Browsing Tag

money loot

ମାରଣାସ୍ତ୍ର ଦେଖାଇ ଲୁଟିଲେ ୪ ଲକ୍ଷ

ଦିନ ଦ୍ଵିପ୍ରହରରେ ମାରଣାସ୍ତ୍ର ଦେଖାଇ ୪ ଲକ୍ଷ ଟଙ୍କା ଲୁଟିନେଲେ ଦୃବୁର୍ତ୍ତ । ଘଟଣା ଘଟିଛି ବଲାଙ୍ଗୀର ବଙ୍ଗୋମୁଣ୍ଡା ବ୍ଲକ ପୁତୁଲାତଳେଇ ଗାଁର କେନାଲଠାରେ। ଜଗବନ୍ଧୁ ଘିଭେଲା ଚାନ୍ଦୋତରା ସ୍ଥିତ ଷ୍ଟେଟ ବ୍ୟାଙ୍କ ରୁ ୪ ଲକ୍ଷ ଟଙ୍କା ଉଠାଇ ଆସୁଥିବା ବେଳେ ଗାଁ କେନାଲ ନିକଟରେ ମାରଣାସ୍ତ୍ର…

ଘର ତାଲା ଭାଙ୍ଗି ଲୁଟ, ଜଙ୍ଗଲରୁ ଉଦ୍ଧାର ହେଲା କିଛି ଚୋରି ସାମଗ୍ରୀ

ଥମୁନି ଲୁଟେରାଙ୍କ ଆତଙ୍କ । ଏକୁଟିଆ ଦୁଇ ଜଣ ସ୍ତ୍ରୀ ଲୋକ ଦେଖି ଘରେ ବୁଲାଇଲେ କଳାକନା । ଘରର ଗ୍ୟାସ ଟାଙ୍କି ବି ଛାଡିଲେଣି ଏହି ଦୁର୍ବୃତ୍ତ । କୋଣାର୍କ ଥାନା ଅନ୍ତର୍ଗତ ମାଙ୍କଡଗୋରଡି ଗାଁର ଟୁନିସାହୁ ଓ ରୁମା ସାହୁଙ୍କ ଘରୁ ଗତ କିଛି ଦିନ ତଳେ ବିଳମ୍ବିତ ରାତିରେ ତାଲା କାଟି ଘରର ବିଭିନ୍ନ…

ଓଡ଼ିଶାର ବିଭିନ୍ନ ସ୍ଥାନରେ ମାତିଛନ୍ତି ଲୁଟେରା, ରୁହନ୍ତୁ ସତର୍କ ନଚେତ ଆପଣ ମଧ୍ୟ ହୋଇପାରନ୍ତି ଲୁଟର ଶିକାର

ଓଡ଼ିଶାର ବିଭିନ୍ନ ସ୍ଥାନରେ ମାତିଛନ୍ତି ଲୁଟେରା । ଦିନ ଦ୍ଵିପ୍ରହରରେ ଲୁଟି ନେଉଛନ୍ତି ଲକ୍ଷ ଲକ୍ଷ ଟଙ୍କା । ତେବେ ଆପଣମାନେ ମଧ୍ୟ ଟଙ୍କା ଉଠାଇବା ପାଇଁ ନିଶ୍ଚୟ ବ୍ୟାଙ୍କ ଯାଉଥିବେ ଏବଂ ଏହି ଟଙ୍କା ନେଇ ରାସ୍ତାରେ ଯିବା ଆସିବା କରୁଥିବେ । ଟଙ୍କା ଗାଡି ଡିକିରେ ରଖି ଚା' ମଧ୍ୟ ପିଇବାକୁ…

ବାଇକ୍ ଡିକି ଭାଙ୍ଗି ଝାମ୍ପିନେଲେ ୪ ଲକ୍ଷ ୬୪ ହଜାର ଟଙ୍କା

କଣ୍ଟାବାଞ୍ଜି : ବାଇକ୍ ଡିକି ଭାଙ୍ଗି ଝାମ୍ପିନେଲେ ୪ ଲକ୍ଷ ୬୪ ହଜାର ଟଙ୍କା । ବାଇକକୁ ଧକ୍କା ଦେଇ ଡିକିରୁ ବଙ୍ଗୋମୁଣ୍ଡା ପିଇଓଙ୍କ ଠାରୁ ୪ ଲକ୍ଷ ୬୪ ହଜାର ଲୁଟିନେଲେ ଦୁର୍ବୃତ୍ତ । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି - ବଙ୍ଗୋମୁଣ୍ଡା ୪୨ ନମ୍ବର ରାଜ୍ୟ ରାଜପଥ ଦନ୍ଦରା ଠାରେ ଦିନ…

ଟଙ୍କା ଲୁଟିବା ପାଇଁ ମାମୁଁ ଆକାଉଣ୍ଟକୁ ଟାର୍ଗେଟ କଲା ଭଣଜା, ଲୁଟି ନେଲା ୭୫ ଲକ୍ଷ

ଅନଲାଇନ୍‌ ଗେମର ନିଶା ଯୁବପିଢ଼ିଙ୍କୁ ଏମିତି ଲାଗିଛି ଯେ ସେମାନେ ଏଥିପାଇଁ ଅପରାଧ କରିବାକୁ ମଧ୍ୟ ପଛାନ୍ତି ନାହିଁ । ଅନଲାଇନ ଗେମ ପାଇଁ ଅନେକ ଅପରାଧର ଖବର ବାରମ୍ବାର ସାମ୍ନାକୁ ଆସୁଛି । ସମାନ ଭାବେ ନିକଟରେ ଜଣେ ଯୁବକ ଏହି ଅନଲାଇନ ଗେମ ପାଇଁ ନିଜ ମାମୁଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା…

ବାଇକରେ ଆସିଲେ, ବୃଦ୍ଧଙ୍କ ଠାରୁ ଝାମ୍ପି ନେଲେ ୨ ଲକ୍ଷ ଟଙ୍କା

ବାଇକରେ ଆସିଲେ, ବୃଦ୍ଧଙ୍କଠାରୁ ଝାମ୍ପି ନେଲେ ୨ ଲକ୍ଷ ଟଙ୍କା । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରରେ ଆଜି ଦିନ ଦ୍ଵିପହରେ ଲୁଟ ଅଭିଯୋଗ । ଡଙ୍ଗାମରା ଗାଁର ସମ୍ବାରୁପନିକା ସ୍ଥାନୀୟ ଏସବିଆଇ ବ୍ୟାଙ୍କରୁ ୧ ଲକ୍ଷ ୯୯ ହଜାର ଟଙ୍କା ଉଠାଇ ନିଜ ବାଇକରେ ଟଙ୍କା ଭର୍ତ୍ତି ବ୍ୟାଗ ରଖିଥିଲେ ।…

ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ଟ୍ରଙ୍କ ନେଇଗଲେ ଦୁର୍ବୃତ୍ତ

କଟକ(କେନ୍ୟୁଜ୍):  ଏଟିଏମ ଟଙ୍କା ଲୋଡିଂ ଭ୍ୟାନରୁ ଲୁଟ । ମାରଣାସ୍ତ୍ର ଓ ବନ୍ଧୁକ ଦେଖାଇ ଟଙ୍କା ଭର୍ତ୍ତି ଟ୍ରଙ୍କ ନେଇଗଲେ ଦୁର୍ବୃତ୍ତ । ଦେଢ କୋଟିରୁ ଅଧିକ ଟଙ୍କା ନେଇ ଚମ୍ପଟ ମାରିଥିବା ଅଭିଯୋଗ ହୋଇଛି । କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଗୋଡିଝରିଆ ନୂଆ ସଡକ ରାସ୍ତା ରାଇସ୍ ମିଲ୍…

ଟଙ୍କା ଲୁଟ କରିବାର ନୂଆ ପ୍ଲାନ୍‌ କରୁଛନ୍ତି ହ୍ୟାକର୍ସ, ଭୁଲରେ ଏହି ଲିଙ୍କ୍‌ରେ କ୍ଲିକ୍‌ କରନ୍ତୁ ନାହିଁ

ବର୍ତ୍ତମାନ ସମୟରେ ବ୍ୟାଙ୍କ ଫ୍ରଡ୍‌ ସାଧାରଣ କଥା ହୋଇଯାଇଛି । କିନ୍ତୁ ଆପଣଙ୍କ ସତର୍କତା ହିଁ ଆପଣଙ୍କୁ ସାଇବର ଠକାମିରୁ ବଞ୍ଚାଇ ପାରିବ । ତେବେ ନିକଟରେ ହିଁ ଏକ ବ୍ୟାଙ୍କିଙ୍ଗ ଟ୍ରୋଜନ ଚିହ୍ନଟ ହୋଇଛି, ଯାହା ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଚୋରି କରୁଛି । ଏହାର ନାଁ ହେଉଛି SpyNote…

ସାଇବର ଠକଙ୍କ ଠକେଇ, ଲିଙ୍କରେ କ୍ଲିକ କରିବା ପରେ ମହିଳାଙ୍କ ଆକାଉଣ୍ଟରୁ ଉଡ଼ିଗଲା ୯୦ ହଜାର ଟଙ୍କା

ମାତିଛନ୍ତି ସାଇବର ଲୁଟେରା । ଲିଙ୍କରେ କ୍ଲିକ କରିବା ମାତ୍ରେ ଉଡ଼ିଯାଉଛି ହଜାର ହଜାର ଟଙ୍କା । ତେଣୁ ଆପଣ ବି ହୋଇଯାଆନ୍ତୁ ସତର୍କ ନହେଲେ ଆପଣ ବି ଏଭଳି ଠକାମୀର ଶିକାର ହେବେ । ଦର୍ଶକ ବନ୍ଧୁ ବର୍ତ୍ତମାନ ସାଇବର ଠକଙ୍କ ଠକେଇ ବଢ଼ି ଚାଲିଛି । ଏମାନେ କୌଣସି ନା କୌଣସି ଉପାୟରେ ସାଧାରଣ ଲୋକଙ୍କୁ…

ରାଜଧାନୀରେ ଦିନ ଦ୍ବିପ୍ରହରରେ ବନ୍ଧୁକ ମୁନରେ ଟଙ୍କା ଲୁଟିଲେ ଲୁଟେରା, ସିସିଟିଭିରେ କଏଦ ହେଲା ଭିଡିଓ

ବନ୍ଧୁକ ମୁନରେ ଡେଲିଭରୀ ଏଜେଣ୍ଟଙ୍କ ଠାରୁ ଟଙ୍କା ଲୁଟିଲେ ଲୁଟେରା। ଦିଲ୍ଲୀ ପ୍ରଗତି ମଇଦାନ ଟନେଲ ନିକଟରେ ଏକ କାର ରୋକି ବନ୍ଧୁକ ମୁନରେ ଲୁଟିଲେ ଦୁର୍ବୃତ୍ତ । ମୋଟର ସାଇକେଲରେ ଆସି କାରକୁ ଅଟକାଇଥିଲେ କିଛି ଯୁବକ । କାରର ଡ୍ରାଇଭରଙ୍କୁ ବନ୍ଧୁକ ଦେଖାଇ ଗାଡ଼ି ପଛରୁ ଏକ ବ୍ୟାଗ ଧରି ବାଇକରେ…

ବାଇକ୍‌ ଡିକି ଭାଙ୍ଗି ଦେଢଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କନ୍ଧମାଳ(କେନ୍ୟୁଜ୍): ଦିନ ଦ୍ୱିପହରେ ଲୁଟ । ବାଇକ୍‌ ଡିକି ଭାଙ୍ଗି ଦେଢଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଫୁଲବାଣୀ ଟାଉନ ଥାନା ବୌଦ୍ଧ ବ୍ୟାଙ୍କ ନିକଟକରେ ହୋଇଛି ଏହି ଲୁଟ୍‌ । କଟ୍ରିଙ୍ଗିଆ ଅଞ୍ଚଳର ହରିଶ୍ଚନ୍ଦ୍ର ପ୍ରଧାନ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ ଡିକିରେ ରଖିବା ସମୟରେ…

ଭାଲେଣ୍ଟାଇନ ୱିକ୍‌ରେ ସକ୍ରିୟ ହୋଇଛନ୍ତି ସାଇବର ଠକ, ବ୍ଲାଙ୍କ ମେସେଜ ପଠାଇ ଖାଲି କରିଦେଉଛନ୍ତି ବ୍ୟାଙ୍କ ଆକାଉଣ୍ଟ

ଭୁବନେଶ୍ବର(କେନ୍ୟୁଜ୍):  ମୋବାଇଲ ଫୋନ୍‌ରେ ଅଜଣା ବ୍ଲାଙ୍କ ମେସେଜ ଖୋଲୁ ଖୋଲୁ ଟଙ୍କା ଗାଏବ । ଗୋଟିଏ କ୍ଲିକରେ ଉଡ଼ିଗଲା ୧ ଲକ୍ଷ ୧୫ ହଜାର ଟଙ୍କା । ରାଜଧାନୀର ଦୀପକ ଦାସ ନାମକ ଜଣେ ଯୁବକ ଏଭଳି ଠକେଇର ଶୀକାର ହୋଇଛନ୍ତି । ଏନେଇ ସେ ସାଇବର ଥାନାରେ ଅଭିଯୋଗ କରିବା ପରେ ୮୫ ହଜାର ଟଙ୍କା ଫେରି…