Below header

କୋଚିଙ୍ଗ ସେଣ୍ଟର୍ ମାଲିକଙ୍କ ଘରେ ଆୟକର ବିଭାଗର ଚଢଉ

ଭୁବନେଶ୍ୱରର ଏକ କୋଚିଙ୍ଗ ସେଣ୍ଟର୍ ମାଲିକଙ୍କ ଘରେ ଆୟକର ବିଭାଗର ଚଢଉ । ଏକକାଳୀନ ୩ଟି ସ୍ଥାନରେ ଚାଲିଛି ରେଡ୍ ।

ଭୁବନେଶ୍ବର : ଭୁବନେଶ୍ବରରେ ଆଇଟି ରେଡ୍ । ଏକ ପ୍ରତିଷ୍ଠିତ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢ଼ାଉ । ଭୁବନେଶ୍ବର, ଯାଜପୁର ସମେତ ୩ଟି ସ୍ଥାନରେ ଏକକାଳୀନ ରେଡ୍ ଚାଲିଛି । ଭୁବନେଶ୍ବରରେ କୋଚିଂ ସେଣ୍ଟର, ମାଲିକଙ୍କ ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଆୟକର ବିଭାଗ ପକ୍ଷରୁ ଚଢଉ ହୋଇଛି । ସେହିପରି ଯାଜପୁରରେ ଥିବା ଏକ ହୋଟେଲରେ ମଧ୍ୟ ପଞ୍ଝା ମାରିଛି ଆଇଟି ବିଭାଗ । ବିଭିନ୍ନ କାଗଜପତ୍ରକୁ ଯାଞ୍ଚ କରୁଛନ୍ତି ଆୟକର ଅଧିକାରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.