ଦିଲ୍ଲୀ ଏମ୍‌ସରୁ ଖୁବ୍‌ଶୀଘ୍ର ଘରକୁ ଫେରିବେ ଜଗା-ବଳିଆ

କନ୍ଧମାଳ: ଖୁବ୍ ଶୀଘ୍ର ଘରକୁ ଫେରିବେ ଜଗା-ବଳିଆ। ଏନେଇ ଆରମ୍ଭ ହୋଇଛି ଡିସଚାର୍ଜ ପ୍ରକ୍ରିୟା। ଦିଲ୍ଲୀ ଏମ୍‌ସରେ ଯୋଡା ମୁଣ୍ଡ ଅଲଗା ହେବା ପରେ ସୁସ୍ଥ ହେଉଛନ୍ତି ଦୁଇ ଭାଇ। ସେମାନଙ୍କ ମୁଣ୍ଡରୁ ଷ୍ଟିଚ୍ କଢାଯାଇଛି। ୩ଟି ପର୍ୟ୍ୟାୟରେ ଅପରେସନ କରାଯାଇ କନ୍ଧମାଳର ଯୋଡା ମୁଣ୍ଡ ଶିଶୁଙ୍କୁ ଅଲଗା କରାଯାଇଥିଲା। ଜଗା ସଂପୂର୍ଣ୍ଣ ସୁସ୍ଥ ହୋଇ ସାରିଥିବାବେଳେ ବଳିଆର ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହେଉଛି।

Leave A Reply

Your email address will not be published.