Below header

ଡାକ୍ତରଙ୍କୁ ସରକାରଙ୍କ ଭେଟି : ଇନସେଣ୍ଟିଭ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଡାକ୍ତରଙ୍କୁ ସରକାରଙ୍କ ଭେଟି । ଇନସେଣ୍ଟିଭ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ଓଡ଼ିଶା ମେଡିକାଲ ହେଲଥ ସର୍ଭିସ୍ କ୍ୟାଡର ଅଧିନରେ ଥିବା ଡାକ୍ତରଙ୍କ ପାଇଁ ଏହା ଲାଗୁ ହେବ। ଏମସିଆଇ ଦ୍ୱାରା ସ୍ୱୀକୃତିପ୍ରାପ୍ତ ମେଡିକାଲ କଲେଜର ସୁପର ସ୍ପେସିଆଲାଇଜେସନ ଡାକ୍ତରଙ୍କୁ ମାସକୁ ୩୦ ହଜାର ଟଙ୍କାର ଇନସେଣ୍ଟିଭ୍ ମିଳିବ। ପୋଷ୍ଟ ଗ୍ରାଜୁଏଟ ଡାକ୍ତରଙ୍କୁ ମାସକୁ ମିଳିବ ୨୦ ହଜାର ଟଙ୍କା। ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମାଧାରୀ ଡାକ୍ତରଙ୍କୁ ମାସକୁ ୧୦ ହଜାର ଟଙ୍କା ମିଳିବ। ପୂର୍ବରୁ ମିଳୁଥିବା ଇନସେଣ୍ଟିଭ୍ ବାଦ୍ ଏହି ପ୍ରୋତ୍ସାହନ ରାଶି ଦିଆଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.