Below header

ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୯.୩୦% ମତଦାନ, ନବରଙ୍ଗପୁରରେ ସର୍ବାଧିକ

ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୯.୩୦% ମତଦାନ ହୋଇଛି । ନବରଙ୍ଗପୁରରେରେ ସର୍ବାଧିକ ୪୪.୧୯% ମତଦାନ ହୋଇଥିବା ବେଳେ ରାୟଗଡ଼ାରେ ସର୍ବନିମ୍ନ ୩୬.୧୧% ଭୋଟ ଗ୍ରହଣ ହୋଇଛି । ଗଜପତିରେ ୪୦.୬୦%, କଳାହାଣ୍ଡିରେ ୪୨.୪୮%, କୋରାପୁଟରେ ୩୮.୨୫%, ମାଲକାନିଗିରିରେ ୩୯.୯୦%, ଗଞ୍ଜାମରେ ୩୨.୬୬%, ମତଦାନ ହୋଇଛି ।

ଭୁବନେଶ୍ୱର (କେନ୍ୟୁଜ): ରାଜ୍ୟ ନିର୍ବାଚନ କମିଶନଙ୍କ ତଥ୍ୟ ଅନୁଯାୟୀ ଦିନ ୧ଟା ସୁଦ୍ଧା ଓଡ଼ିଶାରେ ୩୯.୩୦% ମତଦାନ ହୋଇଛି । ନବରଙ୍ଗପୁରରେରେ ସର୍ବାଧିକ ୪୪.୧୯% ମତଦାନ ହୋଇଥିବା ବେଳେ ରାୟଗଡ଼ାରେ ସର୍ବନିମ୍ନ ୩୬.୧୧% ଭୋଟ ଗ୍ରହଣ ହୋଇଛି । ଗଜପତିରେ ୪୦.୬୦%, କଳାହାଣ୍ଡିରେ ୪୨.୪୮%, କୋରାପୁଟରେ ୩୮.୨୫%, ମାଲକାନିଗିରିରେ ୩୯.୯୦%, ଗଞ୍ଜାମରେ ୩୨.୬୬%, ମତଦାନ ହୋଇଛି ।

ତେବେ ସକାଳ ୬ଟାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସନ୍ଧ୍ୟା ୬ଟା ଯାଏଁ ଚାଲିବ ମତଦାନ । ଓଡ଼ିଶାର ୪ଟି ଲୋକସଭା କ୍ଷେତ୍ର କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ବ୍ରହ୍ମପୁର ଏବଂ ଏହା ଅଧିନସ୍ଥ ୨୮ଟି ବିଧାନସଭା ନିର୍ବାଚନମଣ୍ଡଳୀର ମତଦାତା ମତଦାନ କରି ସେମାନଙ୍କ ନେତା ବାଛୁଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.