍ତି ରହିଛି । ଓଡ଼ିଶାରେ ଏଭଳି ୪ଟି କ୍ରିମିନାଲ କେସ୍‌ ସାମ୍ନାକୁ…

ଭଦ୍ରକ ରାହାଞ୍ଜ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା : ଟ୍ରକ୍ ଧକ୍କାରେ ୫ ଛାତ୍ର ଛାତ୍ରୀ ମୃତ

ଭଦ୍ରକ : ଭଦ୍ରକରେ ହୃଦୟ ବିଦାରକ ଘଟଣା । ଟ୍ରକ୍‌ ଧକ୍କାରେ ୫ ଜଣ ସ୍କୁଲ୍‌ ପିଲାଙ୍କ ମୃତ୍ୟୁ ଘଟିଛି । ୪ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଜଣ ଛାତ୍ରୀ ଓ ୨ ଜଣ ଛାତ୍ର । ମୃତ ପିଲାମାନେ ରାଣୀତାଲ ହାଇସ୍କୁଲର ଛାତ୍ରଛାତ୍ରୀ । ସେମାନଙ୍କ ଘର ରାହାଞ୍ଜ ଓ ଅସୁରା…

“ରାଜ୍ୟରେ ନିପା ଭାଇରସକୁ ନେଇ ଆତଙ୍କିତ ହେବାର କୌଣସି କାରଣ ନାହିଁ,ଏହା ଏକ ଗୁଜବ” : ପ୍ରତାପ ଜେନା

ଭୁବନେଶ୍ବର : ଗୋଆ ଫେରନ୍ତା ବାଲେଶ୍ୱରର କିଛି ଯୁବକ ନିପା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିବା କୁହାଯାଉଥିବା ବେଳେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା ଏହାର ଦୃଢ଼ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଏହା ଗୁଜବ ମାତ୍ର । ଏଥିରେ କିଛି ସତ୍ୟତା ନାହିଁ । ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳର…

ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ପ୍ରସଙ୍ଗରେ ସିବିଆଇ ତଦନ୍ତ ଆରମ୍ଭ !

ଭୁବନେଶ୍ବର : କେନ୍ଦ୍ରାପଡ଼ା ଓ ପାରାଦୀପରେ ଗ୍ୟାଙ୍ଗଷ୍ଟର ଟିଟୋକୁ ପେଟ୍ରୋଲ ପମ୍ପ ଆବଣ୍ଟନ ନେଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ସିବିଆଇ । ଆଇଓସିଏଲ୍‌ର ମୁଖ୍ୟ ମହାପ୍ରବନ୍ଧକ ପ୍ରୀତିଶ ଭାରତ ଏହି ସୂଚନା ଦେଇଛନ୍ତି । ପେଟ୍ରୋଲ ପମ୍ପ ଆବଣ୍ଟନ ୧୦ରୁ ୧୨ଟି ପ୍ରକ୍ରିୟାରେ ହୋଇଥାଏ । ତେବେ ଏଥିରେ…

ଫୋକସରେ ଗୁରୁପ୍ରିୟା ସେତୁ ସୁରକ୍ଷା

ଭୁବନେଶ୍ବର : ଆଗକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେତୁ ଉଦଘାଟନ କରିବେ । ଏହାପୂର୍ବରୁ ମାଲକାନଗିରିରେ ପହଞ୍ଚିଛନ୍ତି ପୋଲିସ ଡିଜି ଆର.ପି ଶର୍ମା। ଉଦଘାଟନ ପୂର୍ବରୁ ପୋଲିସ ଡିଜି ସେତୁର ସୁରକ୍ଷା ଯା଼ଞ୍ଚ କରିଛନ୍ତି । ଏଥିସହ ମାଓପ୍ରବଣ ଇଲାକାରେ ମାଓବାଦୀ ଦମନ ନେଇ ବରିଷ୍ଠ ଅଧିକାରୀଙ୍କ…

ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ଆସନ୍ତାକାଲି ଦିଲ୍ଲୀ ଯିବେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ବର : ଏମସରେ ଚିକିତ୍ସାଧୀନ ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା ବାବଦରେ ସେ ବିଶେଷଜ୍ଞ ଡାକ୍ତରଙ୍କ ସହ ଆଲୋଚନା କରିବେ । ମନ୍ତ୍ରୀ ପ୍ରତାପ ଜେନାଙ୍କ ସହ ଏକ ପାଞ୍ଚଜଣିଆ ଜଣିଆ ଡାକ୍ତରୀ ଟିମ ମଧ୍ୟ ଦିଲ୍ଲୀ ଯିବେ । ଜଗା-ବଳିଆଙ୍କ ସ୍ୱାସ୍ଥ୍ୟାବସ୍ଥା କିପରି ରହିଛି । ସେମାନଙ୍କୁ ଏବେ…

ବିଦ୍ୟୁତ ସଂଯୋଗ ନେଇ ହିତାଧିକାରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ରାୟଗଡ଼ା : ଆଜି ଭିଡିଓ କନଫରେନ୍ସିଂରେ ପ୍ରଧାନମନ୍ତ୍ରୀ ରାୟଗଡ଼ା ଜିଲ୍ଲା ଗୁମ୍ମା ପଞ୍ଚାୟତବାସୀଙ୍କ ସହ କଥା ହୋଇଛନ୍ତି । ଲାକୁବାଡ଼ି ଗାଁର ନାରାୟଣ ନାୟକ ଓ ତାଙ୍କ ପତ୍ନୀ ଲଳିତା ନାୟକଙ୍କ ସହ ବିଦ୍ୟୁତ ସଂଯୋଗ ନେଇ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ । ବିଦ୍ୟୁତ ସଂଯୋଗ ନେଇ ପୂର୍ବରୁ ଥିବା…

ଅଭାବନୀୟ ଘଟଣା : କୀଟନାଶକ ପିଇ ବୃଦ୍ଧ ଦମ୍ପତ୍ତିଙ୍କ ଆତ୍ମହତ୍ୟା

ମୟୁରଭଞ୍ଜ : ବୈଶିଙ୍ଗା ଥାନା ଅନ୍ତର୍ଗତ ଶହିଦପୁର ପଞ୍ଚାୟତ ଭାଗବସା ଗାଁରେ ବୃଦ୍ଧ ଦମ୍ପତ୍ତିଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିଛି। କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ଦମ୍ପତ୍ତି । ଗତକାଲି ଘରୁ ଦୁର୍ଗନ୍ଧ ବାହାରିବାରୁ ଆତ୍ମହତ୍ୟା ଘଟଣା ପଦାକୁ ଆସିଥିଲା । ଖବର ପାଇ ବୈଶିଙ୍ଗା ଥାନା…

କାଙ୍କଡ଼ ତୋଳିବାକୁ ଯାଇ ଭାଇର ମାଡରେ ଭାଇ ମୃତ

ଗଞ୍ଜାମ : କାଙ୍କଡ଼ ତୋଳିବାକୁ କେନ୍ଦ୍ର କରି ସାନ ଭାଇର ମାଡରେ ବଡ ଭାଇର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଦ୍ମପୁର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। କାଙ୍କଡ ତୋଲିବାକୁ ନେଇ ନାଥ ମଲିକ ଓ ଉଦୟ ମଳିକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହାକୁ ନେଇ ସାନ ଭାଇ ଉଦୟ ଓ ତାଙ୍କ…

ରାଜ୍ୟରେ ହାତୀ ଆତଙ୍କ !

ଭୁବନେଶ୍ବର : ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ମୀନା ସିଂହ। କଟକ ଜିଲ୍ଲା ଟାଙ୍ଗୀ ଥାନା ଚାରିଘରିଆର ପାଞ୍ଚଭାୟା ପାହାଡ ନିକଟରେ ମୀନାଙ୍କୁ ଆକ୍ରମଣ କରିଥିଲା ଦନ୍ତା। ସେ ଛେଳି ଚରାଇବାକୁ ଯାଇ ଆଉ ଘରକୁ ଫେରିନଥିଲେ। ଖୋଜାଖୋଜି କରିବା ପରେ ଆଜି ସକାଳେ ପାହାଡ ତଳୁ…

ଅପମିଶ୍ରିତ ତୈଳ କାରଖାନାରେ ଚଢାଉ : ଜବତ ହେଲା ୨୫ଶହ ଲିଟର ନକଲି ଡିଜେଲ

ଗଂଜାମ : ପାଟପୁର ଥାନା ଭାଲିଆ ଝୋଳା ଛକଠାରେ ଚାଲିଥିବା ଅପମିଶ୍ରିତ ତୈଳ କାରଖାନା ଉପରେ ଚଢାଉ କରିଛି ପ୍ରଶାସନ । ଚଢାଉବେଳେ କାରଖାନାର ମାଲିକ ଓ କର୍ମଚାରୀ ଚମ୍ପଟ ମାରିଥିବା ବେଳେ କାରଖାନାକୁ ସିଲ କରିଦିଆଯାଇଛି । ହାଲିଆଝୋଳାରେ କିରୋସିନିରେ ବିଭିନ୍ନ ରାସାୟନିକ ସାମଗ୍ରୀ ମିଶାଇ ପେଟ୍ରୋଲ…

ପୁଣି ପ୍ରବଳ ବର୍ଷା ସମ୍ଭାବନା !

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ଭିତରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯାହା ଆସନ୍ତା ସପ୍ତାହ ସୁଦ୍ଧା ଲଘୁଚାପରେ ପରିଣତ ହେବ। ଏହାର ପ୍ରଭାବରେ ଉତ୍ତର ଓ ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା…