Below header
Browsing Category

ରାଜ୍ୟ

ଛାତ୍ରନିବାସର ଶୌଚାଳୟରେ ଅଘଟଣ : ଛୁରା ମାଡ଼ରେ ୨ ଛାତ୍ର ଗୁରୁତର

ମୟୁରଭଞ୍ଜ : ପୁଣିଥରେ ଶିକ୍ଷାନୁଷ୍ଠାନରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ବାରିପଦା ଜିଲ୍ଲା ସାରସକଣା ବ୍ଳକ ସରସ୍ୱତୀ ଶିଶୁମନ୍ଦିରରେ ଘଟିଛି ଅଘଟଣ । ଛାତ୍ରାବାସର ଶୌଚାଳୟରେ ଦୁବୁର୍ତ୍ତର ଛୁରା ମାଡରେ ୨ ଛାତ୍ର ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ଆହତ ଛାତ୍ର ଦ୍ୱୟଙ୍କୁ ବାରିପଦା…

ବ୍ରହ୍ମପୁର: ଚଳନ୍ତା କାର ଉପରକୁ ବୋମାମାଡ

ବ୍ରହ୍ମପୁର: ଲାଞ୍ଜିପଲି ଢିପସାହିରେ ଏହି ବୋମାମାଡ଼ ହୋଇଛି। ଚଳନ୍ତା କାର ଉପରକୁ ବୋମାମାଡ଼ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି। ବୋମାମାଡରେ ସୁଶାନ୍ତ ବିଷୋୟୀ ଗୁରୁତର ଆହତ ହୋଇଛନ୍ତି। ସୁଶାନ୍ତଙ୍କ ପୁତୁରା ରାଜେଶ ବିଶୋୟୀ ଏବଂ ଗାଡ଼ି ଡ୍ରାଇଭର ପ୍ରଭାତ ପାତ୍ର ମଧ୍ୟ ଆକ୍ରମଣରେ ଆହତ…

ବରଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ: ଜଣେ ଗୁରୁତର

ବରଗଡ: ବଲାଙ୍ଗୀର ପରେ ଏବେ ବରଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ। ଅତାବିରା ଭାଲୁପତ୍ରା ଗାଁରେ ବିସ୍ଫୋରଣ ହୋଇଛି। ଏଥିରେ ସି. ଏଚ୍ ନାଗଭୂଷଣ ନାମକ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି। ଆଇସିୟୁରେ ଚିକିତ୍ସିତ ହେଉଥିବା…

ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ ଶ୍ରୀମନ୍ଦିର ସେବାୟତ

ପୁରୀ: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ପୁରୀ ଶ୍ରୀମନ୍ଦିର ସେବାୟତ। ଦିନ ୧୧ଟାରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାର କାର୍ୟ୍ୟକ୍ରମ ରହିଛି। ବିଭିନ୍ନ ନିଯୋଗର ପାଖାପାଖି ୧୦ ଜଣ ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବେ। ଶ୍ରୀମନ୍ଦିର ନେଇ ସୁପ୍ରମିକୋର୍ଟଙ୍କ ରାୟ ଉପରେ ଆଲୋଚନା…

ଗ୍ୟାଙ୍ଗଷ୍ଟର ଟିଟୋର ଆଜି ୫ ଦିନିଆ ରିମାଣ୍ଡ ଅବଧି ଶେଷ

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟର ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋର ଆଜି ୫ ଦିନିଆ ରିମାଣ୍ଡ ଅବଧି ସରୁଛି। ଆସନ୍ତାକାଲି ତାକୁ କୋର୍ଟରେ ହାଜର କରାଯିବ। ଟିଟୋର ପେଟ୍ରୋଲ ପମ୍ପ ଓ ଅନ୍ୟାନ୍ୟ ବ୍ୟବସାୟ ସମ୍ପର୍କରେ ଜୋରଦାର ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ ଏସଟିଏଫ। ଟେଣ୍ଡର ଫିକ୍ସିଂ ସମେତ ବିଭିନ୍ନ…

ସମ୍ବଲପୁର: କ୍ଷେତ୍ରରାଜପୁର ଥାନା ଷ୍ଟେସନପଡାରେ ଗୁଳିକାଣ୍ଡ

ସମ୍ବଲପୁର: କ୍ଷେତରାଜପୁର ରେଲେଓ୍ଵ କଲୋନୀରେ ଗୁଳିକାଣ୍ଡ ହୋଇଛି। ଏଥିରେ ଗଣେଶ ଜଗଦଲା ନାମକ ଜଣେ ଯୁବକ ଆହତ ହୋଇଛନ୍ତି। ଆଜି ସକାଳେ ଗଣେଶ ମାର୍କେଟକୁ ଯାଇଥିବାବେଳେ ସେଠାରେ କୌଣସି କଥାକୁ ନେଇ ମଣ୍ଟୁ ନାମକ ଜଣେ ଯୁବକଙ୍କ ସହ ବଚସା ହୋଇଥିଲା। ଏହାପରେ ସେ ତାଙ୍କ ବାସଭବନକୁ ଫେରିଆସିଥିଲେ।…

ବଡଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ

ବୌଦ୍ଧ: ସାନଭାଇକୁ ବଡଭାଇର ହତ୍ୟା। ପୁରୁଣା କଟକ ଜିରାଳ ଗାଁରେ ଘଟିଛି ଅଭାବନୀୟ ଘଟଣା। ବଡଭାଇର ଟାଙ୍ଗିଆ ଚୋଟରେ ସାନ ଭାଇର ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ। ଜମି ବିବାଦକୁ ନେଇ ଆକ୍ରମଣ ହୋଇଥିବା ଜଣା ପଡିଛି, ଝିଆରି ମଧ୍ୟ ଗୁରୁତର ଅଛନ୍ତି। ଏହି…

ପୁଣି ରାଜ୍ୟରେ ଡେଙ୍ଗୁ ଆତଙ୍କ: ୬ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ

କଟକ: ଏସ୍‌ସିବି ମେଡିକାଲରେ ବଢିଚାଲିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା। ଆଉ ୬ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ୩୬ଟି ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ୬ଜଣଙ୍କ ଠାରେ ଡେଙ୍ଗୁ ପଜିଟିଭ୍ ରହିଛି। ଆକ୍ରାନ୍ତଙ୍କ ମଧ୍ୟରେ କଟକରେ ୩, ଭଦ୍ରକରେ ୨ ଓ ଜଗତସିଂହପୁରର ଜଣେ…

ଆଇନର ଚକ୍ରବ୍ୟୂହରେ ଟିଟୋ : ଧୀରେ ଧୀରେ ଖୋଲୁଛି କଳାସାମ୍ରାଜ୍ୟର କଳାକାହାଣୀ

ଭୁବନେଶ୍ବର : ଧୀରେ ଧୀରେ ଖୋଲୁଛି ଟିଟୋର କଳାସାମ୍ରାଜ୍ୟ । ଲଗାତର ଦ୍ୱିତୀୟ ଦିନ ପାଇଁ ଟିଟୋ ଘରେ ଏସଟିଏଫର ରେଡ୍‌ । ସେହିପରି ଟିଟୋର ବହୁ ବ୍ୟାବସାୟିକ ଅନୁଷ୍ଠାନ ଓ ପେଟ୍ରୋଲ ପମ୍ପ ଉପରେ ମଧ୍ୟ ହୋଇଛି ଚଢ଼ାଉ । ଏସବୁକୁ ଜବତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି । ଦୁଇ ଦିନ ଧରି…

ରଥଯାତ୍ରା ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା : ନିୟୋଜିତ ହେବେ ୧୪୦ ପ୍ଲାଟୁନ ଆର୍ମଡ୍‌ ପୋଲିସ ଫୋର୍ସ

ପୁରୀ : ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା । ନିୟୋଜିତ ହେବେ ୧୪୦ ପ୍ଲାଟୁନ ଆର୍ମଡ୍‌ ପୋଲିସ ଫୋର୍ସ । ୨ ୟୁନିଟ୍‌ ରାପିଡ୍‌ ଆକ୍ସନ ଫୋର୍ସ, ୨ୟୁନିଟ୍‌ ଏସଟିଏଫ୍‌, ୨ୟୁନିଟ୍‌ ଏସଟିୟୁ, ଏନଡିଆରଏଫ୍‌ ଓ ଓଡ୍ରାଫ୍‌ ର ଗୋଟିଏ ଲେଖାଏଁ ୟୁନିଟ୍‌ ମୁତୟନ କରାଯିବ । ଏକ…

ଡାକ୍ତରଖାନାରେ ବାହାଘର

ଯାଜପୁର : ଡାକ୍ତରଖାନାରେ ବାହାଘର । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଛି କି? ଏମିତି ଏକ ଘଟଣା ଘଟିଛି ଯାଜପୁର ରୋଡ ହସ୍ପିଟାଲରେ । ପ୍ରେମିକାର ଜିଦ୍‌ ପାଖରେ ହାର ମାନି ପ୍ରେମିକ ଡାକ୍ତରଖାନାରେ ବିବାହ କରିଛି । ଯାଜପୁର ସଦର ଥାନା ଅନ୍ତର୍ଗତ କବିରପୁର ଗାଁର ସରୋଜ ଜେନା କେନ୍ଦ୍ରାପଡା…

ବୈଜୟନ୍ତ ପଣ୍ଡାଙ୍କ ଗିରଫ ଦାବିରେ ବଲାଙ୍ଗୀର ଜିଲ୍ଲାର ଆଦିବାସୀ କଲ୍ୟାଣ ସଂଘର ବିକ୍ଷୋଭ

ଭୁବନେଶ୍ବର : ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଗିରଫ ଦାବିରେ ବଲାଙ୍ଗୀର ଜିଲ୍ଲାର ଆଦିବାସୀ କଲ୍ୟାଣ ସଂଘ, ତୁରେଇକେଲା ଶାଖା ପକ୍ଷରୁ ତହସିଲ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ । ସଂଘ ଅଭିଯୋଗ କରିଛି ଯେ କିଟ୍‌,କିସ୍‌ ବିରୋଧରେ ବୈଜୟନ୍ତ ପଣ୍ଡା ଷଡଯନ୍ତ୍ର କରୁଛନ୍ତି । ସେହିପରି…