Browsing Category

ରାଜ୍ୟ

ଧମାରେ ଉଦଘାଟିତ ହେଲା ପଥପ୍ରାନ୍ତ ସୁବିଧା କେନ୍ଦ୍ର

ସମ୍ବଲପୁର : ସମ୍ବଲପୁର ମାନେଶ୍ୱର ବ୍ଲକ ଧମା ଅଂଚଳରେ ଥିବା ବାବା ବିମଳେଶ୍ୱରଙ୍କ ମନ୍ଦିରକୁ ପର୍ୟ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଉଦ୍ୟମ କରିଛନ୍ତି ରାଜ୍ୟ ସରକାର । ଧମାଠାରେ ଏକ ପଥପ୍ରାନ୍ତ ସୁବିଧା କେନ୍ଦ୍ରକୁ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ…

ଅମିତ ଶାହଙ୍କ ସହ ଆଲୋଚନା କରିବେ ସୁରେଶ ପୂଜାରୀ

ଭୁବନେଶ୍ବର : ଦିଲ୍ଲୀରେ ଆସନ୍ତା ୫ ତାରିଖରେ ବସିବ ବିଜେପି ପଦାଧିକାରୀଙ୍କ ବୈଠକ। ଏଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦେଇଥିବା ଟାସ୍କର ସମୀକ୍ଷା କରାଯିବ। ଓଡ଼ିଶାରେ ବୁଥ ସ୍ତରରେ ଦଳକୁ ମଜଭୁତ କରିବା ପାଇଁ ରାଜ୍ୟ ବିଜେପିକୁ ଶାହ ଟାସ୍କ ଦେଇଥିଲେ। ଏଥିପାଇଁ ଦିଆଯାଇଥିବା ଅବଧି ପୂରଣ…

୨୦ ଦିନ ହେଲା ଅନ୍ଧାରରେ ୪୦ ପରିବାର

ଚାନ୍ଦବାଲି : ବଜ୍ରାଘାତରେ ଟ୍ରାନ୍ସଫର୍ମର ପୋଡିଗଲା। ଏହାକୁ ୨୦ ଦିନ ବିତି ଗଲାଣିଅ। ହେଲେ ଏବେବି ବିଜୁଳି ବିନା ଅନ୍ଧାରରେ ହଇରାଣ ହେଉଛନ୍ତି ୪୦ ବିପିଏଲ ହିତାଧିକାରୀ। ବାରମ୍ବାର ଗୁହାରି କଲେ ବି କେହି ଶୁଣୁନାହାନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଳକ୍ ଆରଡି ପଂଚାୟତର ମୁଆଁ ଗାଁର ୩ନମ୍ବର…

ଶୁଣିଲାନି ପ୍ରଶାସନ : ନିଜେ ରାସ୍ତା କରୁଛନ୍ତି ଜୟପୁର ଏକମ୍ବା ଗାଁ ଲୋକେ

ଜୟପୁର : ରାସ୍ତା ଏତେ ଖରାପ ଯେ ଏଥିରେ ଯାଆସ କରି ହେଉନି। ବର୍ଷା ଅସରାଏ ହେଲେ ଯିବା ଆସିବା କରିବା ମୁସକିଲ୍ ହୋଇପଡେ। ରାସ୍ତା ତିଆରି ପାଇଁ ସରକାରଙ୍କୁ ଗୁହାରି କରି ନିରାଶ ହେବା ପରେ ନିଜେ କାମରେ ଲାଗିପଡ଼ିଛନ୍ତି କୋରାପୁଟ ଜିଲ୍ଲା ଜୟପୁର ଉପଖଣ୍ଡ ଏକମ୍ବା ଗାଁର ଲୋକେ। ନିଜ ହାତରେ ତିଆରି…

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ :

ପୁରୀ : ସମୁଦ୍ରକୂଳ ଥାନା ଅନ୍ତର୍ଗତ ନୋଳିଆ ସାହି ଓ ହରିଜନ ସାହି ମଧ୍ୟରେ ଗୋଷ୍ଠୀ ସଂଘର୍ଷ। ଉଭୟ ସାହିରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି। ଗୋଷ୍ଠୀ ସଂଘର୍ଷରେ ଜଣେ ଆହତ ହୋଇଥିବାବେଳେ ୪ଟି ଗାଡି ଓ ଦୋକାନରେ ବ୍ୟାପକ ଭଂଗାରୁଜା ହୋଇଛି। ପୂର୍ବ ଶତ୍ରୁତାକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଥିବା ଜଣା…

ପାଠ୍ଯ ପୁସ୍ତକରେ ଜଗନ୍ନାଥ ସଂସ୍କୃତିର କଦର୍ଥ : ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ବର: ଆନ୍ଧ୍ର ପ୍ରଦେଶ ଓ ତେଲେଙ୍ଗାନାର କେତେକ ପାଠ୍ୟ ପୁସ୍ତକରେ ଶ୍ରୀଜଗନ୍ନାଥ ଏବଂ ସନାତନ ଧର୍ମକୁ କଦର୍ଥ କରାଯାଇଛି। ଏହାର ପ୍ରତିବାଦରେ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ସିଂହଦ୍ୱାର ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ‘ଜୟାମ୍ମା ଜୟମ୍ ସିରିଜ’ ଆର୍ଟ ଏଜୁକେସନ୍ ପ୍ରକାଶନୀ ପକ୍ଷରୁ…

ପାରାଦ୍ବୀପ ବନ୍ଦରରେ ତାଇଓ୍ଵାନ ଟିମ୍‌

ପାରାଦ୍ବୀପ ବନ୍ଦରରେ ପହଞ୍ଚିଲେ ତାଇଓ୍ଵାନର ଏକ ପେଟ୍ରୋକେମିକାଲ କମ୍ପାନୀର ପ୍ରତିନିଧି ଦଳ ।ପାରାଦ୍ବୀପରେ ଗ୍ରୀନ୍‌ ଫିଲ୍ଡ ପେଟ୍ରୋକେମିକାଲ କ୍ରାକର ପ୍ରୋଜେକ୍ଟ ନିର୍ମାଣ କରାଯିବ । ଏଥିପାଇଁ ବନ୍ଦର କର୍ତ୍ତୃପକ୍ଷ ଓ ତୈଳ ବିଶୋଧନାଗାର କର୍ତ୍ତୃପକ୍ଷଙ୍କ ସହ ଭିତ୍ତିଭୂମି ଓ ଆନୁଷଙ୍ଗିକ…

ସହାୟତା ଭିକ୍ଷା କରି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଲେ ରଙ୍ଗବତୀ ଗାୟକ

ଭୁବନେଶ୍ବର : ଦୁର୍ଦ୍ଦିନରେ ଗତି କରୁଛନ୍ତି ପ୍ରସିଦ୍ଧ ରଙ୍ଗବତୀ ଗୀତର ଗାୟକ ତଥା ପଦ୍ମଶ୍ରୀ ଡକ୍ଟର ଜିତେନ୍ଦ୍ରୀୟ ହରିପାଲ । କିଛି ଦିନ ହେବ ସେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି । କେବଳ ସେ ନୁହନ୍ତି, ତାଙ୍କ ପରି ଅନେକ କଳାକାର ଆର୍ଥିକ ଅନାଟନ ଦେଇ ଗତି କରୁଛନ୍ତି । ଏନେଇ ସେ ଦିଲ୍ଲୀ ଯାଇ…

ହାବିଲଦାର ଘରେ ଭିଜିଲାନ୍ସ ଚଢାଉ : ୬୦ ଲକ୍ଷ ଟଙ୍କାର ସୁନାଗହଣା ଜବତ

କେନ୍ଦ୍ରାପଡ଼ା : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ପୋଲିସ ହାବିଲଦାରଙ୍କ ଘରେ ଭିଜିଲାନ୍ସର ଚଢାଉ। କେନ୍ଦ୍ରାପଡ଼ା ଭିଜିଲାନ୍ସ ବିଭାଗ ପକ୍ଷରୁ ୮ ଜଣିଆ ଟିମ ହାବିଲଦାରଙ୍କ ଘରେ ଚଢାଉ କରିଛି। ଏହାସହ ତାଙ୍କ ଶ୍ୱଶୁରଘର ଉପରେ ମଧ୍ୟ ଚଢାଉ କରିଛି। କେନ୍ଦ୍ରାପଡ଼ା ରିଜର୍ଭ ପୋଲିସରେ କାର୍ୟ୍ୟରତ…

ବୋମା ବିସ୍ଫୋରଣରେ ବୃଦ୍ଧ ଆହତ

ଗଞ୍ଜାମ : ବୋମା ବିସ୍ଫୋରଣରେ ବୃଦ୍ଧ ଆହତ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ପାଟୁଳି ସାହି ଗାଁରେ । ଘର ଭିତରେ ଥିବା ଏକ ବୋମାକୁ ଛୁଇଁବା ମାତ୍ରେ ତାହା ବିସ୍ଫୋରଣ ହୋଇଥିଲା। ଆହତ ବୃଦ୍ଧଙ୍କ ନାଁ ଅଭି ନାୟକ । ତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଘର ଭିତରକୁ ବୋମା…

ଗାଈ, ଛେଳି ଚରାଇବାକୁ ମନା କରି ଗାଁରୁ ବାସନ୍ଦ ହେଲେ ୫ ପରିବାର

କନ୍ଧମାଳ : କ.ନୂଆଗାଁ ବ୍ଲକ ସିର୍ତ୍ତିଗୁଡ଼ା ପଞ୍ଚାୟତରେ ମଧ୍ୟଯୁଗୀୟ ବର୍ବରତା । ଏଠାକାର ଦୁରୁକାପଡ଼ା ଗାଁର ଘଟଣା । ଏହି ଗାଁ ଲୋକଙ୍କର ଗାଈ, ଛେଳି ଚରାଇବାକୁ ମନା କରିଦେଲେ । ଏହାର ଫଳ ମିଳିଲା ୫ଟି ପରିବାରକୁ ଗାଁରୁ ବାସନ୍ଦ ହେଲେ। ପଞ୍ଚାୟତ ବସି ଏହି ନିଷ୍ପତ୍ତି ନିଆଯିବା ପରେ ୫ଟି…

ବିଧାୟକଙ୍କୁ ଅପମାନ! : ଘର ଆଗରେ ଚପଲ ମାଳ ଝୁଲାଇ ଗାଁରୁ ବାସନ୍ଦ

ତାଳଚେର : ସ୍ଥାନୀୟ ବିଧାୟକଙ୍କ ପଦଯାତ୍ରା ବେଳେ ଘର ଆଗରେ ଚପଲ ମାଳ ଲଗାଇବାରୁ, ଗାଁରୁ ବାସନ୍ଦ। ତାଳଚେର ଥାନାରେ ଏପରି ଅଭିଯୋଗ କରିଛନ୍ତି, ନିକଟସ୍ଥ ବ୍ରଜନାଥପୁର ଗାଁର ନକୁଳ ସାହୁ । ବିଧାୟକ ପଦଯାତ୍ରା କରି ଫେରିବା ପରେ ଗାଁ ଲୋକ ବୈଠକ କଲେ। ଆଉ ସଂପୃକ୍ତ ପରିବାରକୁ ବାସନ୍ଦ କରିବାକୁ…