କଟକରୁ ବିପୁଳ ପରିମାଣରେ ନକଲି ଘିଅ ଜବତ, ଜଣେ ଗିରଫ
କଟକ : ବିପୁଳ ପରିମାଣରେ ନକଲି ଘିଅ କଟକରୁ ଜବତ । ଅନ୍ୟ ଏକ କମ୍ପାନୀର ଲୋଗୋ ବ୍ୟବହାର କରି ବିକ୍ରୀ ହେଉଥିଲା ଘିଅ । ୧୬ କାର୍ଟୁନ ଘିଅ ଜବତ କଲା କ୍ୟାଣ୍ଟନମେଣ୍ଟ ଥାନା ପୋଲିସ । ଏକ କ୍ୟୁଣ୍ଟାଲରୁ ଅଧିକ ଘିଅ ଜବତ । ପଟ୍ଟାପୋଲ ତନ୍ତି ସାହିରେ ପ୍ରସ୍ତୁତ ହେଉଥିଲା ନକଲି ଘିଅ ।…