Browsing Category

ରାଜ୍ୟ

AG ଛକରେ ବୋବାଲ : ADGଙ୍କ ପତ୍ନୀ – ପୋଲିସ୍ ମୁହାଁମୁହିଁ

ଭୁବନେଶ୍ୱର : ଟ୍ରାଫିକ୍‌ ପୋଲିସ ଏବଂ ଏଡିଜିଙ୍କ ପତ୍ନୀ ମୁହାଁମୁହିଁ । କାର୍‌ ଅଟକାଇ ଦେବାରୁ ଟ୍ରାଫିକ ପୋଲିସ ସହ ବଚସା । ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଏଜି ଛକରେ । ସୂଚନା ଅନୁସାରେ, ବରିଷ୍ଠ ପୋଲିସ ଅଧିକାରୀ ପ୍ରଣବିନ୍ଦୁ ଆଚାର୍ଯ୍ଯଙ୍କ ପରିବାର କାର୍‌ରେ ଯାଉଥିଲେ । ଏତିକିବେଳେ ଏଜି…

ବଜ୍ରାଘାତ ନେଲା ଦୁଇ ଜୀବନ

ଢେଙ୍କାନାଳ : ବଜ୍ରାଘାତ ନେଲା ଜୀବନ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ହାଟୁଆରି ଗାଁର ଅନ୍ତର୍ୟ୍ୟାମୀ ମଲ୍ଲିକ ଓ ବେଢ଼ାପାଳ ଗାଁର ମଙ୍ଗରାଜ ବେହେରା । ଏମାନେ ବିଲରେ କାମ କରୁଥିବା ବେଳେ ବଜ୍ରାଘାତ ହୋଇଥିଲା । କାମାକ୍ଷାନଗର…

ଢ଼େଙ୍କାନାଳରେ ଆକ୍ଟିଭା ଗାଡିକୁ ଧକ୍କା ଦେଲା ୧୦ ଚକିଆ ଟ୍ରକ : ମହିଳା ମୃତ

ଢ଼େଙ୍କାନାଳ : ଟାଉନ ଥାନା ଅନ୍ତର୍ଗତ ୫୫ନଂ ଜାତୀୟ ରାଜପଥ ମହିଷାପାଟ ଛକ ନିକଟରେ ଆକ୍ଟିଭା ଗାଡିକୁ ପଛପଟୁ ଧକ୍କା ଦେଇଥିଲା ୧୦ ଚକିଆ ଟ୍ରକ। ଆକ୍ଟିଭା ଗାଡିରେ ବସିଥିବା ମହିଳା ଜଣକ ପଡି ଯିବାରୁ ଟ୍ରକଟି ତାଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣା ସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ମହିଳା ଜଣଙ୍କୁ…

ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଅଭାବରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ

ନୂଆପଡ଼ା : ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଅଭାବରୁ ଜଣେ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ। ଆଜି ସକାଳେ ଶିଶୁ ପୁତ୍ରକୁ ଜନ୍ମ ଦେବା ପରେ ଅସୁସ୍ଥ ହୋଇ ପଡିଥିଲେ ମହିଳା। ଆବଶ୍ୟକ ପଡିଥିଲା ଓ-ପଜିଟିଭ୍ ରକ୍ତ। କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ-ପଜିଟିଭି ରକ୍ତ ମିଳିଲା ନାହିଁ। ମହିଳାଙ୍କ…

ବୁର୍ଲା ମେଡିକାଲରେ ବୁଲିଲା ଖଣ୍ଡା

ବୁର୍ଲା : ଭୀମସାର ମେଡିକାଲ କଲେଜ ଭିତରେ ବୁଲିଲା ଖଣ୍ଡା। ଦୁଇଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ମେଡିକାଲର ଟିକେଟ କାଉଣ୍ଟର ନିକଟରେ ଏଭଳି କାଣ୍ଡ ଦେଖିବାକୁ ମିଳିଥିଲା। ଆକ୍ରମଣରେ ଉଭୟ ଗୋଷ୍ଠୀର ଦୁଇଜଣ ଆହତ ହୋଇଛନ୍ତି। ମହତାବନଗରର ଅମିତ କୁମ୍ଭାର ଓ ଢ଼ିପାପଡ଼ାର ସାଗର ସାମଲଙ୍କ…

ସାଇକେଲରେ ମୃତଦେହ ବୁହା ହେବା ଘଟଣାକୁ ନେଇ ତେଜିଲା ରାଜନୀତି

ବୌଦ୍ଧ : ସାଇକେଲରେ ମୃତଦେହ ବୁହା ହେବା ଘଟଣାକୁ ନେଇ ତେଜିଲା ରାଜନୀତି। ରାଜ୍ୟ ସରକାରଙ୍କ ଉପରେ ଆଜି ବର୍ଷିଛି ବିଜେପି । କଡ଼ା ସମାଲୋଚନା କରିଛି। ଦଳ ଅଭିଯୋଗ କରିଛି, ରାଜ୍ୟରେ ବାରମ୍ବାର ଘଟୁଛି ଏଭଳି ଘଟଣା। ଓଡ଼ିଶା ପାଇଁ ଏହା ଏକ ଲଜ୍ଜାଜନକ ଘଟଣା। ରାଜ୍ୟ ସରକାର ଲୋକଙ୍କୁ ଭୂଆଁ…

ଅଧ୍ୟକ୍ଷାଙ୍କ ବଦଳି ନେଇ ଅଶାନ୍ତି : ଛାତ୍ରଛାତ୍ରୀଙ୍କ ଧାରଣା

ଜୟପୁର : ଅଧ୍ୟକ୍ଷାଙ୍କ ବଦଳି ନେଇ ଛାତ୍ର ଅଶାନ୍ତି । ବଦଳି ବାତିଲ ଦାବିରେ ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଅଧ୍ୟକ୍ଷାଙ୍କ ଅବସର ସମୟ ମାତ୍ର ୬ ମାସ ଥିବାବେଳେ ତାଙ୍କୁ ଅଚାନକ ପାରଳାଖେମୁଣ୍ଡିକୁ ବଦଳି କରାଯାଇଛି । ଏହି ବଦଳି…

ଲାଞ୍ଚ ନେବାବେଳେ ଧରାପଡ଼ିଲେ ଲାଞ୍ଚୁଆ ପୋଲିସ ବାବୁ

ମହାକାଳପଡା : ଧରାପଡ଼ିଲେ ଲାଞ୍ଚୁଆ ପୋଲିସ ବାବୁ। ଲାଞ୍ଚ ନେବାର ଭିଡିଓ ହେଲା ଭାଇରାଲ୍। କେନ୍ଦ୍ରାପଡ଼ା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ଅଧିକାରୀ ତ୍ରିଲୋଚନ ବେହେରା ଜଣେ ଯୁବକଙ୍କଠାରୁ ଲାଞ୍ଚ ନେଉଥିବାର ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି। ରଡ଼ିଆ ଗାଁର ନିରାକାର ରାଉତଙ୍କ…

କନ୍ଧମାଳ : ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ଯାତାୟତ ଠପ୍

କନ୍ଧମାଳ: ବାଲିଗୁଡା ଥାନା ପରମପାଙ୍ଗା ନିକଟରୁ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା। ଧକ୍କା ହେବା ଫଳରେ ଜଣେ ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇ ବାଲିଗୁଡା ଚିକିତ୍ସାଳୟରେ ଭର୍ତ୍ତି ହୋଇଥିବା ବେଳେ ଅନ୍ୟ ଜଣେ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଦୁଇ ଟ୍ରକ ରାସ୍ତା ମଧ୍ୟରେ…

ମାଲବାହୀ ଟ୍ରେନ ଲାଇନଚ୍ୟୁତ

ପାରାଦୀପ : ପୁଣି ଥରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ୍। ଏହି ଘଟଣାଟି ଆଜି ସକାଳେ ପାରାଦୀପ ଅଠରବାଙ୍କୀ କଲୋନୀ ନିକଟରେ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରାକରୁ ଖସି ପଡ଼ିଛି ଟ୍ରେନର ୧୦ଟି ବଗି । ପାରଦୀପ ବନ୍ଦରରେ ଟ୍ରେନଟି କୋଇଲା ଖଲାସ କରି ଫେରିବା ବେଳେ ଏହି ଦୁର୍ଘଟଣା…

ପୁରୀ-ପାଟନା ଏକ୍ସପ୍ରେସରୁ ୨ କ୍ୱିଣ୍ଟାଲ ଭାଙ୍ଗ ଜବତ

କଟକ : ଟ୍ରେନରେ ଚାଲାଣ ହେଉଛି ଭାଙ୍ଗ । ପୁରୀ-ପାଟନା ଏକ୍ସପ୍ରେସରୁ ୨ କ୍ୱିଣ୍ଟାଲ ଭାଙ୍ଗ ଜବତ ହୋଇଛି । ଜିଲ୍ଲା ଅବକାରୀ ବିଭାଗ ଚଢଉ କରି କଟକ ଷ୍ଟେସନରୁ ଜବତ କରି ଏହି ବିପୁଳ ପରିମାଣର ଭାଙ୍ଗ । ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ ପ୍ରାୟ ୨ଲକ୍ଷ ଟଙ୍କା ହେବ। ଭାଙ୍ଗ ଚୋରା ଚାଲାଣ ଅଭିଯୋଗରେ…

ଦୁର୍ଘଟଣାକୁ ନେଇ ଉତ୍ତେଜନା : ବସ୍‌ ଧକ୍କାରେ ଡାକ୍ତର ମୃତ

ଭୁବନେଶ୍ୱର : ଦୁର୍ଘଟଣାକୁ ନେଇ ଉତ୍ତେଜନା। ଭୁବନେଶ୍ୱର ଓମଫେଡ ଛକ ନିକଟରେ ବସ୍‌ ଧକ୍କାରେ ଜଣେ ଡାକ୍ତରଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଡାକ୍ତର ବସନ୍ତ ରାଉତ। ବସନ୍ତ ରାସ୍ତା ପାର୍‌ ହେଉଥିବା ବେଳେ ଏକ ବସ୍‌ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ…