Browsing Category

ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ, ଦୁଇବର୍ଷ ମଧ୍ୟରେ ସଂପୂର୍ଣ୍ଣ ପଲିଥିନମୁକ୍ତ ହେବ ଓଡ଼ିଶା

ଭୁବନେଶ୍ବର: ଦୁଇବର୍ଷ ମଧ୍ୟରେ ସଂପୂର୍ଣ୍ଣ ପଲିଥିନ୍ମୁକ୍ତ ହେବ ଓଡ଼ିଶା। ଅକ୍ଟୋବର ୨ରୁ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। 'ଆମ ମୁଖ୍ୟମନ୍ତ୍ରୀ ଆମ କଥା' କାର୍ୟ୍ୟକ୍ରମରେ ଅକ୍ଟୋବର ୨ରୁ ସବୁ ମ୍ୟୁନିସିପାଲଟିରେ ଏନେଇ କାର୍ୟ୍ୟ…

ଗଞ୍ଜାମ: ମଦ ପାଇଁ ବାପାକୁ ମାରିଲା ପୁଅ

ଗଞ୍ଜାମ: ମଦ ପାଇଁ ନିଜର ହିତାହିତ ଜ୍ଞାନ ଭୁଲିଗଲା ପୁଅ। ବାପାକୁ କୂଅ ଭିତରକୁ ଠେଲି ମାରିଦେଲା। ଏପରି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ବଡ଼ଗଡ଼ ଥାନା ସିଦ୍ଧପୁର ଗାଁରେ। ମଦ ପିଇବା ପାଇଁ ପୁଅକୁ ଆଉ ୫ ଟଙ୍କା ଆବଶ୍ୟକ ଥିଲା। ବାପାଙ୍କୁ ଟଙ୍କା ମାଗିବାରୁ ସେ ଦେବାକୁ ମନା କରିଥିଲେ। ଏଥିରେ…

ସୁସ୍ଥ ହୋଇ ଓଡ଼ିଶା ଫେରିଲେ ପପୁ : ଭିଡ଼ିଓ ଯୋଗେ ଜଣାଇଲେ ଧନ୍ୟବାଦ !

ଭୁବେନେଶ୍ବର : ଓଲିଉଡ଼ର ହାସ୍ୟକଳାକାର ଏବଂ ଅଭିନେତା ପପୁ ପମପମ୍ ଗତ ରାତିରେ ଭୁବନେଶ୍ବର ଫେରିଛନ୍ତି। ସେ ବିଗତ ଦୁଇ ମାସ ହେବ ଦିଲ୍ଲୀ ଏମସରେ ଚିକିତ୍ସିତ ହେଉଥିଲେ। ସେ ରାଜ୍ୟବାସୀକୁ ଧନ୍ୟବାଦ ଜଣାଇ ଏକ ଭିଡ଼ିଓ ପ୍ରସ୍ତୁତ କରିଥିବା ବେଳେ ତାହାକୁ ସେୟାର କରିଛନ୍ତି ଓଲିଉଡ଼ ଅଭିନେତା…

ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କରିବାକୁ ଅନୁରୋଧ

କେନ୍ଦ୍ରାପଡ଼ା: ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗ୍ରହଣ କରିବା ପାଇଁ ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଚିଠି ଲେଖିଲେ ବିଜେଡି ସାଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ। ବୈଜୟନ୍ତ ପଣ୍ଡା ସ୍ୱେଚ୍ଛାକୃତ ଭାବେ ବିଜେଡିରୁ ଏବଂ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି। ତେଣୁ ଭାରତୀୟ…

ମଝି ସମୁଦ୍ରରେ ବୁଡ଼ିଲା ମାଛ ଧରା ଡଙ୍ଗା : ୭ ମତ୍ସ୍ୟଜୀବୀ ଉଦ୍ଧାର ,ଜଣେ ନିଖୋଜ

ଭଦ୍ରକ : ଡଙ୍ଗା ବୁଡ଼ି ଯିବାରୁ ୮ ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇ ଯାଇଥିଲେ। ଭଦ୍ରକ ଜିଲ୍ଲା ଧାମରା ହ୍ଵିଲର ଦ୍ୱୀପ ନିକଟରେ ଏହି ଅଘଟଣ ଘଟିଛି। ତେବେ ୭ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି । ଧାମରା ମେରାଇନ ପୋଲିସ ପକ୍ଷରୁ ଉଦ୍ଧାର କାର୍ୟ୍ୟ ଜାରି…

ସଂପର୍କରେ ଲାଗିଲା ଦାଗ : ଦାଦା କଲା ଝିଆରୀକୁ ଦୁଷ୍କର୍ମ

ବାଲେଶ୍ବର : କବାଟ ଭାଙ୍ଗି ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ବାଲେଶ୍ୱର ଜିଲ୍ଲା ସୋର ଥାନା ହଟସାହିରେ ସମ୍ପର୍କୀୟ ଦାଦା ଝିଆରିକୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ ନାବାଳିକା ଜଣକ ଶୋଇଥିବାବେଳେ ଅଭିଯୁକ୍ତ ସୁବାଷ ଘର କବାଟ ଖୋଲି ନାବାଳିକାର ମୁହଁ ବନ୍ଦ…

ଧରାପଡିଲା ବସ୍ ଚୋର !

ବାଲେଶ୍ବର : ଶେରଗଡ଼ ଟୋଲ୍ ଗେଟରୁ ବସ୍ ସହ ବସ୍ ଚୋରକୁ ଗିରଫ କଲା ପୋଲିସ। ଗୌରାଙ୍ଗ ସାହୁ ନାମକ ଜଣେ ଯୁବକ ବସଟିକୁ ବାଲେଶ୍ୱର କାନ୍ଥି ବସଷ୍ଟାଣ୍ଡରୁ ଚୋରିକରି ଭଦ୍ରକ ଯାଉଥିବାବେଳେ ୧୬ନମ୍ବର ଜାତୀୟ ରାଜପଥ ଉପରେ ଟୋଲ୍ ଗେଟ୍ କର୍ମଚାରୀ ଅଟକାଇଥିଲେ। ତେବେ ଟୋଲ୍ ଫି ମାଗିବାରୁ କର୍ମଚାରୀଙ୍କ ସହ…

ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍: ଜଣେ ମୃତ ,୧୫ରୁ ଉର୍ଦ୍ଧ୍ୱ ଆହତ

କେନ୍ଦ୍ରାପଡା: ଭାରସାମ୍ୟ ହରାଇ ଓଲଟିଲା ପିକଅପ୍ ଭ୍ୟାନ୍। ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୫ରୁ ଉର୍ଦ୍ଧ୍ୱ ଶ୍ରମିକ ଆହତ ହୋଇଛନ୍ତି। ସମସ୍ତଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଜମ୍ବୁ- ମାର୍ଶାଘାଇ ମୁଖ୍ୟ ରାସ୍ତା ମଙ୍ଗଳପୁର ନିକଟରେ ଆଜି ସକାଳେ…

ପୁଣି ବଗି ଛାଡି ଗଡିଲା ଇଞ୍ଜୀନ!

ପୁରୀ: ଆଗକୁ ୫ କିଲୋମିଟର ଗଲା ପରେ ପୁଣି ଫେରିଲା ପୁରୀ-କଟକ ପାସେଞ୍ଜର। ତିନିଟି ବଗିକୁ ନେବା ପରେ ଛାଡ଼ିଲା ଟ୍ରେନ୍। ଏପରି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ରେଳ ଷ୍ଟେସନରେ। ରାତି ୮ଟାରେ ପୁରୀ-କଟକ ପାସେଞ୍ଜର ଟ୍ରେନ୍ ଛାଡିଥିଲା। ହେଲେ ଟ୍ରେନର ଶେଷ ତିନିଟି ବଗି ଷ୍ଟେସନରେ ରହିଯାଇଥିଲା।…

ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ରାଜ୍ୟ ସରକାର

ନୁଆଦିଲ୍ଲୀ: ଲୋକାୟୁକ୍ତ ନିଯୁକ୍ତି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିବେ ରାଜ୍ୟ ସରକାର। ସତ୍ୟପାଠ ଦାଖଲ କରିବାକୁ ମୁଖ୍ୟ ଶାସନ ସଚିବ ଦିଲ୍ଲୀ ଗସ୍ତ କରିଛନ୍ତି। ଲୋକାୟୁକ୍ତ ଗଠନ ନେଇ ସରକାର କ’ଣ କରିଛନ୍ତି ଓ ଆଗକୁ କେଉଁ ସବୁ କାର୍ୟ୍ୟପନ୍ଥା ଗ୍ରହଣ କରିବେ ସେନେଇ ରାଜ୍ୟ…

ହଟହଟା ହେଲେ ବାଲିକୁଦା-ଏରସମା ବିଧାୟକ ଭିଡିଓ ହେଲା ଭାଇରାଲ

ଜଗତସିଂହପୁର: ଅନ୍ଧାରୀ ପହଞ୍ଚାୟରେ ହଟହଟା ହେଲେ ବାଲିକୁଦା-ଏରସମା ବିଧାୟକ ପ୍ରଶାନ୍ତ ମୁଦୁଲି। ଲୋକଙ୍କ ଆକ୍ରୋଶର ଶିକାର ହେଲେ ବିଧାୟକ। ପାଖାପାଖି ଏକ ଘଣ୍ଟା ବିଧାୟକଙ୍କୁ ଅଟକ ରଖିଲେ ଗୁଆମୁଣ୍ଡା ଗାଁଲୋକେ। ବିଧାୟକଙ୍କ ଗାଡ଼ି ଚାବି ଛଡ଼ାଇନେଲେ, କାଦୁଅ ରାସ୍ତାରେ ଚାଲିବାକୁ ବିଧାୟକଙ୍କୁ…

ଟ୍ରକକୁ ଧକ୍କା ଦେଲା ବସ୍ ଜଣେ ମୃତ, ୨୫ରୁ ଉର୍ଦ୍ଧ୍ୱ ଆହତ

କେନ୍ଦୁଝର: ଟ୍ରକକୁ ଧକ୍କା ଦେଲା ବସ୍। ଦୁର୍ଘଟଣାରେ ଜଣେ ମୃତ, ୨୫ରୁ ଉର୍ଦ୍ଧ୍ୱ ଆହତ। ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ବସଟି କେନ୍ଦୁଝର ଜିଲ୍ଲା ବାଟହରିଚନ୍ଦନପୁର ନିକଟରେ ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବସ୍…