ସରକାରୀ ଚାକିରି ପାଇଁ ସୁଯୋଗ, ଆୟକର ବିଭାଗରେ ତୁରନ୍ତ କରନ୍ତୁ ଆବେଦନ

ଆୟକର ବିଭାଗ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ incometax.gov.inକୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି ।

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆୟକର ବିଭାଗ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ incometax.gov.inକୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଜୁନ୍‌ ୧୫ ଯାଏଁ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୪

ସିନିଅର ପ୍ରାଇଭେଟ ସେକ୍ରେଟାରୀ : ୧
ପ୍ରାଇଭେଟ ସେକ୍ରେଟାରୀ: ୦୩

ଜରୁରୀ ତାରିଖ : ଇଚ୍ଛକୁ ପ୍ରାର୍ଥୀ ୧୫ ଜୁନ୍‌ ପର୍ଯ୍ୟନ୍ତ ଆବେଦନ କରିପାରିବେ ।

ବୟସ ସୀମା : ଆବେଦନ ପାଇଁ ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ର୍ସବାଧିକ ୬୪ ବର୍ଷ ହୋଇଥିବା ଜରୁରୀ ।

ଚୟନ ପ୍ରକ୍ରିୟା : ପ୍ରାର୍ଥୀଙ୍କ ଚୟନ ସ୍କିଲ ଟେଷ୍ଟ ଏବଂ ଇଣ୍ଟରଭ୍ୟୁ ଆଧାରରେ ହେବ ।

ଆବେଦନ କରିଥିବା ପ୍ରାର୍ଥୀ ଆବେଦନ ଫର୍ମକୁ Registrar, Appellate Tribunal, C Wing, 4th Floor, Lok Nayak Bhawan, Khan Market, New Delhi – 110003.

ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ ଚେକ୍‌ କରନ୍ତୁ ।

Leave A Reply

Your email address will not be published.