Browsing Category

ରାଜ୍ୟ

ରାଜଧାନୀରେ ଉଦଘାଟିତ ହେଲା ସଫ୍ଟେଓ୍ଵର ପାର୍କ ଅଫ ଇଣ୍ଡିଆ

ଭୁବନେଶ୍ୱର : ଗୋଠପାଟଣାଠାରେ ଉଦଘାଟିତ ହୋଇଛି ସଫ୍ଟେଓ୍ଵର ପାର୍କ ଅଫ ଇଣ୍ଡିଆ। କେନ୍ଦ୍ର ଆଇଟି ଏବଂ ଆଇନ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହାକୁ ଉଦଘାଟନ କରିଛନ୍ତି। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ ।ଏହି ସଫ୍ଟେଓ୍ଵର ପାର୍କ ପାଇଁ ୩ ଏକର ଜମି ସହ ୫୦ କୋଟି…

ଶ୍ରୀମନ୍ଦିର ପ୍ରଶାସନ ଏବଂ ସେବାୟତ ବୈଠକ : ସୁପ୍ରିମକୋର୍ଟ ନିର୍ଦ୍ଦେଶ କାର୍ୟ୍ୟକାରୀ ନେଇ ଆଲୋଚନା

ପୁରୀ : ଶ୍ରୀମନ୍ଦିର ସଂପର୍କରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ କାର୍ୟ୍ୟକାରୀ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପ୍ରମୁଖ ସେବାୟତ ନିଯୋଗଙ୍କ ସହ ଆଲୋଚନା କରିଛି । ସୁପ୍ରିମକୋର୍ଟଙ୍କ ୧୨ଟି ଅନ୍ତରୀଣ ନିର୍ଦ୍ଦେଶ ମଧ୍ୟରେ ଯେଉଁଗୁଡ଼ିକ ତୁରନ୍ତ କାର୍ୟ୍ୟକାରୀ କରାଯିବ, ସେନେଇ ସେବାୟତଙ୍କ…

ଛାତ୍ରୀ ମୃତ୍ୟୁ ଘଟଣା : ଗିରଫ ହେଲେ ସ୍କୁଲର ପ୍ରଧାନ ଶିକ୍ଷକ

ମାଲକାନଗିରି : ଶିଖପାଲ୍ଲୀ ଆବସିକ ବିଦ୍ୟାଳୟର ଛାତ୍ରୀ ମୃତ୍ୟୁ ଘଟଣାରେ ଗିରଫ ହୋଇଛନ୍ତି ସ୍କୁଲର ପ୍ରଧାନ ଶିକ୍ଷକ। ଦଶମ ଶ୍ରେଣୀର ଏହି ଛାତ୍ରୀଙ୍କୁ ଅଭିଯୁକ୍ତ ପ୍ରଧାନ ଶିକ୍ଷକ ବିଶ୍ୱଜିତ ସରକାର ଯୌନ ନିର୍ୟାତନା ଦେଉଥିଲେ। ଏହା ଅସହ୍ୟ ହେବାରୁ ଛାତ୍ରୀଜଣଙ୍କ ଆତ୍ମହତ୍ୟା କରିଥିବା ପୋଲିସ…

ନଷ୍ଟ ହେବାକୁ ବସିଲାଣି ଅାମ ସଂସ୍କୃତି ଓ ଐତିହ୍ୟ : ମିନି କୋଣାର୍କ ମନ୍ଦିର !

ପୁରୀ : ରାଜ୍ୟସରକାର କୀର୍ତିରାଜିର ପୁନଃଉଦ୍ଧାର ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ କେଉଁଠି ବିଭାଗ ଭିତରେ ତାଳମେଳର ଅଭାବ ତ କେଉଁ ଠାରେ କର୍ମଚାରୀଙ୍କ ଖାମଖିଆଲି ମନୋବୃତି ଯୋଗୁଁ ନଷ୍ଟ ହେବାକୁ ବସିଲାଣି ଆମ ସଂସ୍କୃତି ଓଐତିହ୍ଯ । ଆମେ ଜଣାଉଛୁ ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ…

କୋରାପୁଟରେ ଆନ୍ଥ୍ରାକ୍ସ ଆତଙ୍କ

କୋରାପୁଟ : କୋରାପୁଟ ଉପର କୁଟିଙ୍ଗା ଗାଁରେ ଆନ୍ଥ୍ରାକ୍ସ ଆତଙ୍କ । ରୋଗର କାରଣ ଜାଣିବାକୁ ଅନୁଧ୍ୟାନ କରିଛନ୍ତି ବିଶେଷଜ୍ଞ ପଶୁ ଡାକ୍ତର ଦଳ । ଗତ ମାସ ଆନ୍ଥ୍ରାକ୍ସରେ ଆକ୍ରାନ୍ତ ହୋଇ ଉପର କୁଟିଙ୍ଗା ଗାଁରେ ୩ଜଣଙ୍କ ମୃତ୍ୟୁ ହୋଇଥିଲା । କିଛି ଲୋକ ଏବେ ବି ଏହି ରୋଗରେ ଆକ୍ରାନ୍ତ ଅଛନ୍ତି ।…

ଶବକୁ ବି ଦୟା ନାହିଁ : ପୋଷ୍ଟମର୍ଟମ ପାଇଁ ଲାଞ୍ଚ ମାଗିଲେ ପୋଲିସ ବାବୁ

ବାଲେଶ୍ୱର  : ପୋଷ୍ଟମର୍ଟମ କରିବାକୁ ଲାଞ୍ଚ ମାଗିଲେ ପୋଲିସ । ବାଲେଶ୍ୱର ଜିଲ୍ଳା ନୀଳଗିରି ଅଞ୍ଚଳରେ ଘଟିଛି ଏଭଳି ଘଟଣା । ଏନେଇ ମୃତକର ପରିବାର ଲୋକେ ନୀଳଗିରି ଉପଜିଲ୍ଳାପାଳଙ୍କ ଠାରେ ଫେରାଦ ହୋଇଛନ୍ତି । ଗତକାଲି ନୀଳଗିରି ଅଞ୍ଚଳରେ ଶରତ ରାଉତ ନାମକ ଚାଷୀ ବିଲରେ କାମ କରୁଥିବା ବେଳେ ହଠାତ…

ମଧ୍ୟାହ୍ନ ଭୋଜନ ଚାଉଳ ଲୁଟ ଅଭିଯୋଗ : ତଦନ୍ତ ଦାବି କଲେ ଗ୍ରାମବାସୀ

ଭଦ୍ରକ : ମଧ୍ୟାହ୍ନ ଭୋଜନ ପାଇଁ ଆସୁଥିବା ଚାଉଳ ଲୁଟ ଅଭିଯୋଗ। ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକରେ ମଧ୍ୟାହ୍ନ ଭୋଜନ ଚାଉଳ ହରି ଲୁଟ ହୋଇଥିବା ଅଭିଯୋଗ ହୋଇଛି । ବ୍ଲକରେ ୩୩୫ଟି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ୮୫୦ରୁ ୯୫୦ କ୍ୱିଣ୍ଟାଲ ଚାଉଳ ଯୋଗାଇ ଦିଆଯାଏ । ଏଫସିଆଇ ଗୋଦାମର  ଏହି ଚାଉଳ…

୫ହଜାର ଟଙ୍କା ଲାଞ୍ଚ ନେଇ ଫସିଲେ ସୁପରଭାଇଜର

କେନ୍ଦୁଝର : ଝୁମ୍ପୁରା ତହସିଲ ଅଫିସର ରେଭିନ୍ୟୁ ସୁପରଭାଇଜର କୃତ୍ତିବାସ ଗିରି ଭିଜିଲାନ୍ସ ଗିରଫ କରିଛି । ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି । ଧନୁର୍ଜୟପୁର ଗାଁର ଜନାର୍ଦ୍ଦନ ପାତ୍ରଙ୍କ ଜମି ଚିହ୍ନଟ ପାଇଁ ପ୍ରଥମେ କୃତ୍ତିବାସ ୧୪ ହଜାର ଟଙ୍କା ଦାବି କରିଥିଲେ । ହେଲେ ୭ ହଜାର…

ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆଜି ହେବାକୁ ଥିବା ୮ଟି ଖିଲାପୀ ଖଣି କମ୍ପାନୀ ବିରୋଧରେ ଘୁଞ୍ଚିଲା ଶୁଣାଣି

କେନ୍ଦୁଝର : ଘୁଞ୍ଚିଲା ଶୁଣାଣି । ମାଜିଷ୍ଟ୍ରେଟଙ୍କ କୋର୍ଟରେ ଆଜି ହେବାକୁ ଥିବା ୮ଟି ଖିଲାପୀ ଖଣି କମ୍ପାନୀ ବିରୋଧରେ ଶୁଣାଣି ଘୁଞ୍ଚିଛି । ଆସନ୍ତା ମାସ ୨୨ ତାରିଖରେ ଏହି ଶୁଣାଣି ହେବ । ଆଜି ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟର ଖଣି କର୍ତ୍ତୃପକ୍ଷଙ୍କ ହାଜିରା ନେବା ସହ ଟାଇମ…

ମେକ୍ ଇନ୍ ଓଡ଼ିଶା କନକ୍ଲେଭରେ ଉଦ୍ୟୋଗପତିଙ୍କୁ ଆକୃଷ୍ଟ କରିବାକୁ ଉଦ୍ୟମ : ଆସନ୍ତା ୮ ତାରିଖରେ ମୁମ୍ବାଇ ଯିବେ…

ଭୁବନେଶ୍ବର : ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌- ୨୦୧୮ ପାଇଁ ପ୍ରଚାର ଆରମ୍ଭ ହୋଇଛି । ଶିଳ୍ପପତିଙ୍କୁ ଆକୃଷ୍ଟ କରିବା ପାଇଁ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତା ୮ ତାରିଖରେ ବିଭିନ୍ନ କମ୍ପାନୀ ଓ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ ।  ଓଡ଼ିଶାରେ ବ୍ୟବସାୟ ପାଇଁ ଥିବା…

ଢେଙ୍କାନାଳ କାମାକ୍ଷାନଗର କଲେଜରେ ବୋମାମାଡ଼

ଢେଙ୍କାନାଳ : କାମାକ୍ଷାନଗର କଲେଜରେ ବୋମାମାଡ଼ । ବୋମାମାଡ଼ରେ ଜଣେ ଛାତ୍ର, ଜଣେ ଅଣଛାତ୍ର ଗୁରୁତର ହୋଇଛନ୍ତି । ୫ଜଣ ଦୁର୍ବୃତ୍ତ ବାଇକରେ ଆସି ବୋମାମାଡ଼ କରି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଗୁରୁତରଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

କୋରାପୁଟ ମେଡିକାଲ କଲେଜରେ ପାରା ମେଡିକାଲ କର୍ମଚାରୀଙ୍କ ଧାରଣା

କୋରାପୁଟ : ମେଡିକାଲ କଲେଜରେ ପାରା ମେଡିକାଲ କର୍ମଚାରୀଙ୍କ ଧାରଣା । ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ ପରିସରରେ ସେମାନେ ଧାରଣାରେ ବସିଛନ୍ତି । ଅଭିଯୋଗ ହୋଇଛି, ପାରା ମେଡିକାଲ୍ କର୍ମଚାରୀଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଛନ୍ତି ଜିଲ୍ଲାପାଳ । ପ୍ରତିବାଦରେ ସେମାନେ…