Below header

ଢାବାରେ ମାଡ଼ିଗଲା ଟ୍ରକ୍‌, ୬ ଜଣଙ୍କର ମୃତ୍ୟୁ

ମଧ୍ୟପ୍ରଦେଶ : ଢାବା ଉପରକୁ ମାଡ଼ିଗଲା ଟ୍ରକ୍‌ । ଦୁର୍ଘଟଣାରେ ୬ ଜଣଙ୍କର ପ୍ରାଣ ଚାଲିଗଲା । ମଧ୍ୟପ୍ରଦେଶ ଛିନ୍ଦଓ୍ଵାଡ଼ାର ଅମରବାଡ଼ାଠାରେ ଦ୍ରୁତଗତିରେ ଆସୁଥିବା ଏକ ଟ୍ରକ୍‌ ନିୟନ୍ତ୍ରଣ ହରାଇ ଢାବା ଭିତରକୁ ପଶି ଯାଇଥିଲା । ସେତେବେଳେ ସେଠାରେ ଖାଉଥିବା ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.