Below header
Browsing Tag

IT Raid

କୋଚିଙ୍ଗ ସେଣ୍ଟର୍ ମାଲିକଙ୍କ ଘରେ ଆୟକର ବିଭାଗର ଚଢଉ

ଭୁବନେଶ୍ବର : ଭୁବନେଶ୍ବରରେ ଆଇଟି ରେଡ୍ । ଏକ ପ୍ରତିଷ୍ଠିତ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢ଼ାଉ । ଭୁବନେଶ୍ବର, ଯାଜପୁର ସମେତ ୩ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ଭୁବନେଶ୍ବରରେ କୋଚିଂ ସେଣ୍ଟର, ମାଲିକଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ପକ୍ଷରୁ ଚଢଉ ହୋଇଛି ।…

କୁବେର ସମ୍ପତ୍ତି ! ତମାଖୁ କମ୍ପାନୀରେ ଆୟକର ଚଢ଼ାଉ, ମିଳିଲା ୬୦ କୋଟିରୁ ଊର୍ଦ୍ଧ୍ୱ ମୂଲ୍ୟର କାର୍‌, ବିଡ଼ା ବିଡ଼ା ନୋଟ୍‌

କାନପୁରର ଏକ ତମାଖୁ କମ୍ପାନୀ ଉପରେ ଆୟକର ବିଭାଗ ଚଢ଼ାଉ କରିଛି । ଚଢ଼ାଉ ବେଳେ ମିଳିଥିବା ସାମଗ୍ରୀର ଫଟୋ ଦେଖିଲେ ଆପଣ ମଧ୍ୟ ଚମକି ପଡ଼ିବେ । ବିଭାଗ କାନପୁରରେ ଥିବା ବଂଶୀଧର ତମାଖୁ କମ୍ପାନୀର ଅନେକ ସ୍ଥାନରେ ଚଢ଼ାଉ କରିଥିଲା । ଉତ୍ତର ପ୍ରଦେଶ ସମେତ ୫ଟି ରାଜ୍ୟରେ ୧୫ରୁ ୨୦ଟି ଟିମ୍‌ ଏହି ଚଢ଼ାଉ…

କୋଇଲା ବ୍ୟବସାୟୀଙ୍କ ଘରେ ଆଇଟି ରେଡ୍, ମିଳିଲାଣି ୫ କୋଟି

ସୁନ୍ଦରଗଡ଼ (କେନ୍ୟୁଜ): କୋଇଲା ବ୍ୟବସାୟୀଙ୍କ ଘରୁ ମିଳିଲାଣି ୫ କୋଟି । ରାଉରକେଲାରେ ୪ ଦିନ ଧରି ରେଡ କରୁଛି ଆୟକର ବିଭାଗ । ଚଢାଉରେ ୧୦୦ରୁ ଅଧିକ ଅଧିକାରୀ ଓ ସିଆରପିଏଫ୍ ଯବାନ ସାମିଲ ହୋଇଛନ୍ତି । ତୃତୀୟ ଦିନରେ ଆୟକର ରେଡ୍ ପରେ ସମ୍ପତ୍ତି ଠାବ ହୋଇଛି । ଘନଶ୍ୟାମ ଡାଲମିଆଙ୍କ ବ୍ୟବସାୟ…

କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ଚଢ଼ାଉ, ୨ କୋଟି ନଗଦ, କେଜିଏ ସୁନା ଜବତ

ଭୁବନେଶ୍ୱର (କେନ୍ୟୁଜ): କୋଇଲା ବ୍ୟବସାୟୀ ଘନଶ୍ୟାମ ଡାଲମିଆଙ୍କ ଘରେ ଆୟକର ଚଢ଼ାଉ ଜାରି। ଆୟକର ଫାଙ୍କି ଅଭିଯୋଗରେ ଆଜି ତୃତୀୟ ଦିନରେ ଓଡ଼ିଶା, ଛତିଶଗଡ ଓ ମଧ୍ୟ ପ୍ରଦେଶର ଅନେକ ସ୍ଥାନରେ ହେଉଛି ଚଢ଼ାଉ। ଓଡିଶାରେ ଉରକେଲାର ୭ଟି, ସୁନ୍ଦରଗଡ଼ରେ ଦୁଇଟି ଓ ରାଜଗାଙ୍ଗପୁରରେ ଚଢ଼ାଉ ଚାଲିଛି।…

ଆୟକର ବିଭାଗର ସବୁଠୁ ବଡ ରେଡ୍, ଟ୍ରକ୍ ରେ ବ୍ୟାଙ୍କକୁ ବୁହା ହେଲା ଟଙ୍କା

ମଦ ଉତ୍ପାଦନକାରୀ କମ୍ପାନୀ ଏବଂ ଏହାର ଆନୁଷଙ୍ଗିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗର ଚଢ଼ାଉ ଚାଲିଛି । ଏହି ଚଢ଼ାଉରେ ଏତେ ପରିମାଣର ନଗଦ ଟଙ୍କା ମିଳିଥିଲା ​​ଯେ ଆୟକର ବିଭାଗର ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହି ଅଗଣିତ ନଗଦ ଗଣନା କ୍ରମାଗତ ଭାବେ ୫ ଦିନ ଯାଏଁ ଚାଲିଥିଲା ।…

୫ ଦିନ ହେବ ଚଢ଼ାଉ ଚାଲିଥିବା ବେଳେ ୪ ଦିନ ହେବ ଟଙ୍କା ଗଣିବା ସରୁନି, ଗଣି ଗଣି କର୍ମଚାରୀ ଥକି ଗଲେଣି

ଭୁବନେଶ୍ୱର (କେନ୍ୟୁଜ): ସରୁନି ଟଙ୍କା ପାହଡ଼ ଗଣା। ଯେତେ ଖୋଳିଲେ ସେତେ ବାହାରୁଛି। ଆଲମିରା ଆଲମିରା ଭର୍ତ୍ତି ଟଙ୍କା। ଆୟକର ରେଡ୍ ବେଳେ ମଦ ବ୍ୟବସାୟୀ ତଥା ଝାଡ଼ଖଣ୍ଡ କଂଗ୍ରେସ ରାଜ୍ୟସଭା ସାଂସଦ ଧୀରଜ ସାହୁ ଓ ସହଯୋଗୀଙ୍କ ଅଫିସରୁ ମିଳିଥିବା ଟଙ୍କା ପାହାଡ଼ ସାରା ଦେଶକୁ ତାଜୁବ କରିଛି । ୫…

IT ରେଡ୍‌: ଟିଟିଲାଗଡ଼ର SBI ମୁଖ୍ୟ ଶାଖାରେ ଟଙ୍କା ଗଣତି ଶେଷ, ମିଳିଲା ମୋଟ୍ ୧୧ କୋଟି ଟଙ୍କା

ବଲାଙ୍ଗୀର (କେନ୍ୟୁଜ): ମଦ ବ୍ୟବସାୟୀଙ୍କ ବିଭିନ୍ନ ଠିକଣାରୁ ଜବତ ଟଙ୍କାର ଗଣତି ସରୁନି । ଆଜି ବି ଜାରି ରହିଛି ଟଙ୍କା ଗଣତି । ବଲାଙ୍ଗୀରରେ ଏବେ ଟଙ୍କା ଗଣତି ଚାଲିଛି ।  ଜବତ ହୋଇଥିବା ଟଙ୍କା ଗଣିବା ପାଇଁ ବହୁ ସଂଖ୍ୟାରେ ଅଧିକାରୀ ଓ ମେସିନ୍ ନିୟୋଜିତ କରାଯାଇଛି । ଏଥିମଧ୍ୟରେ ଏକ ବଡ଼ ଖବର…

ବଲାଙ୍ଗୀରରେ ହାଇଦ୍ରାବାଦର IT ଟିମ୍: ଟଙ୍କା ଗଣତି ପାଇଁ ବଢିଲା ମେସିନ୍ ଓ କର୍ମଚାରୀଙ୍କ ସଂଖ୍ୟା

(କେନ୍ୟୁଜ): ସରୁନି ଟଙ୍କା ଗଣା, ବଢିଲା ମେସିନ । ଟଙ୍କା ଗଣିବାକୁ ଆହୁରି ଦୁଇ ଦିନ ଲାଗିବ । ଏପଟେ ବଲାଙ୍ଗୀରରେ ହାଇଦ୍ରାବାଦ ଆୟକର ବିଭାଗର ଆନାଲିସିସ ଟିମ୍ I ଜବତ ଟଙ୍କାକୁ ନେଇ ବଲାଙ୍ଗୀରରେ ହେବ ଖୋଳତାଡ଼ । ୫ ଜଣିଆ ଟିମ ଆସିଥିବା ସୂଚନା ମିଳିଛି । ଆଜି ପୁଣି ଟଙ୍କା ଗଣିବା ଆରମ୍ଭ ହୋଇଛି…

ବଲାଙ୍ଗିର ସୁଦପଡାରେ ଚଢ଼ାଉ, ମଦଭାଟି ମ୍ୟାନେଜରଙ୍କ ଘରୁ ବିପୁଳ ପରିମାଣ ଟଙ୍କା ଜବତ

ପୁଣି ବଲାଙ୍ଗିର ସୁଦପଡାରେ ଚଢ଼ାଉ କରିଛି ଆୟକର ବିଭାଗ । ଆୟକର ବିଭାଗର ଅଧିକାରୀ ମଦଭାଟି ମ୍ୟାନେଜରଙ୍କ ଘରେ ବ୍ୟାପକ ପରିମାଣର ଟଙ୍କା ଜବତ କରିଛନ୍ତି। ଟଙ୍କା ଜବତ କରି ବଲାଙ୍ଗିର SBIକୁ ଅଣାଯାଇଛି । ୧୯ଟି ପେଟିରେ କଡା ସୁରକ୍ଷା ଭିତରେ ବଲାଙ୍ଗିର ଭାରତୀୟ ଷ୍ଟେଟ ବ୍ୟାଙ୍କର ମୁଖ୍ୟ ଶାଖାରେ…

ଆୟକର ଚଢ଼ାଉ ବେଳେ ମିଳିଲା ଟଙ୍କାର ପାହାଡ଼, ଦୁଇ ଶହ କୋଟି ଟଙ୍କାରୁ ଅଧିକ କ୍ୟାସ୍ ଜବତ

ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ବେଳେ ମିଳିଲା ଟଙ୍କାର ପାହାଡ଼। ଦୁଇ ଶହ କୋଟି ଟଙ୍କାରୁ ଅଧିକ କ୍ୟାସ୍ ଜବତ । ତାଜୁବ୍ ଆୟକର ବିଭାଗ । ଟିକସ ଫାଙ୍କି ଅଭିଯୋଗରେ ମଦ ଓ ସ୍ପିରିଟ ପ୍ରସ୍ତୁତକାରୀ କଂପାନୀ ବୌଦ୍ଧ ଡିଷ୍ଟିଲାରୀ ପ୍ରାଇଭେଟ ଲିମିଟେଡ ଉପରେ ଦୁଇ ଦିନ ହେବ ଆୟକର ବିଭାଗ ରେଡ୍ କରିଛି ।…

ବରଗଡ଼ରେ ଆଇଟିର ଚଢ଼ାଉ : ଏକକାଳୀନ ୮୦ଟି ସ୍ଥାନରେ ରେଡ୍

ବରଗଡ଼ (କେନ୍ୟୁଜ): ଏକକାଳୀନ ୧୦ଟି ସ୍ଥାନରେ ଚଢ଼ାଉ । ବରଗଡ଼ ଜିଲ୍ଲାର ଦଶଟି ସ୍ଥାନରେ କେନ୍ଦ୍ରୀୟ ଆୟକର ବିଭାଗର ଚଢ଼ାଉ । ଜିଲ୍ଲାର କିଛି ଦୋକାନ, ଅଏଲ ପ୍ଲାଣ୍ଟ ଉପରେ ଚଢ଼ାଉ କରିଛି ବିଭାଗ । ସଁୟାସ୍ଥିତ ବାଲଗୋପାଳ ଅଏଲ୍ ମିଲରେ ବି ରେଡ୍ ହୋଇଛି । ଲିଙ୍କରେ ଥିବା ସିଏ ଓ ଅନ୍ୟାନ୍ୟ ସ୍ଥାନରେ…

ଡିଏନ୍‌ ଗ୍ରୁପରେ IT ରେଡ୍‌ର ଚତୁର୍ଥ ଦିନ: ନୟାପଲ୍ଲୀ ମୁଖ୍ୟ ଅଫିସରେ କର୍ମଚାରୀଙ୍କୁ ଚାଲିଛି ପଚରା ଉଚରା

ଭୁବନେଶ୍ୱର (କେନ୍ୟୁଜ): ଟିକସ ଫାଙ୍କିବା ଅଭିଯୋଗରେ ଡିଏନ୍‌ ଗ୍ରୁପ୍‌ ଉପରେ ଚତୁର୍ଥ ଦିନରେ ଚଢ଼ାଉ ଚାଲିଛି । ଆଜି ପୁଣି DN ଗ୍ରୁପର ନୟାପଲ୍ଲୀ ଅଫିସରେ ରେଡ୍‌ ଚଳାଇଛି ଆୟକର ବିଭାଗ । କର୍ମଚାରୀଙ୍କୁ ପଚରା ଉଚରା କରାଯାଉଛି । ଗତ ତିନି ଦିନ ଧରି ରେଡ୍‌ରୁ ମିଳିଥିବା କ୍ୟାସ୍‌ ଓ ମନି…