ଘୋଷଣା ହେଲା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ, ମୁଖ୍ୟମନ୍ତ୍ରୀଙ୍କ ହାତରେ ଗୃହ, ସୂର୍ଯ୍ୟବଂଶୀଙ୍କୁ ଉଚ୍ଚଶିକ୍ଷା

କେନ୍ୟୁଜ (ବ୍ୟୁରୋ) : ଆଜି ମୋହନ ମାଝୀଙ୍କ ସରକାରରେ ମନ୍ତ୍ରୀମାନଙ୍କୁ ବିଭାଗ ବଣ୍ଟନ କରାଯାଇଛି । ମୁଖ୍ୟମନ୍ତ୍ରୀ ନିଜ ପାଖରେ ଗୃହ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ ରଖିଥିବା ବେଳେ ଜଳ ସମ୍ପଦ, ଯୋଜନା ଓ ସଂଯୋଜନା ବିଭାଗ ମଧ୍ୟ ନିଜ ପାଖରେ ରଖିଛନ୍ତି । ଏଥିସହିତ ଆବଣ୍ଟିତ ହୋଇ ନଥିବା ବିଭାଗ ମଧ୍ୟ ନିଜ ପାଖରେ ରଖିଛନ୍ତି ।

୧. ମୁଖ୍ୟମନ୍ତ୍ରୀ –
ମୋହନ ଚରଣ ମାଝୀ – ଗୃହ ସାଧାରଣ ପ୍ରସାଶନ ଓ ଲୋକ ଅଭିଯୋଗ, ସୂଚନା ଓ ଲୋକ ସମ୍ପର୍କ ବିଭାଗ, ଜଳ ସମ୍ପଦ, ଯୋଜନା ଓ ସମନ୍ଵୟ (ଆବଣ୍ଟିତ ହୋଇ ନଥିବା ବିଭାଗ )
୨-ଉପମୁଖ୍ୟମନ୍ତ୍ରୀ – କନକ ବର୍ଦ୍ଧନ ସିଂହଦେଓ- କୃଷି ଓ ଶକ୍ତି
୩-ଉପମୁଖ୍ୟମନ୍ତ୍ରୀ- ପ୍ରଭାତୀ ପରିଡ଼ା- ମହିଳା ଓ ଶିଶୁ ବିକାଶ, ମିଶନ୍ ଶକ୍ତି ଓ ପର୍ଯ୍ୟଟନ

ministers-

କ୍ୟାବିନେଟ ମନ୍ତ୍ରୀ ଓ  ରାଷ୍ଟ୍ରମନ୍ତ୍ରୀ ସ୍ୱାଧୀନ –

୪-ସୁରେଶ ପୂଜାରୀ-ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା
୫-ରବି ନାଏକ-ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ
୬-ସମ୍ପଦ ସ୍ୱାଇଁ-ଶିଳ୍ପ ଓ ଦକ୍ଷତା ବିକାଶ
୭-ପୃଥ୍ଵୀରାଜ ହରିଚନ୍ଦନ-ଆଇନ ଓ ପୂର୍ତ୍ତ ବିଭାଗ
୮-କୃଷ୍ଣଚନ୍ଦ୍ର ମହାପାତ୍ର-ନଗର ଉନ୍ନୟନ, ଖାଦ୍ୟ ଯୋଗାଣ ଓ ଖାଉଟି
୯-ମୁକେଶ ମହାଲିଙ୍ଗ-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଆଇଟି
୧୦-ବିଭୂତି ଭୂଷଣ ଜେନା-ବାଣିଜ୍ୟ ଓ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ
୧୧-ପ୍ରଦୀପ ବଳସାମନ୍ତ-ସମବାୟ
୧୨-ନିତ୍ୟାନନ୍ଦ ଗଣ୍ଡ-ଗଣଶିକ୍ଷା
୧୩-କୃଷ୍ଣଚନ୍ଦ୍ର ମହାପାତ୍ର-ନଗର ଉନ୍ନୟନ ବିଭାଗ, ସାଧାରଣ ଉଦ୍ୟୋଗ
୧୪-ସୂର୍ଯ୍ୟବଂଶୀ ସୂରଜ-କ୍ରୀଡ଼ା ଓ ଯୁବ ବ୍ୟାପାର, ଉଚ୍ଚଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ
୧୫-ଗୋକୁଳାନନ୍ଦ ମଲ୍ଲିକ-ମତ୍ସ୍ୟ ଓ ପଶୁପାଳନ
୧୬-ଗଣେଶରାମ ଖୁଣ୍ଟିଆ-ଜଙ୍ଗଲ ପରିବେଶ

 

Leave A Reply

Your email address will not be published.