Browsing Tag

income tax department

ଟ୍ୟାକ୍ସ ବିଭାଗର ଚିଫ କମିଶନର ଭାବେ ଯୋଗ ଦେଲେ ପଲ ରାଜେନ୍ଦ୍ର ଲାକ୍ରା

ଭୁବନେଶ୍ୱର : ଭୁବନେଶ୍ୱର ଜୋନ କଷ୍ଟମ୍ସ ଓ ଇନଡାଇରେକ୍ଟ ଟ୍ୟାକ୍ସ ବିଭାଗର ଚିଫ କମିଶନର ଭାବେ ଯୋଗ ଦେଲେ ପଲ ରାଜେନ୍ଦ୍ର ଲାକ୍ରା । ୧୯୯୨ ବ୍ୟାଚର ଆଇଆରଏସ ଅଧିକାରୀ ପଲ ରାଜେନ୍ଦ୍ର ଲାକ୍ରା ପୂର୍ବରୁ ଗୁରୁଗ୍ରାମ ଓ କୋଚିରେ କଷ୍ଟମ୍ସ କମିଶନର ଏବଂ ପ୍ରିନ୍ସିପାଲ କମିଶନର ଭାବେ କାମ କରୁଥିଲେ।…

ଆୟକର ଦାଖଲ ଅବଧି ବୃଦ୍ଧି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ:୪୬ଦିନ ବଢ଼ିଲା ଆୟକର ଦାଖଲ ସମୟସୀମା । ପୂର୍ବରୁ ଆୟକର ଦାଖଲ କରିବାର ସମୟସୀମା ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଥିବାବେଳେ ଏବେ ଏହାକୁ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଆଇଟିଆର ଫର୍ମରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ, ସିଷ୍ଟମ ଅପଡେଟ ଓ…

ଏବେ ଆପଣଙ୍କ Facebook ଏବଂ e-mail I’d ଉପରେ ରହିବ Income Tax ଅଧିକାରୀଙ୍କ ନଜର, ଜାଣନ୍ତୁ କ’ଣ ରହିଛି…

ନିକଟରେ New Income Tax Bill ବହୁ ଚର୍ଚ୍ଚାରେ ରହୁଛି । ଏଥିରେ ଅନେକ ବଡ଼ ପରିବର୍ତ୍ତନ କରାଯାଇଛି ଏବଂ ଆଇନଗୁଡିକୁ ସରଳ ମଧ୍ୟ କରାଯାଇଛି । କିନ୍ତୁ ଏଥିରେ ଏକ ବଡ଼ ପରିବର୍ତ୍ତନ ହେଉଛି ଯେ Income Tax ଅଧିକାରୀମାନେ ଆପଣଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟକୁଡିକୁ ଆକ୍ସେସ୍ କରିପାରିବେ । ଆଜ୍ଞା…

ଖୋଲୁଛି ବଣ୍ଟି-ବବଲିଙ୍କ କଳାସାମ୍ରାଜ୍ୟ ଗୁମର, ଆରଟିଓ ଓ ଆଇଜିଆରଙ୍କୁ ଚିଠି ଲେଖିଲା ଆୟକର ବିଭାଗ

 ଭୁବନେଶ୍ୱର : ଖୋଲୁଛି ବଣ୍ଟି-ବବଲିଙ୍କ କଳାସାମ୍ରାଜ୍ୟ ଗୁମର ।  ଗାଙ୍ଗୁରାମ ଦୋକାନରୁ କୋଟିପତି ଅନିଲ ।  ଅନିଲଙ୍କ ଘର ୟୁନିଟ-୮ରେ।  ସେ ଦୁଇ ଭାଇଙ୍କ ସହ ମିଶି ଗାଙ୍ଗୁରାମ ଦୋକାନ କରିଥିଲେ ।  ପରେ ଏକ ତେଜରାତି ଦୋକାନ ଖୋଲିଥିଲେ।  ଏସବୁ ବ୍ୟବସାୟ ବନ୍ଦ କରି ଏକ ଖଣି କମ୍ପାନୀରେ ଚାକିରି…

ଜୁଲାଇ ୩୧ ତାରିଖ ସୁଦ୍ଧା ଆୟକର ରିଟର୍ଣ୍ଣ ଦାଖଲ କରିବାକୁ ପଡିବ, ନହେଲେ ଗଣିବେ ଜରିମାନା

ନୂଆଦିଲ୍ଲୀ: ଆୟକର ବିଭାଗ ନଜର‌ରେ ରିଟର୍ଣ୍ଣ ଦାଖଲ କରୁ ନଥିବା ବ୍ୟକ୍ତି । ଏବେ ରିଟର୍ଣ୍ଣ ଦାଖଲ କରୁନଥିବା ବ୍ୟକ୍ତିଙ୍କ ଠାରୁ ଆଦାୟ ହେବ ଜରିମନା । ହଁ ଆଜ୍ଞା ଆସନ୍ତା ଜୁଲାଇ ୩୧ ତାରିଖ ହେଉଛି ଆୟକର ଦାଖଲର ଶେଷ ତାରିଖ । ପ୍ରତ୍ୟେକ ଆର୍ଥିକ ବର୍ଷରେ ଆପଣଙ୍କୁ ନିଜ ଆୟ ବିଷୟରେ ସରକାରଙ୍କୁ…

ସରକାରୀ ଚାକିରି ପାଇଁ ସୁଯୋଗ, ଆୟକର ବିଭାଗରେ ତୁରନ୍ତ କରନ୍ତୁ ଆବେଦନ

ସରକାରୀ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆୟକର ବିଭାଗ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିପାଇଁ ଇଚ୍ଛୁକ ପ୍ରାର୍ଥୀ ଅଫିସିଆଲ େଓ୍ଵବସାଇଟ୍‌ incometax.gov.inକୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ କରିବାର ପ୍ରକ୍ରିୟା ଆରମ୍ଭ ହୋଇଛି ।…

ଦିଲ୍ଲୀ ଆୟକର ବିଭାଗ ଅଫିସରେ ନିଆଁ, ୨୧ଟି ଦମକଳ ଗାଡି ନିୟୋଜିତ

ଦିଲ୍ଲୀ ଆୟକର ବିଭାଗ ଅଫିସରେ ଭୟଙ୍କର ନିଆଁ ଲାଗିଛି । ନିଆଁ ଲାଗିବା ଯୋଗୁଁ ପୁରା ବିଲିଡିଂରେ ଲୋକେ ଭୟରେ ଦୌଡାଦୌଡି କରୁଥିବାର ନଜର ଆସିଛନ୍ତି । ଘଟଣା ସ୍ଥଳରେ ୨୧ଟି ଦମକଳ ଗାଡି ନିୟୋଜିତ ହୋଇଛି । ଅଗ୍ନିଶମ କର୍ମଚାରୀ ନିଆଁ ଲିଭାଇବାକୁ ଚେଷ୍ଟା କରୁଛନ୍ତି । ଆୟକର ବିଭାଗ ଅଫିସ ଆଇଟିଓ…

ଲୋକସଭା ନିର୍ବାଚନ ପାଇଁ ସଜାଗ ଆୟକର ବିଭାଗ: ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍, ଜାରି କଲା ଟୋଲ ଫ୍ରି ନମ୍ବର

ନୂଆଦିଲ୍ଲୀ : ଦିଲ୍ଲୀ ଆୟକର ନିର୍ଦ୍ଦେଶାଳୟ ଖୋଲିଲା କଣ୍ଟ୍ରୋଲ ରୁମ୍। ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଜାରି ହୋଇଛି ଟୋଲ ଫ୍ରି ଲ୍ୟାଣ୍ଡ ଲାଇନ ଓ ମୋବାଇଲ ନମ୍ବର। ଦିଲ୍ଲୀ ଜାତୀୟ ରାଜଧାନୀ କ୍ଷେତ୍ରରେ ସନ୍ଦେହଜନକ ଗତିବିଧି, ନଗଦ ଟଙ୍କା, ସୁନା ଏବଂ…

ITR ଦାଖଲ କରୁଥିଲେ ମିଳିବ ବଢ଼ିଆ ରିଫଣ୍ଡ

ଆଇଟିଆର ଦାଖଲ କରୁଥିବା ସମସ୍ତ ଟାର୍କ ପେୟର୍ସଙ୍କ ପାଇଁ ଏକ ଜରୁରୀ ସୂଚନା। କଣ ଆପଣ ଜାଣିଛନ୍ତି କି ଆପଣ ଆଇଟିଆର ଫାଇଧଲ କରିବା ପରେ ଆପଣଙ୍କୁ ଏଥିରୁ ମଧ୍ୟ ବଢ଼ିଆ ରିଫଣ୍ଡ ପାଇବେ। ଏମିତି ପାଇବାକୁ ହେଲେ ଆପଣଙ୍କୁ ଫାଇଲ କରିବା ସମୟରେ ଧ୍ୟାନ ରଖିବାକୁ ହେବ। ଯଦି ଆପଣଙ୍କ ଦରମାରୁ ଇନକମ…

କଣ ଆପଣଙ୍କୁ ଜଣାଅଛି ଘରେ ଆପଣ କେତେ ଟଙ୍କା ନଗଦ କ୍ୟାସ ରଖିପାରିବେ, ଜାଣନ୍ତୁ ଇନକମ୍‌ ଟ୍ୟାକ୍ସର ନିୟମ

ଆଜିର ଡିଜିଟାଲ ଜମାନାରେ ବର୍ତ୍ତମାନ ଲୋକମାନେ ଘରେ କ୍ୟାସ ରଖିବା କମ୍‌ କରିଦେଇଛନ୍ତି । କିନ୍ତୁ ପୂର୍ବରୁ ଆପଣଙ୍କୁ ମନେ ଥିବ ଯେ ଆମର ଗୁରୁଜନମାନେ ଆମକୁ ଘରେ କୌଣସି ବି ଏମରଜେନ୍ସୀ ସମୟରେ ଟଙ୍କା ପାଖରେ ରଖିବାକୁ ପରାମର୍ଶ ଦିଅନ୍ତି । ତାପୂର୍ବ କଥା ବି ଯଦି ଆମେ କଥା ହେବା ତ ଲୋକମାନେ…

ଯଦି ଏହି ଲୋକ ଇନକମ ଟାକ୍ସକୁ ଭରିବେ ନାହିଁ, ତେବେ ଆଇନତଃ ମିଳିବ ଭାରି ଦଣ୍ଡ, ଆଗୁଆ ସତର୍କ ରୁହନ୍ତୁ

ଇନକମ୍‌ ଟ୍ୟାକ୍ସ ଏକ ଡାଇରେକ୍ଟ ଟ୍ୟାକ୍ସ, ଯାହାକୁ ସରକାର ବ୍ୟକ୍ତି ଏବଂ ସଂସ୍ଥା ଦ୍ୱାରା ଅର୍ଜିତ ବାର୍ଷିକ ଆୟ ଉପରେ ଲଗାଇ ଥାଆନ୍ତି। ଆର୍ଥିକ ବର୍ଷ ପାଇଁ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାର ନେଟ୍‌ ଟିକସଯୋଗ୍ୟ ଆୟ ଉପରେ ଏହାର ଗଣନା ହୋଇଥାଏ, ଯାହା ବର୍ଷର ୧ ଏପ୍ରିଲରୁ ଆରମ୍ଭ ହୋଇ…

୧୦ମ୍‌ ପାସ୍‌ କରିଥିଲେ ଇନକମ୍‌ ଟ୍ୟାକ୍ସ ବିଭାଗରେ ମିଳିବ ଚାକିରି, ଜାଣନ୍ତୁ କେମିତି କରିବେ ଆବେଦନ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇନକମ ଟ୍ୟାକ୍ସ ବିଭାଗରେ ଖାଲିପଡିଛି ବିଭିନ୍ନ ପଦବୀ। ଏହି ଭର୍ତ୍ତି ପ୍ରକ୍ରିୟା ଅଧିନରେ ଇନକମ ଟ୍ୟାକ୍ସ ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ, ମଲ୍ଟି ଟାସ୍କିଂ ଷ୍ଟାଫ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀ ଇନକମ୍‌ ଟ୍ୟାକ୍ସ…