Browsing Category

ରାଜ୍ୟ

ଗୋଟିକ ପରେ ଗୋଟିଏ ମେଗା ସ୍କିମ୍‌ ଘୋଷଣା

ଭୁବନେଶ୍ବର : ଯୋଜନା ପରେ ଯୋଜନା । ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି 'ଜାଗା' ଯୋଜନା । ୧୦୨ଟି ସହରର ୭୦ଲକ୍ଷ ଲୋକ ସୁଫଳ ପାଇବେ । ସେହିପରି 'ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ' ଯୋଜନାରେ ରାଜ୍ୟ ସରକାର ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସୁବିଧା ଘୋଷଣା…

୨୦୧୮ରେ ହେବନାହିଁ ନିର୍ବାଚନ : ଆସନ୍ତାବର୍ଷ ଜାନୁଆରୀରେ ଚୂଡ଼ାନ୍ତ ଭୋଟର ତାଲିକା

୨୦୧୮ ନୁହେଁ, ୨୦୧୯ରେ ନିର୍ବାଚନ ହେବ । ପରୋକ୍ଷରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । କାରଣ ୨୦୧୯ ଜାନୁଆରୀ ମାସରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ ବୋଲି ସେ ସୂଚନା ଦେଇଛନ୍ତି । ଭୋଟର ତାଲିକା ସଂଶୋଧନ ନେଇ ସେ ଦେଇଥିବା ସୂଚନା ଅନୁସାରେ, ସେପ୍ଟେମ୍ବର ୧ରେ…

ସ୍କୁଲ ପାଖ କୂଅରେ ପଡ଼ି ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ମୃତ୍ୟୁ

ବରଗଡ଼ : ଷଷ୍ଠ ଶ୍ରେଣୀରେ ଫଢୁଥିଲା ରସିତା । ସ୍କୁଲକୁ ଯାଇଥିଲା ପାଠ ପଢ଼ିବାକୁ । ହେଲେ ଆଉ ଘରକୁ ଫେରି ପାରିଲାନି । ସ୍କୁଲ ପାଖ ଗଭୀର କୂଅରେ ପଡ଼ି ମୃତ୍ୟୁ ଘଟିଛି ରସିତା ପଟେଲର । ବରଗଡ଼ ଜିଲ୍ଲା ଆମ୍ବାଭୋନା ଥାନା ଅନ୍ତର୍ଗତ ପ୍ରକାଶପୁରରେ ଘଟିଛି ଏହି ଦୁଃଖଦ ଘଟଣା । ବ୍ଲକ୍‌ କଲୋନୀ ପ୍ରାଥମିକ…

ୟୁନିଟ୍‌-୧ ମାର୍କେଟ୍‌ ନିକଟରୁ ଜବର ଦଖଲ ଉଚ୍ଛେଦ

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍‌-୧ ମାର୍କେଟ୍‌ ନିକଟରୁ ଜବର ଦଖଲ ହଟାଯାଇଛି । ବିଏମ୍‌ସି ପକ୍ଷରୁ ଏହି ଉଚ୍ଛେଦ କରାଯାଇଛି । ମାର୍କେଟ୍‌ ପାର୍ଶ୍ୱ କ୍ୟାପିଟାଲ ଥାନା ନିକଟରେ ଥିବା ଦୋକାନ ସବୁକୁ ଭାଙ୍ଗି ଦିଆଯାଇଛି । ଏସବୁ ଜାଗାରେ ବେଆଇନ୍‌ ଭାବେ ଉଠା ଦୋକାନ କରାଯାଇଥିଲା । ତେବେ ପ୍ରଶ୍ନ…

ପଦ୍ମପୁର : ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ବିଧାୟକ ପ୍ରଦୀପ ପୁରୋହିତଙ୍କ ଧାରଣା

ପଦ୍ମପୁର ବିଧାୟକ ପ୍ରଦୀପ ପୁରୋହିତ ନିଜ ସମର୍ଥକଙ୍କ ସହ ୩ ଦଫା ଦାବିରେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ହିତାଧିକାରୀଙ୍କୁ ଶୀଘ୍ର ବୀମାରାଶି, ଇନପୁଟ ସବସିଡି ଓ ସୋହେଲା ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଧାନ…

ଘର ସିଲ୍ ହେଲେ ବେଶ୍ୟାଳୟ ଘୋଷଣା ହେବ : କମିଶନରେଟ୍ ପୋଲିସର ଘୋଷଣା

ଜାଣତରେ ହେଉ ବା ଅଜାଣତରେ... ଯଦି ଦେହବ୍ୟବସାୟ ପାଇଁ ଘର ଭଡ଼ା ଦିଆଯାଇଥାଏ, ତେବେ ହରଡ଼ଘଣାରେ ପଡ଼ିବେ ଘର ମାଲିକ । କାରଣ ଏପରି ଘର ଠାବ ହେବା ପରେ ଏହାକୁ ସିଲ୍‌ କରିବା ସହ, ବେଶ୍ୟାଳୟ ଭାବେ ଘୋଷଣା କରାଯିବ । ITPA ଧାରା ୧୮-୧ ଅନୁଯାୟୀ ଏଭଳି ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି କମିଶନରେଟ୍‌…

ପୋଲ ଉପରେ ଚାଲୁଛି ୩ ଫୁଟର ପାଣି : ହରିଚନ୍ଦନପୁର-ଘଟଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର-ଘଟଗାଁକୁ ଯୋଗାଯୋଗ ବିଚ୍ଛିନ୍ନ । ମୂଷଳ ନଦୀ ଗ୍ୟାରେଜ ପୋଲ ଉପରେ ୩ ଫୁଟ ଉଚ୍ଚର ପାଣି ଚାଲିଛି । ଫଳରେ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ତାରଣୀ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଘଣ୍ଟାଘଣ୍ଟା ଅପେକ୍ଷା…

ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉଦଘାଟନ ହେଲା ପଥ ପାର୍ଶ୍ୱ ସୁବିଧା କେନ୍ଦ୍ର

ଭୁବନେଶ୍ବର: ଲୋକାର୍ପିତ ହେଲା ପଥ ପାର୍ଶ୍ୱ ସୁବିଧା କେନ୍ଦ୍ର। ସଚ୍ଚିବାଳୟରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିଛନ୍ତି। ଏକକାଳୀନ ରାଜ୍ୟର ୩୪ଟି ସ୍ଥାନରେ ଜନସାଧାଣଙ୍କ ଉଦ୍ଦେଶ୍ୟରେ ଏହାର ଲୋକାର୍ପଣ କରାଯାଇଛି। ରାଜ୍ୟ ଓ ଜାତୀୟ ରାଜପଥ କଡ଼ରେ ହେବ ଏହି ସୁବିଧା…

ସ୍କୁଲର ଭୂତ ଡର !

ବାଂଶପାଳ : ଆଶ୍ରମ ସ୍କୁଲରେ ପିଲାମାନଙ୍କ ଅସ୍ୱାଭାବିକ ଆଚରଣ । କେନ୍ଦୁଝର ବାଂଶପାଳ ବ୍ଲକ ବାୟାପଣ୍ଡାଧାରସ୍କୁଲରେ ଗତ ତିନି ଦିନ ହେଲା ସ୍କୁଲର ୭ ଜଣ ଛାତ୍ରୀ ଅସ୍ୱାଭାବିକ ବ୍ୟବହାର କରୁଛନ୍ତି। ତେଣୁ ଅଭିଭାବକମାନେ ସ୍କୁଲରୁ ନିଜ ପିଲାଙ୍କୁ ନେଇ ଯିବାକୁ ଅଡି ବସିଛନ୍ତି। କିନ୍ତୁ ଆଶ୍ରମ…

ଟିଟୋ ଲିଙ୍କରେ ଭିଜିଲାନ୍ସ ଚଢ଼ାଉ ଜାରି

ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କରେ ଭିଜିଲାନ୍ସର ଖୋଳତାଡ ଜାରି । କେନ୍ଦ୍ରାପଡାର ୪ଟି ସ୍ଥାନ ସମେତ ୬ଟି ସ୍ଥାନରେ ଭିଜିଲାନ୍ସର ଚଢାଉ କରୁଛି । କେନ୍ଦ୍ରାପଡାର ଅଗ୍ନିଶମ କାର୍ଯ୍ୟାଳୟ ଓ ଜିଲ୍ଲା ପୋଲିସ କାର୍ଯ୍ୟାଳୟ, ମ୍ୟୁନିସିପାଲଟି ଓ ଜିଲ୍ଲା ଯୋଗାଣ ଅଫିସରେ ଭିଜିଲାନ୍ସ ପେଟ୍ରୋଲ…

ଶିଶୁ ମୃତ୍ୟୁରୁ ଡାକ୍ତରଖାନାରେ ଉତ୍ତେଜନା

 ନୟାଗଡ଼ : ଚିକିତ୍ସା ଅଭାବରୁ ଶିଶୁର ମୃତ୍ୟୁ ହୋଇଥିବା ଅଭିଯୋଗ କରି ଗେଟ୍‌ରେ ତାଲା ପକାଇଲେ ପରିବାରଲୋକେ। ମୃତ ଶିଶୁ ନୟାଗଡ଼ ସଦର ଥାନା ଲକ୍ଷ୍ମୀପ୍ରସାଦ ଅଞ୍ଚଳର ଲିଟୁ ମହାପାତ୍ରଙ୍କ ଝିଅ। ଗତକାଲି ରାତିରେ ଶିଶୁଟିକୁ ସାପ କାମୁଡି ଦେବାରୁ ଚିକିତ୍ସା ପାଇଁ ନୟାଗଡ଼ ମୁଖ୍ୟ ଚିକିତ୍ସାଳୟରେ…

ଜଳ ଯୋଗାଣ ପ୍ରକଳ୍ପ ପାଇଁ ଖୁସି ପ୍ରକାଶ କଲେ ଗଞ୍ଜାମବାସୀ

ଗଞ୍ଜାମ : ଗ୍ରାମାଞ୍ଚଳ ପାଇଁ ଋଷିକୂଲ୍ୟା ନଦୀରୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରେ ଅଞ୍ଚଳବାସୀ ଖୁସି ପ୍ରକାଶ କରିଛନ୍ତି । ଏଥିପାଇଁ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି । ସରକାରଙ୍କ ବସୁଧା ଯୋଜନାରେ ରାଜ୍ୟର ପୁରୀ…