Browsing Category

ରାଜ୍ୟ

ଆଜି ବିଜେଡି ଉଠାଇବ ରାଜ୍ୟସଭାରେ ଏମଏସପି ପ୍ରସଙ୍ଗ

ଆଜି ରାଜ୍ୟସଭାରେ ଏମଏସପି ପ୍ରସଙ୍ଗ ଉଠାଇବ ବିଜେଡି। କାହିଁକି ସ୍ୱାମୀନାଥନ କମିଟି ରିପୋର୍ଟକୁ କେନ୍ଦ୍ର ସରକାର ସଂପୂର୍ଣ୍ଣ ଭାବେ ଲାଗୁ କରୁନାହାନ୍ତି, ସେ ନେଇ ପ୍ରଶ୍ନ କରିବେ ସାଂସଦ ପ୍ରସନ୍ନ ଆଚାର୍ୟ୍ୟ । ଏମଏସ୍ପି ଦେଢଗୁଣା କରିବା ପାଇଁ କେନ୍ଦ୍ର ସରକାର ନିର୍ବଚନୀ ପ୍ରତିଶ୍ରୁତି ଦେଇଥିଲେ…

ମୌସୁମୀ ବଢାଉଛି ଚିନ୍ତା : ରାଜ୍ୟର ୪ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା

ଭୁବନେଶ୍ବର : ଚାଷ ପାଇଁ ଚିନ୍ତାର କାରଣ ହୋଇଛି ମୌସୁମୀ । ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪ ଜିଲ୍ଲା ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗୀର ଓ ନୂଆପଡ଼ାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ରେକର୍ଡ କରାଯାଇଛି । ୩ ମାସର ବର୍ଷା ନେଇ ଝଜଉ ରିପୋର୍ଟ ଦେଇଛନ୍ତି । ଏହି ରିପୋର୍ଟ ଅନୁସାରେ ୧୭ଟି ବ୍ଲକରେ ସବୁଠୁ…

କ୍ଷେପଣାସ୍ତ୍ରକୁ କ୍ଷେପଣାସ୍ତ୍ରର ଟାର୍ଗେଟ୍

ଭଦ୍ରକ : କ୍ଷେପଣାସ୍ତ୍ରକୁ କ୍ଷେପଣାସ୍ତ୍ରର ଟାର୍ଗେଟ୍। ପରୀକ୍ଷା ହେଲା ଇଣ୍ଟରସେପ୍ଟର ମିସାଇଲ। ଭଦ୍ରକ ଜିଲ୍ଲା ଧାମରା ଅବଦୁଲ କଲାମ ଦ୍ୱୀପର ୪ ନମ୍ବର ଲଞ୍ଚ ପ୍ୟାଡ୍ରୁ ଦିନ ୧୧ଟା ୨୪ ମିନିଟରେ ଏହାର ଉତ୍କ୍ଷେପଣ କରାଯାଇଛି। ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏହି ମିସାଇଲର ଲମ୍ବ ୭…

ଆତ୍ମସମର୍ପଣ କଲେ ମାଓ ଦମ୍ପତି

ମାଲକାନଗିରି : ମାଓ ଦମ୍ପତିଙ୍କ  ଆତ୍ମସମର୍ପଣ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଏସପିଙ୍କ ନିକଟରେ ମାଓ ଦମ୍ପତ୍ତି ଆତ୍ମସମର୍ପଣ କରିଛନ୍ତି। ଏମାନେ ଦୁଇ ଜଣ ରବୀନ୍ଦ୍ର ଓରଫ ସନ୍ନା ଓ ତାଙ୍କ ସ୍ତ୍ରୀ ରୀନା। ଏମାନଙ୍କ ନାଁରେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ୨୦୦୮ରୁ ଏମାନେ…

ଗୁଣିଗାରେଡ଼ି ସନ୍ଦେହ : ଗାଁରୁ ବାସନ୍ଦ ପରିବାର

ଗଜପତି : ଗୁଣିଗାରେଡ଼ି ସନ୍ଦେହରେ ଗାଁରୁ ବାସନ୍ଦ ଗୋଟିଏ ପରିବାର । ଏଭଳି ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ତେନ୍ତୁଳୀଖୁଣ୍ଟି ଗାଁରେ । ଗୁଣି ଗାରେଡ଼ି ସନ୍ଦେହରେ ଗାଁର ବୁଡା ଶବରଙ୍କ ପରିବାରକୁ ହତ୍ୟା ଧମକ ଦିଆଯିବା ସହ ନିଆଁପାଣି ବାସନ୍ଦ କରିଛନ୍ତି ଗ୍ରାମବାସୀ…

ହାତୀ ଆତଙ୍କ : ଫସଲ ଖାଇବା ସହ ଭାଙ୍ଗିଲା ଘର, ଜଣେ ମୃତ

ସୁନ୍ଦରଗଡ଼ : ବାଙ୍କି ରେଞ୍ଜର ଆମରୁତି ଗାଁରେ ହାତୀ ଆତଙ୍କ। ହାତୀ ଆକ୍ରମଣରେ ଜଣେ ୯ ବର୍ଷ ବାଳକର ମୃତ୍ୟୁ ହୋଇଛି। ଗତକାଲି ରାତିରେ ଏକ ହାତୀ ପଲ ଗାଁରେ ପଶି ଫସଲ ଖାଇବା ସହ ଘର ଭଙ୍ଗି ଦେଇଥିଲେ। ଘର ଭିତରେ ମାଆ, ପୁଅ ଓ ଝିଅ ଶୋଇଥିଲେ। ହାତୀକୁ ଦେଖି ପୁଅ ଦୌଡି ପଳାଇବାବେଳେ ହାତୀ ଟାଣି ଆଣି…

ପୁଣି ଲଘୁଚାପ : ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା । ମୟୂରଭଞ୍ଜ, କେନ୍ଦୁଝର,ସୁନ୍ଦରଗଡ, ବାଲେଶ୍ୱର ଓ ସମ୍ବଲପୁରରେ ଅଧିକ ବର୍ଷା ହେବ ବୋଲି ଆକଳନ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟର ୪ ଜିଲ୍ଲା ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗୀର ଓ…

୨୦୧୭ର ଶ୍ରେଷ୍ଠ ସାଂସଦ ଭର୍ତ୍ତୃହରି ମହତାବ

ଭୁବନେଶ୍ବର : ବର୍ଷ ୨୦୧୭ ପାଇଁ ଶ୍ରେଷ୍ଠ ସାଂସଦ ହୋଇଛନ୍ତି ଭର୍ତ୍ତୃହରି ମହତାବ । ତାଙ୍କୁ ପାର୍ଲାମେଣ୍ଟରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଅବସରରେ ଭର୍ତ୍ତୃହରି କହିଛନ୍ତି, ଏହି ଶ୍ରେୟ ସେ ବିଜେଡି ଓ ଦଳ ସଭାପତି ନବୀନ ପଟ୍ଟନାୟକଙ୍କୁ ଦେଇଛନ୍ତି । ଦେଶବାସୀଙ୍କ…

ମାଆ କୋଳକୁ ଫେରିଲା ନବଜାତ ପୁଅ

ଭୁବନେଶ୍ବର : ମାଆ କୋଳକୁ ଫେରିଲା ନବଜାତ ପୁଅ । କ୍ୟାପିଟାଲ ହସପିଟାଲରେ ୧୧ ଦିନ ତଳେ ସ୍ଥାନୀୟ ଜଣେ ଗରିବ ମହିଳା ଏକ ପୁତ୍ରକୁ ଜନ୍ମ ଦେଇଥିଲେ । ସେ ଗତ ସୋମବାର ଦିନ ଡିସଚାର୍ଜ ହେବା ପରେ ପିଲାଟିକୁ ମାମା ନାମକ ଜଣେ ଅଙ୍ଗନବାଡ଼ି କର୍ମୀ ନେଇ ଯାଇଥିବା ଅଭିଯୋଗ କରିଥିଲେ । ଏମିତିକି ତାଙ୍କ…

ବ୍ଲୁହେ୍ଵଲ ପରେ, ଏବେ ଆଉ ଖୁନୀ ଖେଳ ମୋମୋ ହ୍ଵାଟ୍ସଆପ୍ ଚ୍ୟାଲେଞ୍ଜ

ବ୍ଲୁହେ୍ଵଲ ଚ୍ୟାଲେଞ୍ଜ ପରେ ଏବେ ମୋମୋ ଚ୍ୟାଲେଞ୍ଜ । ସୋସିଆଲ ମିଡିଆରେ ଖେଳୁଛି ମୋମୋ ହ୍ଵାଟସଆପ୍ ଚ୍ୟାଲେଞ୍ଜ । ଇଏ ବି ଏକ ସୁଇସାଇଡ୍ ଗେମ୍ ଠିକ୍ ବ୍ଲୁହେ୍ଵଲ ଭଳି । ହ୍ଵାଟସଆପରେ ଏକ ନମ୍ବର ଭାଇରାଲ ହୋଇଛି । ଏହି ନମ୍ବରର ପ୍ରୋଫାଇଲ୍ ଫଟୋରେ ଏକ ଭୟାନକ ଝିଅର ଚେହେରା ରହିଛି । ତାରି ନାଁ…

ମହିଳାଙ୍କ ଶବକୁ ମିଳିଲାନି କାନ୍ଧ : ସାମାଜିକ ବାସନ୍ଦ ଯୋଗୁଁ ବୁହା ହେଲେ ସାଇକେଲରେ

ବୌଦ୍ଧ : ମୃତ୍ୟୁ ପରେ ବି ହଟିଲାନି ସାମାଜିକ କଟକଣା । ଶବକୁ ମିଳିଲାନି କାନ୍ଧ । ଶେଷରେ ସାଇକେଲରେ ବୁହାହେଲା ଶ୍ମଶାନକୁ । ଏମିତି ଏକ ଦୁଃଖଦ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କୃଷ୍ଣପାଲି ଗାଁରେ । ଗତକାଲି ଝାଡାବାନ୍ତିରେ ଜଣେ ୪୦ ବର୍ଷୀୟା ମହିଳାଙ୍କର ମୃତ୍ୟୁ ଘଟିଥିଲା । ମହିଳା ଜଣଙ୍କୁ…

ଉଜ୍ୱଳା ଯୋଜନା ନେଇ ଧର୍ମେନ୍ଦ୍ରଙ୍କୁ ପ୍ରଶାନ୍ତଙ୍କ ପ୍ରଶ୍ନ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ବା ପିଏମ୍ୟୁୱାଇରେ ଓଡ଼ିଶାରେ ଅଛନ୍ତି ୩୦ ଲକ୍ଷ ୪୮ ହଜାର ହିତାଧିକାରୀ। କିନ୍ତୁ ଆଶ୍ଚର୍ୟ୍ୟର କଥା, ଏମାନଙ୍କ ମଧ୍ୟରୁ ପ୍ରତିବର୍ଷ ୫ ଭାଗରୁ ଏକ ଭାଗ ମଧ୍ୟ ଗ୍ୟାସ୍ ରିଫିଲ କରୁନାହାନ୍ତି। ଏହି ତଥ୍ୟ ଦେଇଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର…