Below header
Browsing Category

ରାଜ୍ୟ

କଟକ ଭିଜିଲାନ୍ସଙ୍କ ହାତରୁ ଗିରଫ ହୋଇ ଚୌଦ୍ୱାର ଜେଲରେ ଢେଙ୍କାନାଳର କୋଟିପତି ଆରଟିଓ

କଟକ: ଚୌଦ୍ୱାର ଜେଲରେ ଢେଙ୍କାନାଳର କୋଟିପତି ଆରଟିଓ ବସନ୍ତ କୁମାର ବେହେରା। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କଟକ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ତାଙ୍କୁ କୋର୍ଟରେ ହଜାର କରାଯାଇଥିଲା। ତାଙ୍କୁ ଚୌଦ୍ୱାର ଜେଲକୁ ପଠାଯାଇଛି। ଆଜି ତାଙ୍କର ଜାମିନ ଶୁଣାଣି ହୋଇପାରେ।…

ଚାଷୀଙ୍କ ପାଇଁ ହୋଇପାରେ କୃଷିଋଣ ଛାଡ଼

ଭୁବନେଶ୍ବର : ଚାଷୀଙ୍କ ପାଇଁ ହୋଇପାରେ କୃଷିଋଣ ଛାଡ଼ । ଏନେଇ ରାଜ୍ୟ ସରକାର ବିଚାରବିମର୍ଶ କରୁଛନ୍ତି । କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଛନ୍ତି, ଚାଷୀଙ୍କ ହିତ ପାଇଁ ଯାହା ଆବଶ୍ୟକ, ସେନେଇ ପଦକ୍ଷେପ ନିଆଯିବ । ସେପଟେ ଚାଷୀଙ୍କୁ ଆଣ୍ଡ୍ରଏଡ୍‌ ଫୋନ୍‌ ପ୍ରଦାନ କରାଯିବ । ମନ୍ତ୍ରୀ…

ପରିବା ବଜାରରେ ଲାଗିଛି ନିଆଁ : କନ୍ଦାଉଛି ପିଆଜ

ଭୁବନେଶ୍ବର : ରାଜ୍ୟରେ ପନିପରିବା ଦର ବଢ଼ିବାରେ ଲାଗିଛି । ବିଶେଷ କରି ସପ୍ତାହେ ହେଲା ବଢ଼ିଚାଲିଛି ପିଆଜ ଦର । ୨୦ ଟଙ୍କାରୁ ବଢି ୨୫ରେ ପହଞ୍ଚିଲାଣି । ଅନ୍ୟ ପରିବା ମଧ୍ୟରେ ଆଳୁ କିଲୋ ୧୭, ଜହ୍ନି ୪୦, ବାଇଗଣ ୪୦, ବିନ୍‌ସ ୮୦ରୁ ୯୦, କ୍ୟାପ୍‌ସିକମ୍‌ ୧୨୦, ଭେଣ୍ଡି ୫୦, କଲରା ୫୦ରୁ ୬୦,…

ସମସ୍ତଙ୍କୁ ଶ୍ରୀମନ୍ଦିର ପ୍ରବେଶ ସୁଯୋଗ ନେଇ ସୁପ୍ରିମ୍‌କୋର୍ଟଙ୍କ ପ୍ରସ୍ତାବକୁ ସେବାୟତଙ୍କ ଅଗ୍ରାହ୍ୟ

ଭୁବନେଶ୍ବର : ସୁପ୍ରିମ୍‌କୋର୍ଟଙ୍କ ପ୍ରସ୍ତାବ । ପୁରୀ ଜିଲ୍ଲାଜଜ୍‌ଙ୍କ ରିପୋର୍ଟ ଅନୁସାରେ ଶ୍ରୀମନ୍ଦିର ସେବାୟତ ନିଯୁକ୍ତିରେ ବଂଶାନୁକ୍ରମିକ ପ୍ରଥା ବନ୍ଦ ହେଉ । ସେହିପରି ଶ୍ରୀମନ୍ଦିରରେ ସମସ୍ତଙ୍କ ପ୍ରବେଶ ଉପରେ ବିଚାର କରିବା ପାଇଁ ପ୍ରଶାସନକୁ ସୁପ୍ରିମ୍‌କୋର୍ଟ କହିଛନ୍ତି । କିନ୍ତୁ…

ବଢି ଚାଲିଛି ପିଆଜ ଦର

ଭୁବନେଶ୍ବର: ସପ୍ତାହକ ମଧ୍ୟରେ ଦର ୨୦ରୁ ବଢି ୨୫ ଟଙ୍କାରେ ପହଞ୍ଚିଛି। ଦର ନିୟନ୍ତ୍ରଣ ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି। କଳାବଜାରୀ ରୋକିବାକୁ ସବୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଆନ୍ଧ୍ରରୁ ପିଆଜ ଆସିଲେ ୧୦ରୁ ୧୫ଦିନ ମଧ୍ୟରେ ଦର କମିବ ବୋଲି ସମୀକ୍ଷା କରି…

୧୮ ବର୍ଷ ପରେ ଦୁନିଆ ଦେଖିଲେ ସୂର୍ଯ୍ଯମଣି

ଗଞ୍ଜାମ: ପାଠ ପଢ଼ିବେ, ଘର ସମସ୍ୟା ଦୂର କରିବେ। ଏଇ ଇଚ୍ଛା ଥିଲା ସୂର୍ୟ୍ୟମଣିଙ୍କର। ମାତ୍ର ଭାଗ୍ୟର ବିଡମ୍ବନା, ଦୃଷ୍ଟିଶକ୍ତି ହରାଇଥିବା ଯୋଗୁ ଏହି ସମସ୍ତ ସ୍ୱପ୍ନ ଅଧୁରା ରହିଯାଇଥିଲା ତାଙ୍କର। ପିଲାଟି ଦିନରୁ ଦୃଷ୍ଟିଶକ୍ତି କମ୍ ରହିଥିବା ସୂଯ୍ୟର୍ମଣିଙ୍କ ବୟସ ବଢ଼ିବା ସାଙ୍ଗକୁ ଦୃଷ୍ଟି…

ଗ୍ୟାଙ୍ଗଷ୍ଟର ଟିଟୋ ଘରେ କ୍ରାଇମବ୍ରାଞ୍ଚ

କେନ୍ଦ୍ରାପଡା: ଗ୍ୟାଙ୍ଗଷ୍ଟର ଟିଟୋ ଘରେ କ୍ରାଇମବ୍ରାଞ୍ଚର ଏସଟିଏଫ ଟିମ୍। ଗ୍ୟାଙ୍ଗଷ୍ଟର ଟିଟୋର ଅପରାଧିକ ମାମଲାର ତଦନ୍ତ କରିବ ଟିମ୍। ଏହାସହ ଆର୍ଥିକ କାରବାରର ମଧ୍ୟ ଖୋଳତାଡ କରାଯିବ। ବର୍ତ୍ତମାନ ଟିଟୋର ଦିଲାରପୁର ଘର ସମେତ ୬ଟି ସ୍ଥାନରେ ରେଡ ଚାଲିଛି। ଏସଟିଏଫ ଏସପି ସତ୍ୟଜିତ୍ ନାୟକଙ୍କ…

ରାୟଗଡ଼ା: ଡାକ୍ତର ପଦବୀ ପୂରଣ ଦାବିରେ ରାୟଗଡ଼ା ଜିଲ୍ଲା ଆମ୍ବଦଳାରେ ବନ୍ଦ ଡାକରା

ରାୟଗଡା: ଡାକ୍ତର ପଦବୀ ପୂରଣ ଦାବିରେ ରାୟଗଡ଼ା ଜିଲ୍ଲା ଆମ୍ବଦଳାରେ ବନ୍ଦ ଡାକରା। ବନ୍ଦ ଯୋଗୁ ସମସ୍ତ ଦୋକାନ, ବଜାର ବନ୍ଦ ରହିବା ସହ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି। ଆମ୍ବଦଳା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ଯୁବକମାନେ ଧାରଣାରେ ବସିଛନ୍ତି। ଜାତୀୟ ରଜପଥ ଉପରେ ଶହ ଶହ ଟ୍ରକ ଅଟକି…

ଜୟପୁର: ବିଷାକ୍ତ ଛତୁ ଖାଇ ୧୨ ଅସୁସ୍ଥ

ଜୟପୁର: ବିଷାକ୍ତ ଛତୁ ଖାଇ ୧୨ ଅସୁସ୍ଥ। ଜୟପୁର କୁନ୍ଦାରୀଗୁଡ଼ା ଅଞ୍ଚଳର ୧୨ଜଣଙ୍କୁ ଜୟପୁର ଉପଖଣ୍ଡ ଡାକ୍ତରଖାରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଛତୁ ତରକାରୀ ଖାଇବା ପରେ ସମସ୍ତଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା। ବିଷାକ୍ତ ଛତୁଖାଉଥିବାରୁ ବାରମ୍ବାର ଏଭଳି ଘଟଣା ଦେଖୁବାକୁ…

ପୁଣି ଅନ୍ଧବିଶ୍ୱାସର କରୁଣ ପରିଣତି: ଚେଙ୍କ ନେଲା କଅଁଳା ଶିଶୁପୁତ୍ରର ଜୀବନ

ନବରଙ୍ଗପୁର: ଯୁଗ ବଦଳିବା ସହିତ ବଦଳୁଛି ମାନସିକତା ହେଲେ ଏବେବି ରହି ଯାଇଛି ଅନ୍ଧବିଶ୍ବାସ। ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପେଟୁଗୁଡ଼ା ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ପେଟ ଯନ୍ତ୍ରଣା ଭଲ କରିବା ପାଇଁ ଏକ ମାସର ଶିଶୁପୁତ୍ରକୁ ଚେଙ୍କ ଦେଲା ଜନ୍ମକଲା ମା’। ଏହା ପରେ ଶିଶୁଟି…

ଘରୋଇ କଳହରୁ ରକ୍ତପାତ: ଶାଶୂକୁ ହାଣିଲା ବୋହୂ

କେନ୍ଦୁଝର: ଶାଶୂକୁ ପନିକିରେ ହାଣିଲା ବୋହୂ। ତେଲକୋଇ ଥାନା ଶିରିପଡ଼ା ଗାଁରେ ଏହି ଅଘଟଣ ଘଟିଛି। ଆହତ ଜଣକ ହେଉଛନ୍ତି ଜେମାମଣି ମହାନ୍ତ। କୌଣସି କାରଣକୁ ନେଇ ବୋହୂ ପିଙ୍କି ମହାନ୍ତ ଓ ଶାଶୂ ଜେମାମଣିଙ୍କ ମଧ୍ୟରେ କଳି ହୋଇଥିଲା। ସାମାନ୍ୟ ବଚସା ଧୀରେ ଧୀରେ ନେଇଥିଲା ଉଗ୍ରରୂପ। ବୋହୂ…

୩ ହଜାର ଟଙ୍କା ନଦେବାରୁ ମିଳିଲାନି ରକ୍ତ : ୨ ଦିନର ନବଜାତକୁ ଧରି ବସଷ୍ଟାଣ୍ଡରେ ରାତି କାଟିଲେ ପ୍ରସୂତି

ନବରଙ୍ଗପୁର: ବାଟବଣା ସ୍ୱାସ୍ଥ୍ୟସେବା। ପୁଣି ଏଭଳି ଚିତ୍ର ସାମନାକୁ ଆସିଛି। ନବରଙ୍ଗପୁର ଜିଲ୍ଲାର ଏମିତି ଏକ ଘଟଣା ଘଟିଛି। ଅଭିଯୋଗ ହୋଇଛି, ଜଣେ ପ୍ରସୂତୀଙ୍କୁ ହସ୍ପିଟାଲ କର୍ମଚାରୀ ରକ୍ତ ପାଇଁ ୩ ହଜାର ଟଙ୍କା ମାଗିଥିଲେ। ଟଙ୍କା ଦେବାକୁ ଅକ୍ଷମତା ପ୍ରକାଶ କରି ଦମ୍ପତି ହସ୍ପିଟାଲରୁ ପଳାଇ…