କିଟ୍ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ଚେସ୍ ମହାକୁମ୍ଭ
ଭୁବନେଶ୍ବର : କିଟ୍ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ଚେସ୍ ମହାକୁମ୍ଭ । କିଟ୍ ବିଶ୍ୱବିଦ୍ୟାଳୟରେ ଇଷ୍ଟ ଜୋନ୍ ଇଣ୍ଟର ୟୁନିଭରସିଟି ଚେସ୍ (ପୁରୁଷ) ଚାମ୍ପିୟନଶିପ ୨୦୨୫-୨୬ ଉଦଘାଟିତ । ମୁଖ୍ୟ ଅତିଥି ଭାବେ କିଟ ଓ କିସ କ୍ରୀଡ଼ା ମହାନିର୍ଦ୍ଦେଶକ ଡ. ଗଗନେନ୍ଦୁ ଦାଶ ଏହାକୁ ଉଦଘାଟନ କରିଥିଲେ…