Below header
Browsing Category

ରାଜ୍ୟ

କେନ୍ଦୁଝର ସୀମାରେ ଥିବା ୫ଟି ଗାଁକୁ ନେଇ ଝାଡଖଣ୍ଡ ସହ ବିବାଦ !

କୋରାପୁଟ ଜିଲ୍ଲାର କୋଟିଆ ପଂଚାୟତକୁ ନେଇ ଥିବା ବିବାଦ ଚର୍ଚ୍ଚା ଥମି ନଥିବା ବେଳେ ଏପଟେ କେନ୍ଦୁଝର ସୀମାରେ ଥିବା ୫ଟି ଗାଁକୁ ନେଇ ଝାଡଖଣ୍ଡ ସହ ବିବାଦ ଦେଖାଦେଇଛି । କେନ୍ଦୁଝର ଜିଲ୍ଲା କୁଟାରୀପସି ପଂଚାୟତର ୫ଟି ଗାଁ (GFX-IN) ପୁରୁଷୋତ୍ତମପୁର, ନୟାକୃଷ୍ଣପୁର, କଙ୍କଡାପାଟ,ଲିମିତୁର ଓ…

ସିଂହଦ୍ୱାର ଆଗରେ ଧାରଣା ଦେଲେ ସେବାୟତ !

ପୁରୀ : ସିଂହଦ୍ୱାର ଆଗରେ ଧାରଣା ଦେଲେ ସେବାୟତ। ସମୂହ ଦୀପ ଦାନ କରିବା ସହ ଧାରଣାରେ ବସିଛନ୍ତି। ସେବାୟତ ସମାଜକୁ ଅସମ୍ମାନିତ କରାଯିବା ସହ ପ୍ରଶାସନ ପକ୍ଷରୁ ସେବାୟତଙ୍କୁ ନିନ୍ଦିତ କରାଯାଉଥିବା ଅଭିଯୋଗ ହୋଇଛି। ସେବାୟତ ସମ୍ମିଳନୀ ଆହ୍ଵାନରେ ଏହି ଧାରଣା ଦିଆଯାଇଛି। ଶ୍ରୀମନ୍ଦିର ପରିଚାଳନା…

ଢେଙ୍କାନାଳ : ଆରଟିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଢେଙ୍କାନାଳ : ପୁଣି ଜଣେ ସରକାରୀ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। ଢେଙ୍କାନାଳ ଆରଟିଓ ବସନ୍ତ କୁମାର ବେହେରାଙ୍କ ଘରେ ଚଢାଉ କରାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୫ଟି ସ୍ଥାନରେ ରେଡ୍ କରୁଛି ଭିଜିଲାନ୍ସ । କଟକରେ ୨ଟି ଓ ଭୁବନେଶ୍ୱରର ଗୋଟିଏ ସ୍ଥାନରେ…

ମୃତ୍ୟୁକୁ ନେଇ ଉତ୍ତେଜନା : ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତାରୋକ

ବେଗୁନିଆ : ଗତକାଲି ବିଳମ୍ବିତ ରାତିରେ ବେଗୁନିଆ କେନ୍ଦୁପଲୀରେ ମାଙ୍କଡା ପଥର ବୋଝେଇ ଟ୍ରାକ୍ଟର ଓଲଟି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା। ଯାହାପରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ଟାୟାର ଜାଳି ରାସ୍ତାରୋକ କରିଛନ୍ତି। ମୃତକ ହେଉଛନ୍ତି କଣ୍ଟାବଣି ଗାଁର ସାଗର ନାୟକ । ଦୁର୍ଘଟଣା ଖବର…

ଶିଶୁ ମୃତ୍ୟୁରୁ ଉତ୍ତେଜନା : ଭୁଲ ଟୀକା ଯୋଗୁଁ ୨ ମାସ ଶିଶୁର ମୃତ୍ୟୁ

କେନ୍ଦୁଝର : ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର କୁଶକଳା ଗାଁରେ। ଭୁଲ ଟୀକା ଯୋଗୁଁ ୨ ମାସ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତକାଲି କରାଳପତି ଗାଁର ଦାସରଥୀ ଓ ଶକୁନ୍ତଳାଙ୍କ ଶିଶୁକୁ ପୋଲିଓ ଟୀକା ଦିଆଯିବା ପରେ ତାକୁ ଜ୍ୱର ହୋଇଥିଲା। ଏହାପରେ ତାକୁ…

ଆମ୍ବୁଲାନସ ଗାଡିରେ ଗଞ୍ଜେଇ!

ମାଲକାନଗିରି : ଦିନିକୁ ଦିନ ରାଜ୍ୟରେ ଗଞ୍ଜେଇ ଚାଲଣା ବଢ଼ିବାରେ ଲାଗିଛି। ନିକଟରେ ନକଲି ଆମ୍ବୁଲାନ୍‌ସ ଗାଡିରେ ହେଉଛି ଗଞ୍ଜେଇ ଚାଲାଣ । ମୃତଦେହକୁ ଯେପରି ଆମ୍ବୁଲାନ୍ସରେ ଧଳା କପଡ଼ା ଘୋଡାଇ ରଖାଯାଇଥାଏ, ଠିକ୍‌ ସେହିପରି ଗଞ୍ଜେଇ ବସ୍ତାକୁ ଧଳା କପଡ଼ା ଘୋଡାଇ ଆମ୍ବୁଲାନ୍‌ସରେ ରଖାଯାଇଥିଲା ।…

ପୁଣି ଅଲୋଡା ଶିଶୁକନ୍ୟା : ପୋଖରୀ ହୁଡାରୁ ଉଦ୍ଧାର ହେଲା ନବଜାତ

ନୂଆପଡ଼ା :ପୁଣି ଥରେ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ପୋଖରୀ ହୁଡାରୁ ଉଦ୍ଧାର ହେଲା ନବଜାତ। ନୂଆପଡ଼ା ଦଲଦଲି ଗାଁ ନିକଟରେ ଥିବା ପୋଖରୀ ହୁଡ଼ାରୁ ଆଜି ସକାଳେ ଶିଶୁକନ୍ୟାକୁ ଉଦ୍ଧାର କରାଯାଇଛି। ଦଲଦଲି ଗାଁର ପ୍ରତାପ ସାହୁ ନାମକ ଜଣେ ଯୁବକ ପୋଖରୀ ଶୌଚ ହେବାକୁ ଯାଇଥିବାବେଳେ ନବଜାତ ପଡିଥିବା…

ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ ଶ୍ରୀମନ୍ଦିର ପରିଚାଳନାଗତ ଅବ୍ୟବସ୍ଥା

ପୁରୀ : ଶ୍ରୀମନ୍ଦିର ପରିଚାଳନାଗତ ଅବ୍ୟବସ୍ଥା ମାମଲାର ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ହେଲେ ଏହାର ଦିନକ ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରିଛି। କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରଦ୍ଧାଳୁମାନେ ଶ୍ରୀଜିଉଙ୍କୁ ନିର୍ବିଘ୍ନରେ ଦର୍ଶନ କରିପାରିବେ ବୋଲି…

ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ଆଜିଠାରୁ ଆରମ୍ଭ ହେବା ନାମଲେଖା !

ଭୁବନେଶ୍ବର : ରାଜ୍ୟର ସରକାରୀ ଓ ଘରୋଇ ମେଡିକାଲ କଲେଜ ଗୁଡ଼ିକରେ ଏମବିବିଏସ୍ ଓ ବିଡିଏସ୍ ପାଠ୍ୟକ୍ରମରେ ଆଜିଠାରୁ ଆରମ୍ଭ ହେବା ନାମଲେଖା। ପ୍ରଥମ ପର୍ୟ୍ୟାୟରେ ୩୧୭୯ ଜଣ ଛାତ୍ରଛାତ୍ରୀଙ୍କୁ ସିଟ୍ ଆଲଟମେଣ୍ଟ କରାଯାଇଛି। ପ୍ରଥମ ଦିନରେ ଏସସିବି କଲେଜ ପିାଲାଙ୍କ ନାମ ଲେଖା ହେବ। ଗଣ୍ଡମୁଣ୍ଡାଠାରେ…

ଧୀରେଧୀରେ ସୁସ୍ଥ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି !

ପୁରୀ : ଶ୍ରୀମନ୍ଦିରରେ ଅଣସରରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଫୁଲୁରୀ ତେଲ ଲାଗି ପରେ ପାରମ୍ପରିକ ଭାବେ ଓଷ ଲାଗି କରାଯାଉଛି। ଝୁଣା ଓ ରାଶିତେଲରେ ତିଆରି ଏକ ସ୍ୱତନ୍ତ୍ର ପ୍ରଲେପ ଶ୍ରୀବିଗ୍ରହରେ ଲାଗି କରାଯାଏ। ଏହାକୁ କୁହାଯାଏ ଓଷଲାଗି। ୩ ଦିନ ଧରି ଏହି ଓଷଲାଗି ଚାଲିବ। ଆସନ୍ତା ଦଶମୀ…

ସ୍ପୋର୍ଟସ ହବ୍ ଓଡ଼ିଶା : ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଖେଳାଳିଙ୍କ ବଢୁଛି କରିସ୍ମା

ଭୁବନେଶ୍ବର : ବିଭିନ୍ନ ଖେଳରେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣୁଛନ୍ତି ବହୁ ଓଡ଼ିଆ ଷ୍ଟାର୍ । ଗୌହାଟୀରେ ଜାତୀୟ ସିନିଅର ଆଥ୍ଲେଟିକ୍ ମିଟରେ ସଫଳତା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦୂତୀ ଚାନ୍ଦ । ମୁଖ୍ୟମନ୍ତ୍ରୀଙ୍କ ସହ ସେ ସେଲଫି ବି ନେଇଥିଲେ। ସେପଟେ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ…

ପୁଣି ଡେଙ୍ଗୁ ଆତଙ୍କ : ଟୁଇନସିଟିରେ ବଢ଼ିବାରେ ଲାଗିଛି ରୋଗୀ ସଂଖ୍ୟା

ଭୁବନେଶ୍ବର : କଟକ ଏସସିବି ମେଡିକାଲରେ ଧୀରେ ଧୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏସସିବିରେ ୧୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ଆଇସିୟୁରେ ୩ଜଣ ଡେଙ୍ଗୁ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଗତକାଲି ୩୦ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ।…