Below header

ସେପ୍ଟେମ୍ବରରେ ହେବ ପ୍ରଥମ ୱାର୍ଲଡ ବିଶ୍ୱବିଦ୍ୟାଳୟ ଚେସ୍ ଚାମ୍ପିଅନସିପ

ଭୁବନେଶ୍ବର: ସେପ୍ଟେମ୍ବରରେ ବ୍ରାଜିଲରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ୱାର୍ଲଡ ବିଶ୍ୱବିଦ୍ୟାଳୟ ଚେସ୍ ଚାମ୍ପିଅନସିପ ପାଇଁ କିଟରେ ଆରମ୍ଭ ହୋଇଯାଇଛି ଟିମ୍ ଚୟନ ପ୍ରକ୍ରିୟା। ଏଥିରେ ସାରା ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟରୁ ପ୍ରତିଯୋଗୀ ଭାଗ ନେଇଛନ୍ତି। ଉଭୟ ମହିଳା ଓ ପୁରୁଷ ବିଭାଗରେ ୮ ଜଣ ପ୍ରତିଯୋଗୀଙ୍କୁ ଚୟନ କରାଯିବ। ସେମାନେ ଭାରତୀୟ ବିଶ୍ୱବିଦ୍ୟାଳୟ ଟିମ୍ରେ ପ୍ରତିନିଧିତ୍ୱ କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.