Browsing Category

ରାଜ୍ୟ

ସବୁଜ ମହାନଦୀ ମିଶନ୍

ଭୁବନେଶ୍ବର: ନଦୀ ତିଆରି କରେ ସଭ୍ୟତା। ନଦୀ ତିଆରି କରେ ଜନବସତି। ମହାନଦୀ ଓଡ଼ିଶାର ମା। କାରଣ ରାଜ୍ୟର ମୋଟ୍ ୩୦ଟି ଜିଲ୍ଲା ମଧ୍ୟରୁ ୧୫ଟି ଜିଲ୍ଲା ଦେଇ ପ୍ରବାହିତ ହୋଇଛି ମହାନଦୀ। ଏଇ ନଦୀ ପାଲଟିଛି ରାଜ୍ୟବାସୀଙ୍କ ଜୀବନ ରେଖା। ହେଲେ ଏଇ ଜୀବନ ରେଖା ଏବେ ବିପଦରେ। ତେବେ ମହାନଦୀ ଜଳ ବିବାଦକୁ…

ଏବେ ରାଜ୍ୟ ଅଗ୍ନିଶମ ବିଭାଗରେ ମିଳିବ ମହିଳାଙ୍କୁ ନିଯୁକ୍ତି !

ଭୁବନେଶ୍ବର : ପ୍ରଥମ ଥର ଲାଗି ମହିଳାଙ୍କୁ ଅଗ୍ନିଶମ ଅଧିକାରୀ ଓ କର୍ମଚାରୀ ପଦବୀରେ ନିଯୁକ୍ତି ମିଳିପାରେ। ଅପରେସନାଲ ଡ୍ୟୁଟିରେ ମହିଳାଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ସୃଷ୍ଟି ହୋଇଛି। ଏଥିପାଇଁ ରାଜ୍ୟ ଗୃହ ବିଭାଗକୁ ହୋମ୍‌ଗାର୍ଡ ଓ ସିଭିଲ୍ ଡିଫେନ୍ସ ଡିଜି ବି. କେ. ଶର୍ମା ପ୍ରସ୍ତାବ…

ଢ଼େଙ୍କାନାଳ ମନ୍ଦିରରୁ ଚୋରି : ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ

ଢ଼େଙ୍କାନାଳ : ମନ୍ଦିରରୁ ଚୋରି। ଲକ୍ଷାଧିକ ଟଙ୍କାର ସାମଗ୍ରୀ ଲୁଟ ଅଭିଯୋଗ। କାମାକ୍ଷାନଗର ଥାନା ମାଳପୁରା ରାମ ମନ୍ଦିରରୁ ଚୋରି କରିବା ସହ ମନ୍ଦିର ହୁଣ୍ଡି ଭାଙ୍ଗିଦେଇଛନ୍ତି ଦୁର୍ବୁତ୍ତ। ଗତକାଲି ବିଳମ୍ବିତ ରାତିରେ ହୋଇଛି ଏହି ଲୁଟ। ଦୁର୍ବୁତ୍ତ ମାନେ ଚୋରି କରିବା ସହ ମନ୍ଦିରରେ ଲାଗିଥିବା…

ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କ: ଏସଟିଏଫ୍, ଇଓଡବ୍ଲ୍ୟୁ ପରେ ଏବେ ଭିଜିଲାନ୍ସ

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ଏସଟିଏଫ୍, ଇଓଡବ୍ଲ୍ୟୁ ପରେ ଏବେ ଭିଜିଲାନ୍ସ। ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ଆଜି କେନ୍ଦ୍ରାପଡ଼ା, କଟକ ଓ ଚଣ୍ଡିଖୋଳର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଟିଟୋର ସରକାରୀ ବାବୁ ସମ୍ପର୍କ ନେଇ ଏହି ଚଢ଼ାଉ…

ବାଇକରୁ ପଡି ଆରୋହୀ ଗୁରୁତର

କଟକ: ବାଇକରୁ ପଡି ଆରୋହୀ ଗୁରୁତର। ଏହାକୁ ନେଇ ଉତ୍ତେଜନା। ଉତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି। କଟକ ଜିଲ୍ଲା ନରସିଂହପୁରରୁ କମଳାଡିହ ରାସ୍ତାର ଶରଧାପୁରରେଠାରେ ରାସ୍ତାରୋକ କରିଛନ୍ତି ଲୋକେ। ନିରସିଂହପୁର ଥାନା ଅଧିକାରୀ ଲୋକଙ୍କୁ ବୁଝାସୁଝା କରୁଛନ୍ତି। ନିରସିଂହପୁରରୁ କମଳାଡିହ ରାସ୍ତାର…

କୁଆଖାଇ ନଦୀରେ ବୁଡ଼ିଗଲେ ୬ ଛାତ୍ର : ଦୁଇ ମୃତ, ୪ ଉଦ୍ଧାର

ଭୁବନେଶ୍ବର: ଦୁଇ ଦିନ ମଧ୍ୟରେ ପୁଣି କୁଆଖାଇ ନଦୀରେ ଅଘଟଣ ଘଟିଛି। ନଦୀରେ ଗାଧୋଇବା ସମୟରେ ଭାସିଗଲେ ୬ ଜଣ ଛାତ୍ର । ସେଠାରେ ଉପସ୍ଥିତ ଥିବା ସ୍ଥାନୀୟ ଲୋକଙ୍କ ଦ୍ବାରା ୪ ଜଣ ଛାତ୍ର ଉଦ୍ଧାର ହୋଇଥିବା ବେଳେ,ଦୁଇ ଛାତ୍ର ମୃତ। ମୃତକଙ୍କ ନାଁ ସପିକ୍ ଦିଗଲ୍ ଓ ଭୁବନେଶ୍ୱର ୟୁନିଟ୍ ନାଇନ୍ ବଏଜ୍…

ସେଲସ୍ ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ

ଭୁବନେଶ୍ୱର: ନାରାୟଣ ମୋଟର୍ସ ସେଲସ୍ ମ୍ୟାନେଜରଙ୍କୁ ମରଣାନ୍ତକ ଆକ୍ରମଣ। ମୁମୁର୍ଷୁ ଅବସ୍ଥାରେ ପିପିଲି ଜୟସପାଟଣା ଛକରୁ ତାଙ୍କୁ ଉଦ୍ଧାର କରାଯାଇଛି। ଚିକିତ୍ସା ପାଇଁ ତାଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ। ଗତକାଲି ରାତିରେ ଭୁବନେଶ୍ୱର ପାତ୍ରପଡ଼ାରେ ଏକ ଢାବାରେ…

ସେପ୍ଟେମ୍ବରରେ ହେବ ପ୍ରଥମ ୱାର୍ଲଡ ବିଶ୍ୱବିଦ୍ୟାଳୟ ଚେସ୍ ଚାମ୍ପିଅନସିପ

ଭୁବନେଶ୍ବର: ସେପ୍ଟେମ୍ବରରେ ବ୍ରାଜିଲରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ୱାର୍ଲଡ ବିଶ୍ୱବିଦ୍ୟାଳୟ ଚେସ୍ ଚାମ୍ପିଅନସିପ ପାଇଁ କିଟରେ ଆରମ୍ଭ ହୋଇଯାଇଛି ଟିମ୍ ଚୟନ ପ୍ରକ୍ରିୟା। ଏଥିରେ ସାରା ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ପ୍ରତିଯୋଗୀ ଭାଗ ନେଇଛନ୍ତି। ଉଭୟ ମହିଳା ଓ ପୁରୁଷ ବିଭାଗରେ ୮ ଜଣ…

ଜମାଦାରଙ୍କ ହ୍ବିଦିଲରେ ଏଟିଏମ ଲୁଟେରା ଚମ୍ପଟ

କେନ୍ଦୁଝର: ମାତିଛନ୍ତି ଏଟିଏମ ଲୁଟେରା। ସଦର ଥାନା ଅନ୍ତର୍ଗତ ପଦ୍ମପୁର ଷ୍ଟେଟ ବ୍ୟାଙ୍କ ଶାଖା ନିକଟରେ ଥିବା ଏଟିଏମରୁ ଲୁଟ୍ ଉଦ୍ୟମ ହୋଇଛି। ଦୁର୍ବୃତ୍ତମାନେ ଏଟିଏମ୍ ଭାଙ୍ଗି ଦେଇଛନ୍ତି। ଲୁଟ୍ ଉଦ୍ୟମ ବେଳେ ସେଠାରେ ଥିବା ବାହାଦୂର ହୁଇସିଲ ମାରିବା ସହ ପୋଲିସକୁ ଫୋନ କରି ଜଣାଇବାରୁ…

ରାଜ୍ୟ ସରକାର କ୍ଷତିଗ୍ରସ୍ତ ଚାଷୀଙ୍କୁ ସବସିଡି ଦରରେ ଯୋଗାଇବେ ବିହନ

ଭୁବନେଶ୍ବର: ରାଜ୍ୟରେ ପ୍ରବଳ ବର୍ଷାରେ ଧାନ ଚାଷ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ଅନେକ ସ୍ଥାନରେ ତଳି ନଷ୍ଟ ହୋଇଯାଇଛି। ଆଣ୍ଠୁଏ ଆଣ୍ଠୁଏ ପାଣିରେ ବୁଡି ରହିବା ଫଳରେ ପଚି ଯାଇଛି ତଳି। ଫଳରେ ରୁଆ ପୋତା ହୋଇପାରୁନି। ତେଣୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ରାଜ୍ୟ ସରକାର ସବସିଡି ଦରରେ ବିହନ…

ସିଆରପିଏଫ ଇଣ୍ଟର ଜୋନ୍ ହକି ପ୍ରତିଯୋଗିତା-୨୦୧୮ଉଦ୍ଘାଟିତ

ଭୁବନେଶ୍ବର: କିଟ୍ ହକି ଷ୍ଟାଡିଅମରେ ଉଦ୍ଘାଟିତ ହୋଇଛି ସିଆରପିଏଫ ଇଣ୍ଟର ଜୋନ୍ ହକି ପ୍ରତିଯୋଗିତା-୨୦୧୮। ଏଥିରେ ସିଆର୍ପିଏଫର ୪ ଟି ଜୋନ୍ରୁ ୨ଟି ଲେଖାଏଁ ଟିମ୍ ଭାଗ ନେଇଛନ୍ତି । ୨୮ ତାରିଖ ପର୍ୟ୍ୟନ୍ତ ପ୍ରତିଯୋଗିତା ଚାଲିବ। ଓଡିଶା ସେକ୍ଟର ସିଆରପିଏଫ୍ ଆଇଜି ଭିତୁଲ୍ କୁମାର ଯୋଗ ଦେଇ ଏହାକୁ…

ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଣାଇ ଗସ୍ତ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଣାଇ ଗସ୍ତ। ଏହି ଗସ୍ତରେ ମାରାଥନ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ। ସକାଳ ୧୦ଟା ୪୦ ମିନିଟରେ ଗୁରୁଣ୍ଡିଆ ବ୍ଳକ୍ ରୁକୁଡ଼ା ମଧ୍ୟମ ଜଳସେଚନ ପ୍ରକଳ୍ପ ଉଦଘାଟନ କରିବା କାର୍ୟ୍ୟକ୍ରମ ରହିଛି । ସେଠାରୁ ୧୧ଟା ୨୫ରେ ବାହାରି ବଣାଇର ରାଜା ଧରଣୀଧର…