ସୂର୍ଯ୍ୟନଗରରେ ଇନକମ ଟ୍ୟାକ୍ସ ବିଭାଗର ରେଡ୍ ,ଗାଡ଼ି ଭିତରୁ ମିଳିଲା ପାଞ୍ଚ କୋଟି ଟଙ୍କା

ଭୁବନେଶ୍ୱର ସୂର୍ଯ୍ୟନଗରରେ ଇନକମ ଟ୍ୟାକ୍ସ ବିଭାଗର ବଡ ରେଡ୍ | ଗାଡ଼ି ଭିତରୁ ମିଳିଲା ପାଞ୍ଚ କୋଟି ଟଙ୍କା ନଗଦ କ୍ୟାସ୍ |

ଭୁବନେଶ୍ୱର : ଭୁବନେଶ୍ୱର ସୂର୍ଯ୍ୟନଗରରେ ଇନକମ ଟ୍ୟାକ୍ସ ବିଭାଗର ବଡ ରେଡ୍ | ଗାଡ଼ି ଭିତରୁ ମିଳିଲା ପାଞ୍ଚ କୋଟି ଟଙ୍କା ନଗଦ କ୍ୟାସ୍ | ଏକ ଫର୍ଚୁନର ଗାଡ଼ିରେ କ୍ୟାସ ନେଇ ଯାଉଥିବା ବେଳେ ମାଡ଼ିବସିଲା ଆୟକର ବିଭାଗ | ଯାଜପୁର ଅଂଚଳର କଣ୍ଟ୍ରାକ୍ଟରଙ୍କ ଗାଡ଼ିରୁ ମିଳିଛି ଏହି ଟଙ୍କା | କଣ୍ଟ୍ରାକ୍ଟରଙ୍କ ନାଁ ନିହାର ରଞ୍ଜନ ବୋଲି ଜଣାପଡିଛି |ତାଙ୍କ ଯାଜପୁର ବାସ ଭବନରେ ଏବେ ଚଢାଉ ଜାରି ରଖିଛି ଆୟକର ବିଭାଗ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.