କଟକରୁ ବିପୁଳ ପରିମାଣରେ ନକଲି ଘିଅ ଜବତ, ଜଣେ ଗିରଫ

ବିପୁଳ ପରିମାଣରେ ନକଲି ଘିଅ କଟକରୁ ଜବତ । ଅନ୍ୟ ଏକ କମ୍ପାନୀର ଲୋଗୋ ବ୍ୟବହାର କରି ବିକ୍ରୀ ହେଉଥିଲା ଘିଅ ।

କଟକ :  ବିପୁଳ ପରିମାଣରେ ନକଲି ଘିଅ କଟକରୁ ଜବତ । ଅନ୍ୟ ଏକ କମ୍ପାନୀର ଲୋଗୋ ବ୍ୟବହାର କରି ବିକ୍ରୀ ହେଉଥିଲା ଘିଅ । ୧୬ କାର୍ଟୁନ ଘିଅ ଜବତ କଲା କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଏକ କ୍ୟୁଣ୍ଟାଲରୁ ଅଧିକ ଘିଅ ଜବତ । ପଟ୍ଟାପୋଲ ତନ୍ତି ସାହିରେ ପ୍ରସ୍ତୁତ ହେଉଥିଲା ନକଲି ଘିଅ । ଆନ୍ଧ୍ରପ୍ରଦେଶର “ଦୁର୍ଗା ଶକ୍ତି” କମ୍ପାନୀ ନାଁ ରେ ପ୍ରସ୍ତୁତ ହେଉଥିଲେ ଘିଅ । ମାଲିକ ଈଶ୍ୱର ଜଳନ୍ଧର ନାଇଡୁକୁ ଗିରଫ କରାଯାଇଛି ।  ଗିରଫ  ପରେ  କୋର୍ଟ ଚାଲାଣ କରିଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.