Browsing Category

ରାଜ୍ୟ

ଖତ ଖାଉଛି ଚାଉଳ

ଖତ ଖାଉଛି ଚାଉଳ । ବସ୍ତା ବସ୍ତା ଚାଉଳ ବାହାରେ ଫିଙ୍ଗି ଦିଆଯାଇଛି । ଏଣେ ତେଣେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ । ସମ୍ବଲପୁର ଜିଲ୍ଲା ହୀରାକୁଦ ନରପଙ୍କ ନିକଟରେ ଏମିତି ଘଟଣା ଦେଖିବାକୁ ମିଳିଛି । ପାଖାପାଖି ୨ ହଜାର ୭ଶହ କ୍ୱିଣ୍ଟାଲ ଚାଉଳ ପଡ଼ିଥିବା କୁହାଯାଉଛି । ବର୍ଷାରେ ଚାଉଳ ବସ୍ତା…

ଅଚିହ୍ନା, ଅଛୁଆଁ ଶବ ଛୁଇଁଲେ ରେଙ୍ଗାଲି ବିଧାୟକ : ଶେଷକୃତ୍ୟ ସମ୍ପନ୍ନ କରି ଦେଖାଇଲେ ମାନବିକତା

ରେଙ୍ଗାଲି : ଅଚିହ୍ନା, ଅଛୁଆଁ ଶବକୁ ଛୁଇଁଲେ ବିଧାୟକ । ରେଙ୍ଗାଲିରେ ଏପରି ମାନବିକତା ଦେଖାଇଛନ୍ତି ସ୍ଥାନୀୟ ବିଧାୟକ ରମେଶ ପଟୁଆ। ମୃତକ ଜଣ ତାଙ୍କ ସମ୍ପର୍କୀୟ ନୁହଁନ୍ତି। ସ୍ଥାନୀୟ ଅଂଚଳରେ ଭିକ୍ଷାବୃତି କରି ଚଳୁଥିବା ଜଣେ ଅସହାୟ ବୃଦ୍ଧାଙ୍କର। ତାଙ୍କ ମୃତ୍ୟୁ ପରେ କୌଣସି ବ୍ୟକ୍ତି ଶବ…

ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଅନିୟମିତତା ମାମଲା : ସେଲଭମ୍ ଚାରିଟେବୁଲ୍ ଟ୍ରଷ୍ଟର ଟ୍ରଷ୍ଟି ଗିରଫ

କଳାହାଣ୍ଡି : ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଅନିୟମିତତା ମାମଲାରେ ସେଲଭମ୍ ଚାରିଟେବୁଲ୍ ଟ୍ରଷ୍ଟର ଟ୍ରଷ୍ଟି ଗିରଫ । ତାଙ୍କ ନାଁ ଏ. ଜନସେଲ୍ କାଜା । ତାଙ୍କୁ ତାମିଲନାଡୁର ନାଗରକୋଏଲରୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ସେଠାକାର ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ…

ର‍୍ୟାଗିଂ ଫ୍ରି ହେବ କଲେଜ କ୍ୟାମ୍ପସ୍ : ଗାଇଡ୍‌ଲାଇନ୍ ଜାରି କଲା ଉଚ୍ଚଶିକ୍ଷା ବିଭାଗ

ର‍୍ୟାଗିଂ ଫ୍ରି ହେବ କଲେଜ କ୍ୟାମ୍ପସ । ଏଥିପାଇଁ ଗାଇଡ୍‌ଲାଇନ୍ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖାଯାଇଛି । କଲେଜରେ ଥିବା ଆଣ୍ଟିର‍୍ୟାଗିଂ ସ୍କ୍ଵାଡ୍‌ ମନିଟରିଂ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ର‍୍ୟାଗିଂ ରୋକିବା ପାଇଁ ସଚେତନ…

୨୦୧୯ରେ ଇଭିଏମ୍ ନା ବାଲଟ୍ ? ଇଭିଏମ୍‌କୁ ବିଜେଡି ଓ ବିଜେପିର ସମର୍ଥନ, ବାଲଟ୍ ସପକ୍ଷରେ କଂଗ୍ରେସ ସମେତ ୧୬ଟି ବିରୋଧୀ…

୨୦୧୯ ନିର୍ବାଚନରେ EVM ବ୍ୟବହାରକୁ ବିରୋଧ କରିବା ନେଇ ସଜବାଜ ଆରମ୍ଭ ହୋଇଛି । ନିର୍ବାଚନରେ ପୁଣି ବାଲଟ ପେପର ବ୍ୟବହାର କରିବା ସପକ୍ଷରେ ଏକଜୁଟ ହୋଇଛନ୍ତି ୧୬ଟି ରାଜନୈତିକ ଦଳ । କଂଗ୍ରେସ ଏହାର ନେତୃତ୍ୱ ନେଉଛି । ଆସନ୍ତା ସୋମବାର ଦିନ ଏ ନେଇ ଦିଲ୍ଲୀରେ ବୈଠକ ବସୁଛି । ଇଭିଏମ ଟାମ୍ପରିଂ…

ବାଲେଶ୍ୱର କଂଗ୍ରେସର ଜନଜାଗୃତି ପଦଯାତ୍ରା

ଭୁବନେଶ୍ୱର : ବାଲେଶ୍ୱର କଂଗ୍ରେସର ଜନଜାଗୃତି ପଦଯାତ୍ରା । ଜିଲ୍ଲାର କଂଗ୍ରେସ କର୍ମୀମାନେ ଜିଲ୍ଲା କଂଗ୍ରେସ ସଭାପତି ଅରଜିତ ପ୍ରସାଦଙ୍କ ନେତୃତ୍ୱରେ ବାଲେଶ୍ୱରରୁ ପଦଯାତ୍ରା କରି ଭୁବନେଶ୍ୱର ଆସି ପହଞ୍ଚିଥିଲେ । ଏଠାରେ ସେମାନେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଭେଟିବା ପରେ…

୧୦ କିଲୋ ହରିଣ ମାଂସ ଜବତ ଜଣେ ଗିରଫ

ଭଦ୍ରକ : ଚାନ୍ଦବାଲି ଧାମରା ଫରେଷ୍ଟ ଅଧିନ କାନନାଳୀ ନଦୀ ଘାଟ ନିକଟରେ ଜଣେ ଯୁବକ ହରିଣ ମାଂସ ନେଇ ଆସୁତିବା ବେଳେ ଗିରଫ କରିଛି ବନବିଭାଗ। ଗତକାଲି ରାତିରେ ବିଶେଷ ସୂତ୍ରରୁ ଖବର ପାଇ ବନବିଭାଗ ଜଗି ରହିଥିଲା। ଏହି ଯୁବକ ଜଣକ ବ୍ୟାଗରେ ହରିଣ ମାଂସ ପୁରାଇ ଆସୁଥିବା ବେଳେ କାବୁ କରିଥିଲା…

ଡାକ୍ତରଙ୍କୁ ସରକାରଙ୍କ ଭେଟି : ଇନସେଣ୍ଟିଭ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଡାକ୍ତରଙ୍କୁ ସରକାରଙ୍କ ଭେଟି । ଇନସେଣ୍ଟିଭ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ମେଡିକାଲ ହେଲଥ ସର୍ଭିସ୍ କ୍ୟାଡର ଅଧିନରେ ଥିବା ଡାକ୍ତରଙ୍କ ପାଇଁ ଏହା ଲାଗୁ ହେବ। ଏମସିଆଇ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମେଡିକାଲ କଲେଜର ସୁପର ସ୍ପେସିଆଲାଇଜେସନ ଡାକ୍ତରଙ୍କୁ ମାସକୁ ୩୦…

ଜୀବନ ଦେବାକୁ ଝଡାଫୁଙ୍କା, ହେଲେ ଉଠିଲାନି ଶବ

ବାଲେଶ୍ୱର : ସାଙ୍ଘାତିକ ଅନ୍ଧବିଶ୍ୱାସ। ସାପ କାମୁଡା ପାଇଁ ଝଡାଫୁଙ୍କା। ଗୋଟିଏ ନୁହେଁ ରାଜ୍ୟର ଦୁଇ ଦୁଇଟି ସ୍ଥାନରେ ଏପରି ଅନ୍ଧବିଶ୍ୱାସ ଦେଖିବାକୁ ମିଳିଛି। ମୃତ ଲୋକଙ୍କୁ ବଞ୍ଚାଇବା ପାଇଁ କାନରେ ଚାଲିଛି ମନ୍ତ୍ରଫୁଙ୍କା। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବ୍ଲକ ଗୋପୀମହନପୁର ପଞ୍ଚାୟତ…

ଟ୍ଵିନ୍ ସିଟିର ଷଷ୍ଠ ପୋଲିସ କମିଶନର ଭାବେ ଦାୟିତ୍ୱ ନେଲେ ସତ୍ୟଜିତ୍ ମହାନ୍ତି

ଭୁବନେଶ୍ବର : ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସତ୍ୟଜିତ୍ ମହାନ୍ତି। ସତ୍ୟଜିତ ହେଲେ ଟ୍ଵିନ୍ ସିଟିର ଷଷ୍ଠ ପୋଲିସ କମିଶନର। ଓ୍ଵାଇ.ବି.ଖୁରାନିଆଙ୍କଠାରୁ ଦାୟିତ୍ୱ ନେଇଛନ୍ତି ସତ୍ୟଜିତ। କମିଶନରେଟ୍ ପୋଲିସ କାର୍ୟ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ…

ଭଦ୍ରକରେ ମାଆ ଓ ଭଉଣୀଙ୍କୁ ମାଡ ମାରିଲା ବଡ ଭାଇ

ଭଦ୍ରକ : ଜମିରେ ଚାଷ ନକରାଇଦେବା ପାଇଁ ନିଜର ମାଆ ଓ ଭଉଣୀଙ୍କୁ ମାଡ ମାରିଲା ବଡ ଭାଇ। ଏମିତି ଅଭିଯୋଗ ହୋଇଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାରେ। ଆଉ ଏମିତିକା ଅଭିଯୋଗ ଆଣିଛନ୍ତି ନିଜ ବଡ ଭାଇ ନାଁରେ ଭଉଣୀ। ଅଭିଯୋଗ ମୁତାବକ ଚାନ୍ଦବାଲି ଥାନା ଖେରଙ୍ଗ ଗାଁର ରେଣୁକା ମାଝୀ ନିଜ ବାପା ଚାଷ…

ଏଜି ଛକରେ ଟ୍ରାଫିକ୍ ପୋଲିସ ଏବଂ ଏଡିଜିଙ୍କ ପତ୍ନୀ ମୁହାଁମୁହିଁ ପ୍ରସଙ୍ଗରେ ପୋଲିସ ମାମଲା ରୁଜୁ

ଭୁବନେଶ୍ୱର : ଏଜି ଛକରେ ଟ୍ରାଫିକ୍ ପୋଲିସ ଏବଂ ଏଡିଜିଙ୍କ ପତ୍ନୀ ମୁହାଁମୁହିଁ ପ୍ରସଙ୍ଗରେ ପୋଲିସ ମାମଲା ରୁଜୁ କରିଛି । କାର୍ୟ୍ୟରତ କନେଷ୍ଟବଳଙ୍କ ରିପୋର୍ଟ ଆଧାରରେ ପୋଲିସ ଏହି ମାମଲା ରୁଜୁ କରିଛି । ପୋଲିସ ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିଛି । ଏହାପରେ କାର୍ୟ୍ୟାନୁଷ୍ଠାନ ଆରମ୍ଭ…