ଖତ ଖାଉଛି ଚାଉଳ

ଖତ ଖାଉଛି ଚାଉଳ । ବସ୍ତା ବସ୍ତା ଚାଉଳ ବାହାରେ ଫିଙ୍ଗି ଦିଆଯାଇଛି । ଏଣେ ତେଣେ ପଡ଼ିଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଚାଉଳ । ସମ୍ବଲପୁର ଜିଲ୍ଲା ହୀରାକୁଦ ନରପଙ୍କ ନିକଟରେ ଏମିତି ଘଟଣା ଦେଖିବାକୁ ମିଳିଛି । ପାଖାପାଖି ୨ ହଜାର ୭ଶହ କ୍ୱିଣ୍ଟାଲ ଚାଉଳ ପଡ଼ିଥିବା କୁହାଯାଉଛି । ବର୍ଷାରେ ଚାଉଳ ବସ୍ତା ଭିଜିଯିବା ପରେ ସ୍ଥାନୀୟ ମିଲ୍‌ ମାଲିକ ଏଗୁଡ଼ିକୁ ବାହାରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି । ତେବେ ପ୍ରକୃତ କାରଣ ଏଯାଏଁ ଅସ୍ପଷ୍ଟ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.