Below header

ସିଆରପିଏଫ ଇଣ୍ଟର ଜୋନ୍ ହକି ପ୍ରତିଯୋଗିତା-୨୦୧୮ଉଦ୍ଘାଟିତ

ଭୁବନେଶ୍ବର: କିଟ୍ ହକି ଷ୍ଟାଡିଅମରେ ଉଦ୍ଘାଟିତ ହୋଇଛି ସିଆରପିଏଫ ଇଣ୍ଟର ଜୋନ୍ ହକି ପ୍ରତିଯୋଗିତା-୨୦୧୮। ଏଥିରେ ସିଆର୍ପିଏଫର ୪ ଟି ଜୋନ୍ରୁ ୨ଟି ଲେଖାଏଁ ଟିମ୍ ଭାଗ ନେଇଛନ୍ତି । ୨୮ ତାରିଖ ପର୍ୟ୍ୟନ୍ତ ପ୍ରତିଯୋଗିତା ଚାଲିବ। ଓଡିଶା ସେକ୍ଟର ସିଆରପିଏଫ୍ ଆଇଜି ଭିତୁଲ୍ କୁମାର ଯୋଗ ଦେଇ ଏହାକୁ ଉଦ୍ଘାଟନ କରିଥିଲେ। ସେଣ୍ଟ୍ରାଲ୍ ଜୋନ୍, ନର୍ଥ ଜୋନ୍, ସାଉଥ ଜୋନ୍ ଏବଂ ଜାମ୍ମୁ କାଶ୍ମୀର ଜୋନ୍ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ସମସ୍ତ ମ୍ୟାଚ୍ କିଟ୍ ହକି ଷ୍ଟାଡିୟମରେ ଖେଳାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.