Below header

ଅଧ୍ୟକ୍ଷାଙ୍କ ବଦଳି ନେଇ ଅଶାନ୍ତି : ଛାତ୍ରଛାତ୍ରୀଙ୍କ ଧାରଣା

ଜୟପୁର : ଅଧ୍ୟକ୍ଷାଙ୍କ ବଦଳି ନେଇ ଛାତ୍ର ଅଶାନ୍ତି । ବଦଳି ବାତିଲ ଦାବିରେ ଜୟପୁର ବିକ୍ରମଦେବ ସ୍ୱୟଂଶାସିତ ମହାବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ । ଅଧ୍ୟକ୍ଷାଙ୍କ ଅବସର ସମୟ ମାତ୍ର ୬ ମାସ ଥିବାବେଳେ ତାଙ୍କୁ ଅଚାନକ ପାରଳାଖେମୁଣ୍ଡିକୁ ବଦଳି କରାଯାଇଛି । ଏହି ବଦଳି ବାତିଲ୍ କରିବା ଦାବିରେ ଛାତ୍ରଛାତ୍ରୀମାନେ କଲେଜ୍ ଗେଟ୍ ସାମ୍ନାରେ ଧାରଣାରେ ବସିଛନ୍ତି । ଫଳରେ ଯୁକ୍ତ ଦୁଇ ଓ ଯୁକ୍ତ ତିନିରେ ନାମଲେଖା ଓ ପାଠପଢ଼ାରେ କିଛିଟା ବାଧା ସୃଷ୍ଟି ହୋଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.