Below header

ବୁର୍ଲା ମେଡିକାଲରେ ବୁଲିଲା ଖଣ୍ଡା

ବୁର୍ଲା : ଭୀମସାର ମେଡିକାଲ କଲେଜ ଭିତରେ ବୁଲିଲା ଖଣ୍ଡା। ଦୁଇଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ମେଡିକାଲର ଟିକେଟ କାଉଣ୍ଟର ନିକଟରେ ଏଭଳି କାଣ୍ଡ ଦେଖିବାକୁ ମିଳିଥିଲା। ଆକ୍ରମଣରେ ଉଭୟ ଗୋଷ୍ଠୀର ଦୁଇଜଣ ଆହତ ହୋଇଛନ୍ତି। ମହତାବନଗରର ଅମିତ କୁମ୍ଭାର ଓ ଢ଼ିପାପଡ଼ାର ସାଗର ସାମଲଙ୍କ ମଧ୍ୟରେ କୌଣସି କାରଣକୁ କେନ୍ଦ୍ର କରି ପୂର୍ବରୁ ବିବାଦ ଲାଗି ରହିଥିଲା। ଆଜି ଉଭୟ ଗୋଷ୍ଠୀ ଭୀମସାର୍ ଟିକେଟ କାଉଣ୍ଟ ନିକଟରେ ମୁହାଁମୁହିଁ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.