ମାରଣାସ୍ତ୍ର ଦେଖାଇ ଲୁଟିଲେ ୪ ଲକ୍ଷ

ଦିନ ଦ୍ଵିପ୍ରହରରେ ମାରଣାସ୍ତ୍ର ଦେଖାଇ ୪ ଲକ୍ଷ ଟଙ୍କା ଲୁଟିନେଲେ ଦୃବୁର୍ତ୍ତ । ଘଟଣା ଘଟିଛି ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ପୁତୁଲାତଳେଇ ଗାଁର କେନାଲଠାରେ।

ଦିନ ଦ୍ଵିପ୍ରହରରେ ମାରଣାସ୍ତ୍ର ଦେଖାଇ ୪ ଲକ୍ଷ ଟଙ୍କା ଲୁଟିନେଲେ ଦୃବୁର୍ତ୍ତ । ଘଟଣା ଘଟିଛି ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ପୁତୁଲାତଳେଇ ଗାଁର କେନାଲଠାରେ। ଜଗବନ୍ଧୁ ଘିଭେଲା ଚାନ୍ଦୋତରା ସ୍ଥିତ ଷ୍ଟେଟ ବ୍ୟାଙ୍କ ରୁ ୪ ଲକ୍ଷ ଟଙ୍କା ଉଠାଇ ଆସୁଥିବା ବେଳେ ଗାଁ କେନାଲ ନିକଟରେ ମାରଣାସ୍ତ୍ର ଦେଖାଇ ଲୁଟି ନେଇଥିଲେ ଦୁର୍ବୃର୍ତ୍ତ । ଜଗବନ୍ଧୁ ଏନେଇ ସିନ୍ଧେକେଲା ଥାନାରେ ଏତଲା ଦେଇଛନ୍ତି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.