Below header
Browsing Category

ରାଜ୍ୟ

ଧୀରେଧୀରେ ସୁସ୍ଥ ହେଉଛନ୍ତି ଚତୁର୍ଦ୍ଧାମୂର୍ତ୍ତି !

ପୁରୀ : ଶ୍ରୀମନ୍ଦିରରେ ଅଣସରରେ ଥିବା ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଫୁଲୁରୀ ତେଲ ଲାଗି ପରେ ପାରମ୍ପରିକ ଭାବେ ଓଷ ଲାଗି କରାଯାଉଛି। ଝୁଣା ଓ ରାଶିତେଲରେ ତିଆରି ଏକ ସ୍ୱତନ୍ତ୍ର ପ୍ରଲେପ ଶ୍ରୀବିଗ୍ରହରେ ଲାଗି କରାଯାଏ। ଏହାକୁ କୁହାଯାଏ ଓଷଲାଗି। ୩ ଦିନ ଧରି ଏହି ଓଷଲାଗି ଚାଲିବ। ଆସନ୍ତା ଦଶମୀ…

ସ୍ପୋର୍ଟସ ହବ୍ ଓଡ଼ିଶା : ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଖେଳାଳିଙ୍କ ବଢୁଛି କରିସ୍ମା

ଭୁବନେଶ୍ବର : ବିଭିନ୍ନ ଖେଳରେ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣୁଛନ୍ତି ବହୁ ଓଡ଼ିଆ ଷ୍ଟାର୍ । ଗୌହାଟୀରେ ଜାତୀୟ ସିନିଅର ଆଥ୍ଲେଟିକ୍ ମିଟରେ ସଫଳତା ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦୂତୀ ଚାନ୍ଦ । ମୁଖ୍ୟମନ୍ତ୍ରୀଙ୍କ ସହ ସେ ସେଲଫି ବି ନେଇଥିଲେ। ସେପଟେ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ…

ପୁଣି ଡେଙ୍ଗୁ ଆତଙ୍କ : ଟୁଇନସିଟିରେ ବଢ଼ିବାରେ ଲାଗିଛି ରୋଗୀ ସଂଖ୍ୟା

ଭୁବନେଶ୍ବର : କଟକ ଏସସିବି ମେଡିକାଲରେ ଧୀରେ ଧୀରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଏସସିବିରେ ୧୬ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି । ସେହିପରି ଆଇସିୟୁରେ ୩ଜଣ ଡେଙ୍ଗୁ ରୋଗୀ ଚିକିତ୍ସାଧୀନ ଅଛନ୍ତି । ଗତକାଲି ୩୦ଟି ରକ୍ତ ନମୁନା ସଂଗ୍ରହ କରାଯାଇଥିଲା ।…

ଯାଜପୁର ଉପନିର୍ବାଚନ : ଆଜି ହେବ ୩୦ ନମ୍ବର ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି

ଭୁବନେଶ୍ବର : ଯାଜପୁରର ୩୦ ନମ୍ବର ଜିଲ୍ଲା ପରିଷଦ ଜୋନର ଭୋଟ ଗଣତି ଆଜି ହେବ । କଡ଼ା ସୁରକ୍ଷା ମଧ୍ୟରେ ଦିନ ୮ଟାରୁ ଭୋଟ ଗଣତି କରାଯିବ । ଗତକାଲି ଉପନିର୍ବାଚନ ପାଇଁ ଭୋଟ ନିଆଯାଇଥିଲା । ଏହି ଉପନିର୍ବାଚନରେ ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା…

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନେଇ ରାଜ୍ୟରେ ଚାଷୀ ଅସନ୍ତୋଷ !

ଭୁବନେଶ୍ବର : ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି କ୍ୱିଣ୍ଟାଲ ପିଛା ୨୦୦ ଟଙ୍କା ବୃଦ୍ଧି ହୋଇଥିବା ବେଳେ ଏଥିରେ ରାଜ୍ୟର ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଚାଷୀମାନେ କହିଛନ୍ତି, ଦିନକୁ ଦିନ ଉତ୍ପାଦନ ଖର୍ଚ୍ଚ ବଢ଼ିଚାଲିଛି । ତେଣୁ ଏମଏସପି ୨ ଶହ ଟଙ୍କା ବୃଦ୍ଧିରେ କିଛି ଲାଭ…

ଯୁବ କଂଗ୍ରେସର ଶକ୍ତି ପ୍ରଦର୍ଶନ: ବେକାରୀ ଓ ଚାଷୀ ସମସ୍ୟା ନେଇ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ନେତା

ଭୁବନେଶ୍ୱର : ଭାରତ ବଞ୍ଚାଅ, ଓଡ଼ିଶା ବଞ୍ଚାଅ । ଭୁବନେଶ୍ୱରରେ ରାଜ୍ୟ ଯୁବ କଂଗ୍ରେସର ଅଭିଯାନ । ବେକାରୀ ଓ ଚାଷୀ ସମସ୍ୟା ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କଂଗ୍ରେସ । ବେକାର ଯୁବକଙ୍କୁ ନିଯୁକ୍ତି, ନଚେତ ଭତ୍ତା ପ୍ରଦାନ ପାଇଁ ଦାବି କରିଛି ଦଳ । ଉଭୟ…

ଆଇଏଏସ୍‌ ଅଫିସର ବିନୋଦ କୁମାରଙ୍କ ଭୁବନେଶ୍ୱରସ୍ଥିତ କ୍ୱାଟର୍ସରେ ଚଢ଼ଉ : ଜାମିନବିହୀନ ଗିରଫ ପରଓ୍ଵାନା ଜାରି

ଭୁବନେଶ୍ବର : ଆଇଏଏସ୍‌ ଅଫିସର ବିନୋଦ କୁମାରଙ୍କ ଭୁବନେଶ୍ୱର ନୂଆପଲ୍ଲୀ VIP କଲୋନୀ ସ୍ଥିତ କ୍ୱାଟର୍ସରେ ଚଢ଼ଉ । କଟକ ଭିଜିଲାନ୍ସ ଏସ୍‌ପିଙ୍କ ନେତୃତ୍ୱରେ ୬ ଜଣିଆ ଟିମ୍‌ ରେଡ୍‌ କରିଥିଲେ । ତେବେ ବିନୋଦ କୁମାରଙ୍କୁ ଘରେ ପାଇ ନାହାନ୍ତି । ବିନୋଦ କୁମାରଙ୍କ ନାଁରେ ଜାମିନବିହୀନ ଗିରଫ…

ସୁଷମାଙ୍କ ସମର୍ଥନରେ ନବୀନ: କହିଲେ, ସୋସିଆଲ ମିଡିଆ ଜରିଆରେ ଦେଶର ସେବା କରୁଛନ୍ତି ସୁଷମା

ନୂଆଦିଲ୍ଲୀ : ସୁଷମାଙ୍କ ସମର୍ଥନରେ ନବୀନ । ସୋସିଆଲ୍‌ ମିଡିଆରେ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କ ପ୍ରତି ବଢୁଥିବା ଅସହିଷ୍ଣତାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଢ଼ ନିନ୍ଦା କରିଛନ୍ତି । ନବୀନ ଟ୍ଵିଟ୍‌ କରି ଲେଖିଛନ୍ତି, ସୋସିଆଲ ମିଡିଆ ଜରିଆରେ ଦେଶର ସେବା କରୁଛନ୍ତି ସୁଷମା ।…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ଦୌଡ଼ରାଣୀ :ଜାତୀୟ ସିନିୟର ଆଥଲେଟିକ୍ ମିଟରେ ସଫଳତା ପାଇଁ ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଓଡ଼ିଶାର ଦୌଡ଼ରାଣୀ । ଜାତୀୟ ସିନିୟର ଆଥଲେଟିକ୍‌ ମିଟ୍‌ ସଫଳତା ପରେ ମୁଖ୍ୟମନ୍ତ୍ରୀ ଭେଟିଛନ୍ତି ଦୂତୀ ଚାନ୍ଦ । ସଫଳତା ନେଇ ଦୂତୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ନବୀନ । ନିକଟରେ ଗୌହାଟୀରେ ଅନୁଷ୍ଠିତ ଆଥଲେଟିକ୍‌ ମିଟ୍‌ର ଶହେ ମିଟରରେ ସ୍ୱର୍ଣ୍ଣ ପଦକ…

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସ୍ତାବ ଉପରେ ବାଜିଲା କ୍ୟାବିନେଟ୍ ମୋହର !

ଭୁବନେଶ୍ବର : ଚାଷୀ ଏବର୍ଷ ଧାନର କ୍ୱିଣ୍ଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି ୧୭ ଶହ ୫୦ ଟଙ୍କା ପାଇବେ । ପୂର୍ବବର୍ଷ ଏହା ୧୫ ଶହ ୫୦ ଟଙ୍କା ଥିଲା । ୨୦୧୮-୧୯ ଖରିଫ ଧାନ ପାଇଁ କେନ୍ଦ୍ର ସରକାର ଧାନର ଏମ୍‌ଏସ୍‌ପି ୨୦୦ ଟଙ୍କା ବଢ଼ାଇଛନ୍ତି । ତେବେ ଏ ଗ୍ରେଡ୍‌ ଧାନର…

ସନ୍ଦେହ ନେଲା ଜୀବନ : ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

କେନ୍ଦୁଝର : ସଂପର୍କର ମେରୁଦଣ୍ଡ ହେଉଛି ବିଶ୍ବାସ । ଏଥିରେ ସନ୍ଦେହ ଜାଲ ବୁଣିଲେ ଜୀବନ ନଷ୍ଟ ହୋଇଥାଏ । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ଥାନା ଆହରପଡ଼ା ଗାଁରେ। ସନ୍ଦେହ ନେଇଛି ଜୀବନ। ପଥରରେ ଛେଚି ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ଅଭିଯୋଗ ଅନୁଯାୟୀ,…

ଜମିବାଡ଼ି ସାମ୍ନାରେ ହାର ମାନିଲା ସଂପର୍କ !

ବରଗଡ଼ : ଜମିବାଡିକୁ କେନ୍ଦ୍ର କରି ହତ୍ୟାକାଣ୍ଡ। କକାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ପୁତୁରା। ବରଗଡ଼ ଜିଲ୍ଲା ଭଟଲି ଥାନା ଅନ୍ତର୍ଗତ ଜଡା ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ପଡୋଶୀଙ୍କ ଅଭିଯୋଗ ଅନୁଯାୟୀ, ମୃତ କାଳିଆଙ୍କ ୨ଝିଅ ଏବଂ ସମସ୍ତେ ବିବାହିତ। ତେବେ ତାଙ୍କର ପୁଅ ନଥିବାରୁ ତାଙ୍କ…